Browsing Category

ଦେଶ

କେନ୍ଦ୍ର ବିରୋଧରେ ବିକ୍ଷୋଭ କଲେ ସିଦ୍ଧରମୈୟା; କହିଲେ- ୧୦୦ ଟଙ୍କା ଟିକସରେ ଆମେ ୧୩ ଟଙ୍କା ଦେଇଥାଉ…

ନୂଆଦିଲ୍ଲୀ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ନିଜ କ୍ୟାବିନେଟ ଏବଂ ସାଂସଦଙ୍କ ସହ ଦିଲ୍ଲୀର ଜନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭ ସମୟରେ…

(Video) “Sapne Nahi Haqeeqat Bunte…”: ପିଏମ୍ ମୁଦ୍ରା ଯୋଜନାକୁ ନେଇ ଓଡ଼ିଆ ସମେତ ୮ଟି ଭାଷାରେ ଫିଲ୍ମ ଜାରି କଲା…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମଏମୱାଇ)କୁ ନେଇ ବିଜେପି ତା’ର ଅଫିସିଆଲ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏକ ଫିଲ୍ମ ଜାରି କରିଛି । ଏହି ଫିଲ୍ମ ୮ଟି ଭାଷାରେ ଜାରି କରାଯାଇଛି । ସେହି ଭାଷାଗୁଡ଼ିକ ମଧ୍ୟରେ…

ଲାଲୁଙ୍କୁ ଶ୍ମଶାନ ନେଇଯାଇଥିଲେ ୨ ଭୂତ, କିପରି ବଞ୍ଚାଇଥିଲେ ଜୀବନ ଆତ୍ମକଥା ପୁସ୍ତକରେ କଲେ ଖୁଲାସା

ନୂଆଦିଲ୍ଲୀ: ବିହାର ରାଜନୀତିରେ ଲାଗି ରହିଥିବା ହଟଚମଟ ଓ ଜମି ବଦଳରେ ଚାକିରୀ ମାମଲାରେ ଇଡିର ଯାଞ୍ଚ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ।…

ବଡ଼ ବ୍ୟାଙ୍କ ନା ଛୋଟ ବ୍ୟାଙ୍କ: ଗ୍ରାହକମାନେ କେଉଁଠି FD କଲେ ଅଧିକ ଫାଇଦା ପାଇବେ

ନୂଆଦିଲ୍ଲୀ: ଆଜିର ସମୟରେ ଅର୍ଥ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଜରୁରୀ ହୋଇଥିବା ବେଳେ ଅର୍ଥକୁ ଭଲ ଜାଗାରେ ନିବେଶ କରିବା ଏକ ବୁଦ୍ଧିମାନର କାମ । ତେବେ ବର୍ତ୍ତମାନ ସମୟରେ ସ୍ଥାୟୀ ଜମା ବା ଫିକ୍ସଡ ଡିପୋଜିଟ (ଏଫଡି)…

BharatPayକୁ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟର ନୋଟିସ୍; କର୍ମଚାରୀଙ୍କୁ ଧମକ ଦେବା ନେଇ ହୋଇଥିଲା ବିବାଦ

ନୂଆଦିଲ୍ଲୀ: କମ୍ପାନୀ ଆଇନ ଧାରା ୨୦୬ ଅନୁଯାୟୀ ଗ୍ରୋଭରଙ୍କ ବିରୋଧରେ ଆରମ୍ଭ ହୋଇଥିବା ଆଇନଗତ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ମାଗିଛି କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ (ଏମସିଏ)। ସୂତ୍ରରୁ ମିଳିଥିବା ସୂଚନା…

IFS ସ୍ତରରେ ଅଦଳବଦଳ କଲେ ରାଜସ୍ଥାନ ସରକାର, ୭ ଜଣଙ୍କୁ ଅତିରିକ୍ତ କାର୍ଯ୍ୟଭାର ଦାୟିତ୍ୱ

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଭାରତୀୟ ବନ ସେବା(IFS ) ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଏହା ଅନ୍ତର୍ଗତ ୪୪ ଅଧିକାରୀଙ୍କ ସ୍ଥାନାନ୍ତର ସହିତ ୭ ଜଣ IFS ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ…

କ’ଣ ହେବ ଏଥର ବିଜେପି ସାଂସଦ ବରୁଣ ଗାନ୍ଧୀଙ୍କ ଭାଗ୍ୟ, ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିବା ପଡିବ କି ଭାରି

ଲକ୍ଷ୍ନୌ: ନିଜ ସରକାରକୁ ବହୁ ସମୟରେ ସମାଲୋଚନା କରୁଥିବା ବିଜେପି ସାଂସଦ ବରୁଣ ଗାନ୍ଧୀଙ୍କୁ ଦଳ ଏଥର ଟିକେଟ୍ ଦେବ କି ନାହିଁ ଏହାକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି । ଏହାରି ମଧ୍ୟରେ ଏକ ସୂତ୍ରରୁ ଖବର ମିଳୁଛି କି ବରୁଣ…

DA ବୃଦ୍ଧିକୁ ନେଇ ଆସିଲା ବଡ଼ ଅପଡେଟ୍: ମାର୍ଚ୍ଚ ମାସରେ ବଢ଼ିବ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା!

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବର୍ଷକୁ ଦୁଇଥର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରିଥାନ୍ତି । ତେବେ ଆଗକୁ ଲୋକସଭା ନିର୍ବାଚନ ଥିବାରୁ ସେନେଇ ମୋଦୀ ସରକାର କିଛି ବଡ଼ ନିଷ୍ପତ୍ତି ନେଇ ପାରନ୍ତି ।…

ସତରେ କ’ଣ ବଦଳିଯିବ କାଗଜ ନୋଟ୍- ଲାଗୁ ହେବ ପ୍ଲାଷ୍ଟିକ୍ ନୋଟ୍? ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆସିଲା ସ୍ପଷ୍ଟିକରଣ

ନୂଆଦିଲ୍ଲୀ: କେନ୍ଦ୍ର ସରକାର କାଗଜ ନୋଟ ବଦଳରେ ପ୍ଲାଷ୍ଟିକ୍ ନୋଟ ଆଣିପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ଏହା ମଧ୍ୟରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟିକରଣ ଜାରି କରାଯାଇଛି । ଭାରତୀୟ ରିଜର୍ଭ…

ରାଜସ୍ଥାନରେ UCC ବିିଲ୍ ଲାଗୁ ହେବା ନେଇ ଚର୍ଚ୍ଚା, ଜାଣନ୍ତୁ କ’ଣ କହିଛନ୍ତି କ୍ୟାବିନେଟ୍ ମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡରେ ସମାନ ନାଗରିକ ସଂହିତା(UCC ) ଲାଗୁ କରାଯାଇଛି । ବିଧାନସଭାରେ ଏହି ବିଲ୍ ଆଗତ ହେବା ପରେ ତାହା ଆଇନରେ ପରିଣତ ହୋଇଯିବ । ତେବେ ରାଜ୍ୟରେ ଲାଗୁ ହେବା ଫଳରେ ଅନେକ କିଛି…