Browsing Category
ଦେଶ
ଧନ୍ୟରେ କଳିଯୁଗ! ଚା’ କପ୍ ମୂଲ୍ୟ ୫୫ ଟଙ୍କା: ଅଯୋଧ୍ୟାରେ ରାମଙ୍କ ନାଁରେ ଲୁଟୁଛନ୍ତି ବେପାରୀ
ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରକୁ ନେଇ ଏବେ ସବୁଠି ଚର୍ଚ୍ଚା । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବା ଦିନରୁ ରାମ ମନ୍ଦିରକୁ ଛୁଟିଛି ରାମଭକ୍ତଙ୍କ ଲମ୍ବା ଧାଡ଼ି । ‘ବାଲକ ରାମ’ଙ୍କ ଦିବ୍ୟ ଦର୍ଶନ ପାଇବା ପାଇଁ ଦେଶର…
ହିମନ୍ତ ବିଶ୍ୱ ଶର୍ମା କାହିଁକି କହିଲେ- ଲୋକସଭା ନିର୍ବାଚନରେ ଆମକୁ ରାହୁଲ ଗାନ୍ଧିଙ୍କ ଆବଶ୍ୟକତା ରହିଛି
ନୂଆଦିଲ୍ଲୀ: ନିକଟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ଲୋକସଭା ନିର୍ବାଚନ ପରେ ରାହୁଲ ଗାନ୍ଧିଙ୍କୁ ଗିରଫ କରାଯିବ। ଅତୀତରେ ଶର୍ମା ଓ ରାହୁଲ ଗାନ୍ଧିଙ୍କ ମଧ୍ୟରେ ବୟାନବାଜି ହୋଇଥିଲା। ଆସାମ…
ପଶ୍ଚିମବଙ୍ଗରେ ରାହୁଲ ଗାନ୍ଧୀ; “ଅନ୍ୟାୟ ବିରୋଧରେ ଏକାଠି ଲଢ଼ିବ ଇଣ୍ଡିଆ ମେଣ୍ଟ”
କଲିକତା: କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା, ଆସାମ ପରେ ଏବେ ପଶ୍ଚିମବଙ୍ଗରେ ଚାଲିଛି। ବର୍ତ୍ତମାନ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ପଶ୍ଚିମବଙ୍ଗର ବିହାର ଜିଲ୍ଲାରେ ଚାଲିଛି। ଏହି ଅବସରରେ ରାହୁଲ ଗାନ୍ଧି…
ସ୍ୱାସ୍ଥ୍ୟ ବୀମା କ୍ଷେତ୍ରରେ ନିଆଗଲା ବଡ ପଦକ୍ଷେପ; ଏବେ କୌଣସି ବି ହସ୍ପିଟାଲରେ କରାଇପାରିବେ କ୍ୟାସଲେସ୍ ଚିକିତ୍ସା
ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ବୀମା ପଲିସି କ୍ରୟ କରିଥିବା ଲୋକଙ୍କ ଲାଗି ଏକ ବଡ ଖୁସି ଖବର ଆସିଛି । ଏବେ ସେମାନଙ୍କୁ ଦେଶର କୌଣସି ବି ହସ୍ପିଟାଲରେ କ୍ୟାସଲେସ୍ ଚିକିତ୍ସା କରାଇବାର ସୁବିଧା ମିଳିବ । ଏପରିକି ସେହି…
ପୁଣି ଏକ ବଡ଼ ସଡ଼କ ଦୁର୍ଘଟଣା: ଟ୍ରକ-ଅଟୋ ଧକ୍କାରେ ୧୨ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ବୁଧବାର ଦିନ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାର ଦୁଃଖ ମନରୁ ଲିଭିନଥିବା ବେଳେ ପୁଣି ଘଟିଯାଇଛି ଆଉ ଏକ ଅଘଟଣ । ଗତକାଲିର ଦୁର୍ଘଟଣାରେ ୬ ଜଣଙ୍କ…
(Video)ବିଜେପି ଜାରି କଲା ଏହାର ନିର୍ବାଚନ ସ୍ଲୋଗାନ, ଏହି ଅବସରରେ ଏକ ଖାସ୍ ଭିଡିଓ ବି ଜାରି
ନୂଆଦିଲ୍ଲୀ: ବିଜେପି ଏହାର ଖାସ୍ ନିର୍ବାଚନ ସ୍ଲୋଗାନ ଜାରି କରିଦେଇଛି । ଦଳ କହିଛି ନୂଆ ସ୍ଲୋଗାନ ମୋଦୀଙ୍କ ଗ୍ୟାରେଣ୍ଟି ଅଭିଯାନର ପୂରକ ଅଟେ । ଲୋକସଭା ନିର୍ବାଚନ ୨୦୨୪ ଲାଗି ଏବେ ବହୁ ସମୟ ବାକି ରହିଛି । ସମସ୍ତ…
ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର ପୁଣି ବିଜେପିକୁ ଫେରିବେ: ଗତବର୍ଷ ଟିକେଟ୍ ନ ମିଳିବାରୁ ପଦ୍ମ ଛାଡ଼ି ହାତ ଧରିଥିଲେ
ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ୨୦୨୪କୁ ଆଉ ମାତ୍ର କିଛି ମାସ ବାକି ଅଛି । ସେନେଇ ରାଜନୈତିକ ଦଳମାନେ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଥିବା ବେଳେ ନେତାମାନଙ୍କର ଘର ବାହୁଡ଼ା, ଦଳ ଅଦଳବଦଳ ଋତୁ ଆରମ୍ଭ…
ଆଜି ରାଷ୍ଟ୍ରୀୟ ମତଦାତା ଦିବସ; ବିଜେପି ଆୟୋଜନ କରୁଛିି ‘ନମୋ ନବ ମତଦାତା ସମ୍ମିଳନୀ’
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ନୂଆ ଭୋଟର୍ସଙ୍କୁ ଏକତ୍ର କରିବା ଯୋଜନାରେ ଲାଗିପଡିଛନ୍ତି । ଏହି ଉପଲକ୍ଷେ ଆଜି ମୋଦୀ ଦେଶର ଯୁବ ମତଦାତାଙ୍କ ଉଦ୍ଦେଶ୍ୟରେ ନିଜର ବାର୍ତ୍ତା ରଖିଛନ୍ତି ।…
ଗଣତନ୍ତ୍ର ଦିବସରେ ୧୧୩୨ ବିଶିଷ୍ଟ ବ୍ୟକ୍ତିଙ୍କୁ ମିଳିବ ସମ୍ମାନ,୨୭୭ ସାହସିକତା ପଦକ, ଓଡ଼ିଶାରୁ ୧୫
ଭୁୁବନେଶ୍ୱର: ଆଜି ଗୃହ ମନ୍ତ୍ରଣାଳୟ ବିଭିିନ୍ନ କ୍ଷେତ୍ରରେ ଉତ୍କୃଷ୍ଟତା ଓ ସାହସିକତା ପାଇଁ ପୁରସ୍କାର ଘୋଷଣା କରିଛନ୍ତି । ଗଣତନ୍ତ୍ର ଦିବସରେ ୧୧୩୨ ବିଶିଷ୍ଟ ବ୍ୟକ୍ତିଙ୍କୁ ମିଳିବ ସମ୍ମାନ । ଉଲ୍ଲେଖନୀୟ ସେବା ଓ…
ଜାଣନ୍ତୁ ନିୟମ: ଭାରତରେ କିଛି ଲୋକ ହେଲମେଟ୍ ନ ପିନ୍ଧିଲେ ବି ସେମାନଙ୍କର ଚାଲାଣ କଟିବନି, ସେମାନେ କିଏ
ନୂଆଦିଲ୍ଲୀ: ଦୁଇ ଚକିଆ ଯାନ ଚଳାଇବା ସମୟରେ ହେଲମେଟ୍ ପିନ୍ଧିବା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ । ଆପଣ ବାଇକରେ ଯାଆନ୍ତୁ ବା ସ୍କୁଟରରେ ଯାଆନ୍ତୁ ୪ ବର୍ଷରୁ ଅଧିକ ବୟସର ସମସ୍ତଙ୍କ ପାଇଁ ଏହି ନିୟମ ଲାଗୁ ହୋଇଥାଏ ।…