Browsing Category

ଦେଶ

ଆମେ ଚାହୁଁନାହୁଁ ଭଡ଼ାରେ କୋଳ ଦେଉଥିବା ଦେଶ ହେଉ ଭାରତ: ସରୋଗେସି ମାମଲାରେ ହାଇକୋର୍ଟଙ୍କ ଟିପ୍ପଣୀ

ନୂଆଦିଲ୍ଲୀ: ସରୋଗେସିର ଧାରା ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟ କଡ଼ା ଟିପ୍ପଣୀ ଦେଇଛନ୍ତି । ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଦିନ ଏକ ଦମ୍ପତିଙ୍କ ସରୋଗେସି…

ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ମଧ୍ୟରେ ବୁଝାମଣା ପତ୍ରକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ମଧ୍ୟରେ ଏକ ଅଭିନବ ବନ୍ଧୁତ୍ବ ମାଧ୍ୟମରେ ନବସୃଜନ ଇକୋସିଷ୍ଟମକୁ ବୃଦ୍ଧି…

ସେନାରେ ବାହାରିବାକୁ ଯାଉଛି ଅଗ୍ନିବୀର ନିଯୁକ୍ତି: ଜାଣନ୍ତୁ କ’ଣ ରହିଛି ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ: ନୂତନ ବର୍ଷରେ ଭାରତୀୟ ସେନାରେ ଅଗ୍ନିବୀର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଯାଉଛି। ତେବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରାର୍ଥୀମାନେ ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ କରିପାରିବେ।…

ଅସୁରକ୍ଷିତ କୋର୍ଟ ପରିସର: ଶୁଣାଣି ପାଇଁ ଆସିଥିବା କଏଦୀଙ୍କୁ ଗୁଳି କରି ହତ୍ୟା

ପାଟନା: ବିହାର ରାଜଧାନୀ ପାଟନାରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିଚାରପତିଙ୍କ ସାମ୍ନାରେ ହାଜର କରିବା ପାଇଁ ନିଆଯାଉଥିବା କଏଦୀଙ୍କୁ କୋର୍ଟ ପରିସରରେ ଗୁଳି କରି ହତ୍ୟା କରାଯାଇଛି । ତେବେ ଏହି ଘଟଣା…

(Video) “ମୋଦି-ଯୋଗୀ ଯୁଗ ପରେ ରାମ ମନ୍ଦିରକୁ ଭାଙ୍ଗି ଫୋପାଡ଼ି ଦେବୁ”: ଜାଣନ୍ତୁ ମୁସଲମାନ ବ୍ୟକ୍ତିଙ୍କର ଏପରି ବିବୃତି ପଛର…

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିରର ବିଶାଳ ଉଦଘାଟନ ଯେତିକି ପାଖେଇ ଆସୁଛି ଲୋକମାନଙ୍କ ମନରେ ଉକ୍ରଣ୍ଠା ମଧ୍ୟ ସେତେ ବଢ଼ିବାରେ ଲାଗିଛି । ତେବେ ଏହା ମଧ୍ୟରେ ସ୍ଥାନୀୟ ସମ୍ପ୍ରଦାୟର ଜଣେ ବୃଦ୍ଧ ମୁସଲମାନ ବ୍ୟକ୍ତିଙ୍କ ଏକ…

ୟୁପିରେ ଶ୍ରଦ୍ଧାଙ୍କ ପରି ମାମଲା! ଲିଭ୍-ଇନ୍ ଗର୍ଲଫ୍ରେଣ୍ଡ ଗର୍ଭବତୀ ହେବାରୁ ହତ୍ୟା କଲା ପ୍ରେମିକ, ଶରୀରକୁ କରିଦେଲା ଖଣ୍ଡ ଖଣ୍ଡ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଦେଓରିଆରେ ୩୦ ସେପ୍ଟେମ୍ବରରେ, ୩୦ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ତିନି ଖଣ୍ଡରେ ମିଳିଥିଲା । ଏହି ହତ୍ୟାକାଣ୍ଡର ଖୁଲାସା କରି ଅଭିଯୁକ୍ତ ମୁନ୍ନା ନିଶାଦଙ୍କୁ ଗିରଫ କରାଯାଇଛି ।…

କଖାରୁ ଚୋରକୁ ମୁଣ୍ଡ କାଟ ନୀତି: ରସୁଣ ଚୋରି କରିବା ସନ୍ଦେହରେ ଶ୍ରମିକଙ୍କୁ ପିଟି ପିଟି ହତ୍ୟା କଲେ ଦୋକାନୀ

ମହାରାଷ୍ଟ୍ର: ଓଡ଼ିଆରେ ଏକ କଥା ଅଛି ଯେ କଖାରୁ ଚୋରକୁ ମୁଣ୍ଡ କାଟ, ଅର୍ଥାତ ଛୋଟ ଅପରାଧ ପାଇଁ ବଡ଼ ଦଣ୍ଡ । ତେବେ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମୁମ୍ବାଇର ବୋରିଭଲି ଅଞ୍ଚଳରେ । ଏଠାରେ ରସୁଣ ଚୋରି…

ନାବାଳିକାକୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ବିଜେପି ବିଧାୟକ: ୨୫ ବର୍ଷ କାରାଦଣ୍ଡ ଘୋଷଣା

ଉତ୍ତରପ୍ରଦେଶ: ନାବାଳିକା ସହ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ବିଜେପି ବିଧାୟକ । ଉତ୍ତରପ୍ରଦେଶ ଜିଲ୍ଲା ଦୁଧୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ରାମଦୁଲାର ଗୌଡ଼ଙ୍କୁ ସୋନଭଦ୍ରା…

Big Breaking: ସୁରତର ଏକ କପଡ଼ା ମିଲରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଗୁଜୁରାଟ: ଗୁଜୁରାଟ ସୁରତର କଡୋଦରାରେ ଏକ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ଖବର ସାମ୍ନାକୁ ଆସିଛି । ଏହି ଅଞ୍ଚଳରେ ଥିବା ମହେଶ ଡାଇଙ୍ଗ ମିଲରେ ଏହି ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ତେବେ ଦଶଟି ଦମକାଳ ଗାଡ଼ି ନିଆଁ…

ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ: ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦକୁ ନେଇ ଆହ୍ଲାବାଦ ହାଇକୋର୍ଟଙ୍କ ରାୟରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ସୁପ୍ରିମ୍ କୋର୍ଟ। ସୁପ୍ରିମକୋର୍ଟ କହିଛନ୍ତି ଯେ ମସଜିଦ ପକ୍ଷ ନିକଟରେ ଏକ ପିଟିସନ ରହିଛି…