Browsing Category
ଦେଶ
ସଂସଦରେ ଦୁଇ ସନ୍ଦିଗ୍ଧ ସ୍ପ୍ରେ କରିଥିବା ଗ୍ୟାସ୍ ଥିଲା କେତେ କ୍ଷତିକାରକ, କ’ଣ କହିଲେ ବିଶେଷଜ୍ଞ
ନୂଆଦିଲ୍ଲୀ: ଆଜି ସଂସଦରେ ଶୀତକାଳୀନ ଅଧିବେଶନ ଚାଲୁଥିବା ସମୟରେ ୨ ଜଣ ଅଜଣା ବ୍ୟକ୍ତି ହଠାତ୍ ଗୃହ ମଧ୍ୟଭାଗକୁ ଚାଲିଆସି ହଙ୍ଗାମା କରିଥିଲେ । ଏହା ଦେଖି ଗୃହରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ତେବେ ୨ ଜଣ ସନ୍ଦିଗ୍ଧ…
ପୁଣି ରେଳ ଷ୍ଟେସନରେ ବଡ଼ ଅଘଟଣ: ଲୋକଙ୍କ ଉପରେ ଭୁଶୁଡ଼ି ପଡ଼ିଲା ପାଣି ଟାଙ୍କି
କୋଲକାତା: ଦେଶର ବିଭିନ୍ନ ଷ୍ଟେସନରେ ବାରମ୍ବାର ଦୁର୍ଘଟଣାମାନ ଘଟିବାରେ ଲାଗିଛି । ଏହି ତାଲିକାରେ ବର୍ତ୍ତମାନ ଆଉ ଏକ ଷ୍ଟେସନ ସାମିଲ ହୋଇଛି । ପଶ୍ଚିମବଙ୍ଗର ବର୍ଦ୍ଧମାନ ରେଳ ଷ୍ଟେସନରେ ଏକ ବିରାଟ ଅଘଟଣ ନେଇ ସୂଚନା…
ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଷ୍ଣୁଦେବ ସାଏ
ଓଡ଼ିଶା ଭାସ୍କର: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଷ୍ଣୁଦେବ ସାଏ । ଶପଥ ପାଠ କରାଇଲେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅରୁଣ ସାଓ । ସମାରୋହରେ ପ୍ରଧାନମନ୍ତ୍ରୀ…
ଫାଷ୍ଟାଗ୍ ଲଗାଇବା ପରେ ମଧ୍ୟ ଟୋଲ୍ ପ୍ଲାଜାରେ ଲାଗିପାରେ ପେନାଲ୍ଟି, ଆପଣ କରନ୍ତୁ ନାହିଁ ଏହି ଭୁଲ
ନୂଆଦିଲ୍ଲୀ: ଗାଡିରେ ଫାଷ୍ଟାଗ୍ ଇନଷ୍ଟଲ୍ କରିବା ପରେ ମଧ୍ୟ ଟୋଲ୍ ପ୍ଲାଜାରେ ଆପଣଙ୍କ ଉପରେ ପେନାଲ୍ଟୀ ଲାଗିପାରେ । ଯଦିଓ ଏହା ବହୁତ ଅଜବ ଲାଗୁଛି କିନ୍ତୁ ସତ୍ୟ । କିଛି ଡ୍ରାଇଭର ଫାଷ୍ଟାଗ୍ ପ୍ରୟୋଗ କରିବା ପରେବି…
ମଧ୍ୟପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଯାଦବଙ୍କ ଶପଥ ଗ୍ରହଣ ପୂର୍ବରୁ କ’ଣ କହିଥିଲେ ଶିବରାଜ?
ଭୋପାଲ: ମଧ୍ୟପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଯାଦବ ଶପଥ ଗ୍ରହଣ କରିଛନ୍ତି । ବିଜେପି ପକ୍ଷରୁ ହୋଇଥିବା ବିଧାୟକ ଦଳ ବୈଠକରେ ଶିବରାଜ ସିଂ ଚୌହାନ ମୋହନ ଯାଦବଙ୍କ ନାଁ ସୁପାରିଶ କରିଥିଲେ । ଏହା ସମସ୍ତଙ୍କୁ…
ବିଜେପି ସାଂସଦଙ୍କୁ ନେଇ ଗୃହରେ ଚର୍ଚ୍ଚା, ଅଜଣା ବ୍ୟକ୍ତିକୁ କାବୁ କରି ହେଲେ ‘ହିରୋ ଅଫ୍ ଦି ହାଉସ୍’
ନୂଆଦିଲ୍ଲୀ: ଆଜି ସଂସଦରେ ଦୁଇ ଜଣ ଅଜଣା ବ୍ୟକ୍ତି ଗୃହକାର୍ଯ୍ୟ ଚାଲିଥିବା ବେଳେ ଦର୍ଶକ ଗ୍ୟାଲେରୀରୁ ଡେଇଁ ଭିତରକୁ ହଠାତ୍ ଚାଲିଆସି ହଙ୍ଗାମା ସୃଷ୍ଟି କରିଥିଲେ । ଏମାନଙ୍କୁ ସୁରକ୍ଷା କର୍ମୀ କାବୁ କରିବାକୁ ଚେଷ୍ଟା…
ସଂସଦ ଭବନ ପରିସରରେ ହଙ୍ଗାମା କରିଥିବା ଅଜଣା ବ୍ୟକ୍ତିଙ୍କ ମିଳିଲା ପରିଚୟ, ଜଣେ ମହିଳା ବି ସାମିଲ
ନୂଆଦିଲ୍ଲୀ: ଆଜିର ଦିନରେ ଠିକ୍ ୨୨ ବର୍ଷ ତଳେ ସଂସଦ ଭବନ ଉପରେ ଆକ୍ରମଣ ହୋଇଥିଲା । ଆଜି ପୁଣି ସଂସଦରେ ଦୁଇ ଜଣ ଅଜଣା ବ୍ୟକ୍ତି ଗୃହକାର୍ଯ୍ୟ ଚାଲିଥିବା ବେଳେ ଦର୍ଶକ ଗ୍ୟାଲେରୀରୁ ଡେଇଁ ଭିତରକୁ ଚାଲିଆସିବା ୨୨ ବର୍ଷ…
ସଂସଦ ଭବନର ସୁରକ୍ଷା ଅବହେଳା ପାଇଁ ଦାୟୀ କିଏ? ଆଜିକୁ ଠିକ୍ ୨୨ ବର୍ଷ ତଳେ ସହିଦ ହୋଇଥିଲେ ଅନେକ ସୁରକ୍ଷାକର୍ମୀ
ନୂଆଦିଲ୍ଲୀ: ଆଜି ସଂସଦ ଭବନରେ ଏକ ବଡ଼ ଧରଣର ସୁରକ୍ଷା ଅବହେଳା ଘଟଣା ଦେଖିବାକୁ ମିଳିଛି । ଲୋକସଭାରେ କାର୍ଯ୍ୟ ଚାଲିଥିବା ବେଳେ ଅଚାନକ ଗୃହ ମଧ୍ୟକୁ ଦୁଇଜଣ ଅଜ୍ଞାତ ଯୁବକ ପ୍ରବେଶ କରିଥିଲେ । ଏହି ଘଟଣା ପରେ…
୩ ରାଜ୍ୟର ଦାୟିତ୍ୱ ତୁଲାଇବେ ନୂତନ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ସେମାନେ କେତେ ସମ୍ପତ୍ତିର ମାଲିକ ?
ନୂଆଦିଲ୍ଲୀ: ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ଶେଷ ହୋଇଛି । ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏଥର ଅନେକ ନୂଆ ଚେହେରାଙ୍କୁ ଗୁରୁ ଦାୟିତ୍ୱ ଦିଆଯାଇଛି ।…
ଜାମ୍ମୁ କାଶ୍ମୀରବାସୀଙ୍କୁ ଆଉ ଏକ ଖୁସି ଖବର ଦେଲେ ମୋଦୀ, ଶ୍ରୀନଗରକୁ ଚାଲିବ ବନ୍ଦେ ଭାରତ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାମ୍ମୁ କାଶ୍ମୀରକୁ ଆଉ ଏକ ବଡ ଉପହାର ଦେଇଛନ୍ତି । ଏବେ ଏହି କେନ୍ଦ୍ର ଶାସିତ ପ୍ରଦେଶରେ ବି ବନ୍ଦେ ଭାରତ ଟ୍ରେନ୍ ଚାଲିବ । କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଜାମ୍ମୁ…