Browsing Category

ଦେଶ

୨୦୨୪ ପାଇଁ ବିଗ୍ ପ୍ଲାନ୍: ବିଧାନସଭା ନିର୍ବାଚନ ଜିତିଥିବା ବିଜେପିର ୧୨ ଜଣ ସାଂସଦଙ୍କ ଇସ୍ତଫା

ନୂଆଦିଲ୍ଲୀ: ନିକଟରେ ସମାପ୍ତ ହୋଇଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ୩ଟି ରାଜ୍ୟରେ ବିଜେପି ବହୁମତ ହାସଲ କରିଥିଲା । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ବିଜେପି ବଡ଼ ସଫଳତା ହାସଲ କରିଥିବା ବେଳେ ସେହି…

କ୍ୟାପ୍ଟେନ କୌଲ: ଜାଣନ୍ତୁ କିଏ ଏହି ସିଆଚୀନରେ ନିୟୋଜିତ ହୋଇଥିବା ପ୍ରଥମ ମହିଳା ମେଡିକାଲ ଅଫିସର

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଭାରତୀୟ ସେନା ଦୁନିଆର ସର୍ବୋଚ୍ଚ ତଥା ଶୀତଳ ସ୍ଥାନ ସିଆଚେନରେ ଜଣେ ମହିଳା ଡାକ୍ତରଙ୍କୁ ନିୟୋଜିତ କରିଛି। ସିଆଚୀନରେ କ୍ୟାପଟେନ ଗୀତିକା କୌଲଙ୍କୁ ନିୟୋଜିତ କରାଯାଇଛି । ଗୀତିକା ଏଠାରେ…

ଦେଶରେ ୮ ଲକ୍ଷରୁ ଅଧିକ ଶିକ୍ଷକ ପଦବୀ ଖାଲି, ଜାଣନ୍ତୁ କେଉଁ ରାଜ୍ୟରେ କେତେ ?

ନୂଆଦିଲ୍ଲୀ: ଦେଶରେ ୮ ଲକ୍ଷରୁ ଅଧିକ ଶିକ୍ଷକ ପଦବୀ ଖାଲି ରହିଛି । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ବିଭିନ୍ନ ରାଜ୍ୟର ସରକାରୀ ବିଦ୍ୟାଳୟରେ ୮.୪ ଲକ୍ଷରୁ ଅଧିକ ଶିକ୍ଷକ ପଦବୀ ଖାଲି ଅଛି…

ଆମ୍ବେଦକରଙ୍କ ପୁଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ବ୍ୟକ୍ତି ବିଶେଷ

ନୂଆଦିଲ୍ଲୀ: ଆଜି ସମ୍ବିଧାନର ନିର୍ମାତା ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ପୁଣ୍ୟତିଥି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦ ଭବନରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ତାଙ୍କ ସହ…

ରାଜ୍ୟସଭାରେ ଆହୁରି ଶକ୍ତିଶାଳୀ ହେବ ବିଜେପି, ପୁଣି ଦୁର୍ବଳ ହେବ କଂଗ୍ରେସ: ୩ ରାଜ୍ୟରେ ପରାଜୟ ବଦଳାଇବ ସମୀକରଣ

ନୂଆଦିଲ୍ଲୀ: ନିକଟରେ ସମାପ୍ତ ହୋଇଥିବା ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ପରାଜୟର ସାମ୍ନା କରିବାକୁ ପିଡ଼ିଛି । ଅନ୍ୟପକ୍ଷରେ ତେଲେଙ୍ଗାନାର ୧୧୯ଟି ଆସନରୁ ୬୪ଟିରେ ଜିତି ସରକାର ଗଠନ…

ମାତ୍ର ୫୦ ହଜାର ଟଙ୍କାରେ ମନପସନ୍ଦ ସ୍ୱାମୀ ଘରକୁ ନେଇପାରିବେ

ଦୁନିଆରେ ଏମିତି ଅନେକ ସ୍ଥାନ ଅଛି ଯେଉଁଠି ଅଜବ ଗଜବ ପ୍ରଥା ପ୍ରଚଳିତ । ବିଶେଷ କରି ବିବାହ ସମ୍ବନ୍ଧୀୟ । ଆଜିକାଲି ଲଭ୍ ମ୍ୟାରେଜ ହେଉ କିମ୍ବା ଆରେଞ୍ଜ୍ ମ୍ୟାରେଜ ନିଜ ପସନ୍ଦର ଜୀବନ ସାଥୀଟିଏ ମିଳିବା ବହୁତ କଷ୍ଟ…

NCRB ରିପୋର୍ଟରେ ଖୁଲାସା: ଦେଶରେ ରାଜନୈତିକ କାରଣରୁ ହତ୍ୟା ମାମଲାରେ ଝାଡଖଣ୍ଡ ନମ୍ବର ୱାନ୍, ଜାଣନ୍ତୁ ଓଡ଼ିଶାର ସ୍ଥିତି

ନୂଆଦିଲ୍ଲୀ: ୨୦୨୨ ମସିହାରେ ଦେଶରେ ରାଜନୈତିକ କାରଣରୁ ଝାଡଖଣ୍ଡରେ ସର୍ବାଧିକ ହତ୍ୟାକାଣ୍ଡ ଘଟିଛି । ସୋମବାର ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ ଦ୍ୱାରା ପ୍ରକାଶିତ ତଥ୍ୟରେ ଏହି ତଥ୍ୟ ସାମ୍ନାକୁ ଆସିଛି । କ୍ରାଇମ ଇନ୍…

ଗୁଜୁରାଟର ଭାଲସାଦରେ ଥିବା କାରଖାନାରେ ବ୍ୟାପିଲା କେମିକାଲ, ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଗୁଜୁରାଟର ଭାଲସାଦ ଜିଲ୍ଲାର ଏକ କାରଖାନାରେ ମଙ୍ଗଳବାର ଦିନ କେମିକାଲ ପଦାର୍ଥ ବ୍ୟାପିବା ପରେ ବିହାରର ଦୁଇଜଣ ଶ୍ରମିକ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଛନ୍ତି । ପୋଲିସ ଏହି ସୂଚନା ଦେଇଛି । ଭାପି…

ନୂଆ ଚେହେରାଙ୍କୁ ମିଳିବ ବଡ଼ ଦାୟିତ୍ୱ, ବ୍ଲୁ ପ୍ରିଂଟ୍ ପ୍ରସ୍ତୁତ କରିଛି ବିଜେପି

ନୂଆଦିଲ୍ଲୀ: ତିନୋଟି ରାଜ୍ୟରେ ବିଜେପିର ବିପୁଳ ବିଜୟ ପରେ ଅନେକ ସ୍ଥାନରେ ଉତ୍ସବର ମାହୋଲ ଦେଖା ଦେଇଛି । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶରେ ବିଜେପି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ।…

ରହସ୍ୟ ଜମା ବୁଝି ହେଉନି: ଭୋକରେ ପ୍ରାଣ ହରାଇଲା ଭିକାରୀ, ଶବ ନିକଟରୁ ମିଳିଲା ବିଡ଼ା ବିଡ଼ା ନୋଟ୍

ନୂଆଦିଲ୍ଲୀ: ସାଧାରଣ ଭାବେ ଭିକ୍ଷାବୃତ୍ତି କେବଳ ଗରିବମାନେ ହିଁ ଆପଣାଇଥାନ୍ତି ବୋଲି ଅନେକଙ୍କର ଧାରଣା ରହିଥାଏ । ତେବେ ଏହା ସମ୍ପୂର୍ଣ୍ଣ ସତ ନୁହେଁ । କିଛି ଲୋକ ପେଟ ପୋଷିବା ପାଇଁ ଭିକ୍ଷାବୃତ୍ତି କରୁଥିବା ବେଳେ…