Browsing Category

ଦେଶ

ଏହି Appରେ ମାଗଣାରେ ହେବ ମୋବାଇଲ ରିଚାର୍ଜ: GooglePay ରୁ PayTM ସବୁ କାଟୁଛନ୍ତି ଟଙ୍କା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ GooglePay ଏବଂ PayTM ଭାରତର ସବୁଠାରୁ ଲୋକପ୍ରିୟ ପେମେଣ୍ଟ ଆପ୍ ପାଲଟିଛି । କୋଟି କୋଟି ଲୋକ ଏହାକୁ ବିଭିନ୍ନ ପେମେଣ୍ଟ କରିବାରେ ବ୍ୟବହାର କରୁଛନ୍ତି । କିନ୍ତୁ ଉଭୟ କମ୍ପାନୀ…

ସରକାର ଭରିବେ ପାଠପଢା ଖର୍ଚ୍ଚ! ଏଣିକି ଟଙ୍କା ପାଇଁ ଅଟକିବନି ପିଲାଙ୍କ Education

ହରିୟାଣା: ଝିଅମାନଙ୍କର ଉପଯୁକ୍ତ ଶିକ୍ଷା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ଆରମ୍ଭ କରୁଛନ୍ତି । ତେବେ ଅନେକ ସ୍ଥାନରେ ଦେଖାଯାଇଥାଏ ଯେ ଅର୍ଥ ଅଭାବରୁ ପରିବାରରେ ଝିଅମାନଙ୍କର ଶିକ୍ଷା କଷ୍ଟକର ହୋଇପଡେ । ଉଚ୍ଚ…

ଡିସେମ୍ବର ୪ରୁ ସଂସଦର ଶୀତକାଳୀନ ଅଧିବେଶନ, ଉପସ୍ଥାପନ ହେବ ଏହିସବୁ ଗୁରୁତ୍ୱପୂର୍ଣ୍ଣ ବିଲ୍

ନୂଆଦିଲ୍ଲୀ:ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୪ରୁ ଆରମ୍ଭ ହେବ ଓ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏହା ପୂର୍ବରୁ ୨ ଡିସେମ୍ବରରେ ସର୍ବଦଳୀୟ ବୈଠକ ଆହ୍ୱାନ କରିଛନ୍ତି ।…

ଆକାଶରୁ ବୃଷ୍ଟି ହେଲା ‘ମୃତ୍ୟୁ’ର ଭୟଙ୍କର ରୂପ: ବଜ୍ରପାତରେ ୨୦ ଜଣଙ୍କର ମୃତ୍ୟୁ

ଗୁଜୁରାଟ: ଗୁଜୁରାଟରେ ଅଚାନକ ବଦଳିଯାଇଛି ପାଣିପାଗର ରୂପ । ଆକାଶରୁ ହଠାତ୍ ଭୟଙ୍କର ରୂପ ନେଇ ଖସିଛି ବିଜୁଳି । ଏଥିରେ ୨୦ ଜଣ ଲୋକ ପ୍ରାଣ ହରାଇଛନ୍ତି । ଅଦିନିଆ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜାଗାରେ ବଜ୍ରପାତ ଅନେକ…

ଆଜିଠୁ ଆରମ୍ଭ ଐତିହାସିକ ବାଲିଯାତ୍ରା: ଡିସେମ୍ବର ୪ ପର୍ଯ୍ୟନ୍ତ କଟକରେ ଲାଗିବ ଭିଡ଼

କଟକ: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି କଟକର ଐତିହାସିକ ପ୍ରସିଦ୍ଧ ବାଲିଯାତ୍ରା । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଏହି ବାଲିଯାତ୍ରା ଆରମ୍ଭ ହୋଇ ୮ ଦିନ ପର୍ଯ୍ୟନ୍ତ ଲାଗି ରହିବ । ନଭେମ୍ବର ୨୭ ତାରିଖରେ ଆରମ୍ଭ ହେବାକୁ…

ଗୁଜୁରାଟ ଛାଡ଼ିଲେ ଅଧିନାୟକ: ରିଟେନସନ ପରେ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଲେ ହାର୍ଦ୍ଦିକ

ନୂଆଦିଲ୍ଲୀ: ୨୦୨୪ ଆଇପିଏଲ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏହା ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଟାଇଟାନ୍ସ ଦଳ ଛାଡ଼ିବା ନେଇ ବେଶ କଳ୍ପନା ଜଳ୍ପନା ଚାଲିଥିଲା । ତେବେ ଏହା ଉପରେ ଆଜି ପୂର୍ଣ୍ଣଛେଦ ପଡ଼ିଛି…

(Video)ଟନେଲ୍ ଟ୍ରାଜେଡି: ସ୍ତ୍ରୀ’ର ଗହଣା ବିକି ସୁଡଙ୍ଗ ପାଖରେ ପହଞ୍ଚିଲେ ବାପା

ଉତ୍ତରକାଶୀ: ଆଜକୁ ୧୫ ଦିନ ହେଲାଣି କାଳ କୋଠରୀ ଭିତରେ ବନ୍ଦୀ ହୋଇ ରହିଛନ୍ତି ୪୧ ଶ୍ରମିକ। ଉଦ୍ଧାର ପାଇଁ ସମସ୍ତ ପ୍ରଚେଷ୍ଟା କରାଯାଇଥିବା ସତ୍ତ୍ୱେ ବି ଏ ପର୍ୟ୍ୟନ୍ତ ଜଣେ ହେଲେ ବି ଶ୍ରମିକ ବାହାରକୁ ବାହାରି…

ଦଳିତ ନାବାଳକଙ୍କୁ ମାଡ଼ ମାରି ପରିସ୍ରା ପିଆଇଲେ ଗାଁ’ ଯୁବକ, ଶାରିରୀକ ନିର୍ଯାତନା ଦେଇ କାଟି ଦେଲେ..

ଜୌନପୁର: ଜଣେ ଦଳିତ ନାବାଳକଙ୍କୁ ତାଙ୍କ ଗାଁର ଦୁଇ ଜଣ ଯୁବକ ଅତ୍ୟନ୍ତ ନିର୍ମମ ଭାବେ ମାଡ଼ ମାରିଥିବା ଘଟଣା ସାମ୍ନାକୁ ଆସିଛି। ଏପରିକି ନାବାଳକକୁ ପରିସ୍ରା ପିଇବାକୁ ବାଧ୍ୟ କରିବା ସହ ଶାରିରୀକ ନିର୍ୟାତନା ଦେବା ସହ…

ବିବାହ ଏକ ବାହାନା, ଚଉଠି ରାତି ଥିଲା ଛଳନା: ମିଛ କହି ୨ ଭାଇଙ୍କୁ ବିବାହ କରି ଲୁଟିଲେ ଦୁଇ ଭଉଣୀ

ଉତ୍ତରପ୍ରଦେଶ: ଗୋଟିଏ ପରିବାରର ଦୁଇ ଭାଇଙ୍କୁ ବିବାହ କଲେ ଅନ୍ୟ ଏକ ପରିବାରର ୨ ଭଉଣୀ । ହେଲେ ଶାଶୂଘର ଲୋକଙ୍କୁ ନିଶାଯୁକ୍ତ କ୍ଷୀରି ଖୁଆଇ ଟଙ୍କା ଓ ସୁନା ଗହଣା ସହ ବିବାହରେ ମିଳିଥିବା ଉପହାର ଧରି ଚମ୍ପଟ ମାରିଲେ ୨…

(video)ସୁଡଙ୍ଗର ଛାତି ଚିରି ଶ୍ରମିକଙ୍କୁ କରାଯିବ ଉଦ୍ଧାର: ଘଟଣାସ୍ଥଳରେ ଜୟ ଶ୍ରୀରାମ ନାରା, ଭିଡିଓ ଜାରି

ଉତ୍ତରକାଶୀ ସିଲ୍କୟାରା ଟନେଲ ମଧ୍ୟରେ ଫସି ରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର ଲାଗି ଆମେରିକାର ଅଗର ମେସିନ୍ ବିଫଳ ହୋଇଯିବା ପରେ ସମସ୍ତେ ନିରାଶ ହୋଇପଡିଛନ୍ତି । ଏହାପରେ ଉଦ୍ଧାରକାରୀ ଦଳ ଏବେ ଅନ୍ୟ ଏକ ଯୋଜନା ହାତକୁ…