Browsing Category

ଦେଶ

ଆଉ ଏକ ଯୁଗର ଅବସାନ: ମୁମ୍ବାଇରେ ଚାଲିବନି କଳା-ହଳଦିଆ ଟ୍ୟାକ୍ସି

ମୁମ୍ବାଇ: ସରିଲା କଳା ହଳଦିଆ ଯୁଗ । ଗତ ୬ ଦଶନ୍ଧି ଧରି ଚାଲିଥିବା ଏକ ଯୁଗର ଘଟିଛି ଅବସାନ ଘଟିଛି । ମାୟାନଗରୀ ମୁମ୍ବାଇରେ ଚାଲୁଥିବା କଳା-ହଳଦିଆ ଟ୍ୟାକ୍ସି ସେବାକୁ ଶେଷରେ ବନ୍ଦ କରିଦିଆଯାଇଛି । ସାଧାରଣ ଟ୍ୟାକ୍ସି…

ଭାରତୀୟ ନିର୍ବାଚନ ଆୟୋଗଙ୍କ ବଡ଼ ନିଷ୍ପତ୍ତି: ବିଧାନସଭା ନିର୍ବାଚନର ମତଦାନ ପୂର୍ବରୁ ବ୍ୟାନ ହେଲା ଏଗଜିଟ ପୋଲ୍

ନୂଆଦିଲ୍ଲୀ: ଆସନ୍ତା ମାସରେ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ନଭେମ୍ବର ୭ ତାରିଖରେ ମିଜୋରାମର ୪୦ଟି ଆସନ ପାଇଁ ଓ ଛତିଶଗଡ଼ର ୨୦ଟି ଆସନ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ମତଦାନ କରାଯିବ । ୧୭ ତାରିଖରେ…

ଏଣିକି ଆଉ ଘର ପାଖରେ ମିଳିବନି ମଟନ ଚିକେନ୍‌, ମାଂସ ଦୋକାନ ଲାଗି ଆସିଲା ନୂଆ ନିୟମ

ନୂଆଦିଲ୍ଲୀ:ଦିଲ୍ଲୀବାସୀଙ୍କୁ ଏବେ ମଟନ ଓ ଚିକେନ୍ କିଣିବା ଲାଗି କିଛି ବାଟ ଅଧିକ ଚାଲିବାକୁ ପଡିବ । ଦିଲ୍ଲୀ ମ୍ୟୁନିସପାଲ କର୍ପୋରେସ(ଏମ୍‌ସିଡି) ପକ୍ଷରୁ ଲାଗି ହୋଇଥିବା ନୂଆ ନିୟମ କାରଣରୁ ଏପରି କରିବାକୁ ହେବ ।…

BRS ସରକାରଙ୍କ ଉପରେ ଦୁର୍ନୀତିର ଅଭିଯୋଗ ଲଗାଇଲେ ରାହୁଲ ଗାନ୍ଧୀ, କହିଲେ ମୁଖ୍ୟମନ୍ତ୍ରୀ ଚୋରାଇଛନ୍ତି ଜନତାଙ୍କ ଟଙ୍କା

ତେଲେଙ୍ଗାନା: ରାଜ୍ୟର ୧୧୯ଟି ବିଧାନସଭା ସିଟରେ ୩୦ ନଭେମ୍ବର ଦିନ ମତଦାନ ହେବ । ଏହାର ଫଳାଫଳ ୩ ଡିସେମ୍ବର ଦିନ ଘୋଷଣା ହେବ । ନିର୍ବାଚନରେ ବିଜୟ ହାସଲ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ନିଜର ଶକ୍ତି ପ୍ରଦର୍ଶନ…

ପୁଣି ରେଳ ଦୁର୍ଘଟଣା: ଇଞ୍ଜିନ ସହିତ ୨ଟି ବଗି ଲାଇନଚ୍ୟୁତ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ପୁଣି ଏକ ରେଳ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦିଲ୍ଲୀର ଆନନ୍ଦବିହାର ଏବଂ ଉତ୍ତରପ୍ରଦେଶର ଗାଜିପୁର ମଧ୍ୟରେ ଯାତାୟାତ କରୁଥିବା ସୁହେଲଦେବ ଏକ୍ସପ୍ରେସ ଲାଇନଚ୍ୟୁତ ହେବା ଖବର ସାମ୍ନାକୁ ଆସିଛି ।…

‘ନିଜ ଜୀବନସାଥୀ ସହ Sex କରିବାକୁ ମନା କରିଦେବା ଏକ ମାନସିକ ନିଷ୍ଠୁରତା’: ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଦିନ ଛାଡପତ୍ର ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । ଏହି ମାମଲାରେ ସ୍ୱାମୀ ତା ସ୍ତ୍ରୀ ଠାରୁ ଛାଡପତ୍ର ନେବାକୁ ଚାହୁଁଥିଲା । ଛାଡପତ୍ରର କାରଣ ହେଉଛି ସ୍ତ୍ରୀ…

BCCIର ବଡ଼ ଘୋଷଣା: ବିଶ୍ୱକପ ମ୍ୟାଚରେ ଫୁଟିବନି ବାଣ, ବାୟୁ ପ୍ରଦୂଷଣ କାରଣରୁ ନିଆଗଲା ନିଷ୍ପତ୍ତି

ନୂଆଦିଲ୍ଲୀ: ଚଳିତ ବିଶ୍ୱକପ ଧୀରେଧୀରେ ଆଗକୁ ବଢ଼ୁଛି । ଏହା ମଧ୍ୟରେ ଭାରତ ୬ଟି ମ୍ୟାଚରୁ ୬ଟିରେ ଜିତି ୧୨ ପଏଣ୍ଟ ପାଇ ସେମିଫାଇନାଲରେ ନିଜର ସ୍ଥାନ ଏକପ୍ରକାର ସୁରକ୍ଷିତ କରି ସାରିଛି । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ,…

ପାକ୍-ବାଂଲାଦେଶ ମ୍ୟାଚ୍ ସମୟରେ ପାଲେଷ୍ଟାଇନ ପତାକା ଦେଖାଇବା ପଡ଼ିଲା ମହଙ୍ଗା: ୪ ଜଣଙ୍କୁ ବାନ୍ଧିନେଲା କୋଲକାତା ପୋଲିସ

କୋଲକାତା: ମଙ୍ଗଳବାର ଦିନ କୋଲକାତାର ଇଡେନ୍ ଗାର୍ଡେନ୍ ଷ୍ଟାଡିୟମରେ ପାକିସ୍ତାନ-ବାଂଲାଦେଶ ବିଶ୍ୱକପ୍ କ୍ରିକେଟ୍ ମ୍ୟାଚ୍ ସମୟରେ ପାଲେଷ୍ଟାଇନ ପତାକା ଦେଖାଇବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଜଣେ…

ଆଜିଠାରୁ ବଦଳିଯିବ ଦେଶର ଏହି ଆର୍ଥିକ ନିୟମ, ଜାଣନ୍ତୁ କିପରି ଜନସାଧାରଣଙ୍କ ଉପରେ ପଡିବ ଏହାର ପ୍ରଭାବ

ନୂଆଦିଲ୍ଲୀ: ୧ ନଭେମ୍ବର ଆପଣଙ୍କ ପାଇଁ ଏକ ନୂଆ ଆରମ୍ଭ ହେବାକୁ ଯାଉଛି। ଆଜିଠାରୁ ଆପଣ କିଛି ଆର୍ଥିକ ନିୟମରେ ପରିବର୍ତ୍ତନ ଅନୁଭବ କରିବେ। ଏହି ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଅନେକ ସାଧାରଣ ଲୋକଙ୍କ ଜୀବନରେ ସିଧାସଳଖ…

ପାଣି ଗରମ କରୁଥିବା Immersion Rodsରେ କଳଙ୍କି ଲାଗିଲେ ବଢାଇଦେବ ଇଲେକଟ୍ରିକ ବିଲ୍, ତୁରନ୍ତ ଫଲୋ କରନ୍ତୁ ଏହି କ୍ଲିନିଙ୍ଗ ହ୍ୟାକ୍

ନୂଆଦିଲ୍ଲୀ: ଶୀତ ଋତୁରେ ଅଧିକାଂଶ ଲୋକ କେବଳ ଗରମ ପାଣିରେ ସ୍ନାନ କରନ୍ତି। ଯଦିଓ ଜଳ ଗରମ କରିବାର ଅନେକ ମାଧ୍ୟମ ଅଛି, Immersion Rodsକୁ ସବୁଠାରୁ ଅଧିକ ଲୋକେ ବ୍ୟବହାର କରନ୍ତି। କିନ୍ତୁ ଏହି ରଡ ସଫା ଥିବା…