Browsing Category

ଦେଶ

ଲାଲୁ ଯାଦବଙ୍କ ବଢ଼ିଲା ଅଡୁଆ,”ଭଉଣୀର ଇଜ୍ଜତ ଉପରେ ଆଖି ପକାଇବ, ସବୁ କିଛି ବରବାଦ କରିଦେବି”

ବିହାର:  ଏବେ ଚର୍ଚ୍ଚାରେ ଅଛି ଲାଲୁ ଯାଦବଙ୍କ ପରିବାର। RJD ଦଳର ମୁଖିଆ ଲାଲୁ ଯାଦବ ତାଙ୍କ ବଡ଼ ପୁଅ ତେଜ ଯାଦବଙ୍କୁ ଦଳରୁ ଓ ପରିବାରରୁ ୬ ବର୍ଷ ପାଇଁ ବହିଷ୍କାର କରିବା ପରେ ରାଜନୈତିକ ମାହୋଲ ସରଗରମ ହୋଇଛି। ଆଉ…

ଲାଞ୍ଚ ନେଇ ମଧ୍ୟ ହୋଇପାରିଲାନି ଚିକିତ୍ସା, ଶେଷରେ ଚାଲିଗଲା ମାଆଙ୍କ ଜୀବନ

ଉତ୍ତରପ୍ରଦେଶ: ଦୁନିଆ ଏବେ ଲାଞ୍ଚରେ ଚାଲିଛି। ସବୁ କାମ ପାଇଁ ପ୍ରଥମେ ଲାଞ୍ଚ ଦେବାକୁ ପଡୁଛି। ସେହିପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଶାହାଜାହାନପୁରର ପଣ୍ଡିତ ରାମପ୍ରସାଦ ବିସମିଲ ମେଡିକାଲ…

ବଢ଼ିଲା 14 ପ୍ରକାର ଫସଲର MSP, ଖରିଫ ଫସଲ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: 14 ଖରିଫ୍ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ବୃଦ୍ଧି କଲେ କେନ୍ଦ୍ର ସରକାର ।ଧାନର ଏମଏସପି ୬୯ ଟଙ୍କାକୁ ବୃଦ୍ଧି । କ୍ୟାବିନେଟ ବୈଠକ ପରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ କେନ୍ଦ୍ର…

ପୋଲିସର ବଡ଼ ଆକ୍ସନ, ୨୪ ଘଣ୍ଟାରେ ୧୦ ଏନକାଉଣ୍ଟର

ଉତ୍ତରପ୍ରଦେଶ:  ପୋଲିସର ଆକ୍ସନ ଦେଖି ଛାନିଆ ଅପରାଧୀ। ଏବେ ଆଉ ନିସ୍ତାର ନାହିଁ।  ଯିଏ ଅପରାଧ କରିବ ସିଧା ଏନକାଉଣ୍ଟର। ଆଉ ତାର ଜ୍ୱଳନ୍ତ ଉଦାହରଣ ହେଉଛି ୨୪ ଘଣ୍ଟା ମଧ୍ୟରେ ହୋଇଥିବା ୧୦ ଏନକାଉଣ୍ଟର। ଆଉ ପୋଲିସର…

ଭୂକମ୍ପରେ ଥରିଲା ମଣିପୁର; ରିକ୍ଟର ସ୍କେଲରେ ତୀବ୍ରତା 5.2 ରେକର୍ଡ

 ନୂଆଦିଲ୍ଲୀ: ମଣିପୁରରେ ଦୁଇ ଥର ଭୂକମ୍ପ ଅନୁଭୂତ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା 2.5 ଏବଂ ୫5.2 ମାପ କରାଯାଇଥିଲା। ଭୂକମ୍ପ ଅନୁଭବ କରିବା ପରେ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ। ଜାତୀୟ ଭୂକମ୍ପ…

ଏଥର ନିସ୍ତାର ନାହିଁ… ପାକିସ୍ତାନ ଉପରେ ହେବ ବଡ଼ ହମଲା! ସୀମାନ୍ତ ରାଜ୍ୟରେ ମକ୍ ଡ୍ରିଲ ଆରମ୍ଭ

ନୂଆଦିଲ୍ଲୀ: ଆସନ୍ତା କାଲିଠାରୁ ଆରମ୍ଭ ହେବ ମକ୍ ଡ୍ରିଲ୍ । ସୀମାରେ ଅବସ୍ଥିତ ୪ ରାଜ୍ୟରେ ଗୁରୁବାରଠାରୁ ମକ୍ ଡ୍ରିଲ୍ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ । ଗୁଜରାଟ, ପଞ୍ଜାବ, ରାଜସ୍ଥାନ ଏବଂ ଜମ୍ମୁ-କଶ୍ମୀରରେ ଆରମ୍ଭ…

Indore couple missing: ମେଘାଳୟ ହନିମୁନ ଯାଇ ହଜିଗଲେ ନବବିବାହିତ ଦମ୍ପତି, ଆଜି ଯାଏଁ ମିଳିନି ପତ୍ତା

ନୂଆଦିଲ୍ଲୀ: ମେଘାଳୟର ଶିଲଂର ପୂର୍ବ ଖାସି ହିଲ୍ସ ଜିଲ୍ଲାର ଇନ୍ଦୋରରୁ ଏକ ଦମ୍ପତି ନିଖୋଜ ହେବା ଖବର ଆଲୋଡ଼ନ ସୃଷ୍ଟି କରିଛି । ରାଜା ରଘୁବଂଶୀ ଏବଂ ତାଙ୍କ ପତ୍ନୀ ସୋନମ ମେ ୨୩ ତାରିଖରେ ନୋଙ୍ଗରିଆଟର ଏକ ହୋମଷ୍ଟେରୁ…

କୁନି ପୁଅକୁ ସମ୍ମାନ ଜଣାଇଲା ସେନା, ଅପରେସନ ସିନ୍ଦୂର ବେଳେ ଯବାନଙ୍କୁ ବାଣ୍ଟୁଥିଲା କ୍ଷୀର-ଲସି

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ସୀମାନ୍ତରେ ଥିବା ପଞ୍ଜାବର ଅନେକ ଗାଁ ଅପରେସନ ସିନ୍ଦୂରକୁ ନିଜ ଆଖିରେ ଦେଖିଛନ୍ତି। ପଞ୍ଜାବର ଫିରୋଜପୁର ଜିଲ୍ଲାର ତାରା ଗାଁରେ ସୈନିକମାନେ ଡ୍ୟୁଟି କରୁଥିବା ସମୟରେ ଜଣେ ୧୦ ବର୍ଷୀୟ…

‘ଅପରେସନ ସିନ୍ଦୂର’ ଲୋଗୋ ଡିଜାଇନ କରିଥିଲେ ଏହି ଦୁଇ ଯବାନ…

ନୂଆଦିଲ୍ଲୀ: ଏପ୍ରିଲ 22 ରେ ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣର ଜବାବ ଦେବାକୁ ଯାଇ ଭାରତୀୟ ସେନା ଆରମ୍ଭ କରିଥିବା ‘ଅପରେସନ୍‌ ସିନ୍ଦୂର’ । ଭାରତୀୟ ସେନା ନିଜର ବୀରତ୍ୱ ଏବଂ ସାହସ ଦେଖାଇ ମେ’ 7 ତାରିଖ…

ବେକାବୁ ହେଲା AI..ଇଞ୍ଜିନିୟରଙ୍କୁ ବ୍ଲାକମେଲ୍ କରିଥିବା ଅଭିଯୋଗ

ନୂଆଦିଲ୍ଲୀ: କୃତ୍ରିମ ବୁଦ୍ଧିମତା (AI) ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି । ଯେଉଁ AI ମଡେଲଗୁଡ଼ିକ ଏପର୍ଯ୍ୟନ୍ତ କେବଳ ମଣିଷଙ୍କ କଥା ମାନି ଚାଲିଥିଲେ ସେମାନେ ନିଜର 'ଆତ୍ମ-ରକ୍ଷା' ଆରମ୍ଭ କରିଛନ୍ତି । ଏକ…