Browsing Category
ଦେଶ
ଏସିଆର ଧନୀ ତାଲିକାରେ ପୁଣି ନଂ ୧ ହେଲେ ଅମ୍ବାନୀ, ସମ୍ପତ୍ତି ବଢ଼ାଇବାରେ ଅଦାନୀ ଆଗୁଆ
ନୂଆଦିଲ୍ଲୀ: ପୁଣି ଏସିଆର ଧନୀ ତାଲିକାର ଶୀର୍ଷକୁ ଯାଇଛନ୍ତି ମୁକେଶ ଅମ୍ବାନୀ । ୧୦୩ ବିଲିଅନ୍ ଡଲାର ସହ ମୁକେଶ ଏସିଆର ସବୁଠାରୁ ବଡ଼ ଧନୀ ହୋଇଛନ୍ତି । ବର୍ଷକ ଭିତରେ ମୁକେଶଙ୍କ ସମ୍ପତ୍ତି ୨୪ ପ୍ରତିଶତ ବଢ଼ିଛି । ଏହା ସହ…
୨ ବର୍ଷ ପରେ ପୁଣି ଆରମ୍ଭ ହେଲା ଇ-ଟୁରିଷ୍ଟ ଭିସା ସୁବିଧା, ୧୫୬ ଦେଶର ପର୍ଯ୍ୟଟକଙ୍କୁ ମିଳିବ ଭିସା
ନୂଆଦିଲ୍ଲୀ: କରୋନାର ତୃତୀୟ ଲହରର ସ୍ଥିତି ଦେଶରେ ସ୍ୱାଭାବିକ ହେବା ପରେ ଭାରତ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ୧୫୬ ଦେଶର ନାଗରିକଙ୍କ ପାଇଁ କେନ୍ଦ୍ର ସରକାର ପୁଣିଥରେ ପାଞ୍ଚ ବର୍ଷର ଇ-ଟୁରିଷ୍ଟ ଭିସା ସୁବିଧା…
ମା’ ସ୍କୁଲରେ ଝାଡୁ କରନ୍ତି: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚନରେ ହରାଇଲେ ପୁଅ, ପଢନ୍ତୁ ସଂଘର୍ଷର କାହାଣୀ
ନୂଆଦିଲ୍ଲୀ: ପଞ୍ଜାବର ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ହରାଇଥିବା ବିଧାୟକଙ୍କ ମା ଆଜିବି କରୁଛନ୍ତି ସ୍କୁଲରେ ସଫେଇ କାମ । ପୁଅର ବିଜୟ ପରେ ବି ବଦଳିନି ମାଆଙ୍କ ଜୀବନଶୈଳୀ... ଏବେବି ସେତ ସ୍କୁଲରେ ଝାଡ଼ୁମାରୁଛନ୍ତି ।…
୭.୧ ରିକ୍ଟର ତୀବ୍ର ଭୂମିକମ୍ପରେ ଥରିଲା ଦେଶ: ୨୦ ଲକ୍ଷରୁ ଅଧିକ ପରିବାରକୁ ବିଦ୍ୟୁତ ସେବା ବିଚ୍ଛିନ୍ନ
ଟୋକିଓ: ଭୟଙ୍କର ଭୂମିକମ୍ପରେ ଥରିଲା ଜାପାନର ରାଜଧାନୀ ଟୋକିଓ । ଆଜି ଭୂମିକମ୍ପର ଝଟକାରେ ଜାପାନ ରାଜଧାନୀ ଥରହର ହୋଇ ଉଠିଛି । ନ୍ୟାସନାଲ ସେଣ୍ଟର୍ ଫର୍ ସେସମୋଲୋଜିର ରିପୋର୍ଟ ଅନୁଯାୟୀ, ସହରର ଉତ୍ତର-ପୂର୍ବରେ ୨୯୭…
ଯୁବତୀଙ୍କ ଦୁଷ୍କର୍ମର ଭିଡିଓ କରିବା ପରେ ୫ ଜଣଙ୍କ ଦ୍ୱାରା କରାଇଲା ରେପ: ପୋଲିସ ସହ ଗଣ୍ଡଗୋଳରେ ମୃତ
ନୂଆଦିଲ୍ଳୀ: ପୋଲିସ ଗୁଳିରେ ପ୍ରାଣ ହରାଇଲା ଯୁବତୀଙ୍କ ଦୁଷ୍କର୍ମ ଭିଡିଓ କରି ବ୍ଲାକମେଲ କରୁଥିବା ଅଭିଯୁକ୍ତ । ଆସାମର ଗୌହାଟିରେ ଘଟିଛଇ ଏଭଳି ଏକ ଅଭାବନୀୟ ଘଟଣା । ଗିରଫ ସମୟରେ ଖସିଯିବାକୁ ଚେଷ୍ଟା କରିବା ସହିତ…
ହୋଲିରେ ମଦୁଆଙ୍କ କଚେପୁଅ ବାର: ଦେଶୀଠୁ ଆରମ୍ଭ କରି ବିଦେଶୀ ସବୁ ହେବ ଶସ୍ତା
ନୂଆଦିଲ୍ଲୀ: ହୋଲି ପୂର୍ବରୁ ମଦୁଆ ମାନଙ୍କୁ ଉପହାର । ଶସ୍ତା ହୋଇଯିବ ମଦ । କେବଳ ବିଦେଶୀ ମଦ ନୁହେଁ ବରଂ ଦେଶୀ, ୱାଇନ୍ ଓ ବିୟର ମଧ୍ୟ ଶସ୍ତା ହୋଇଯିବ । ତେବେ ଭାରତ ବର୍ଷରେ କେବଳ ଦୁଇଟି ରାଜ୍ୟରେ ଏହି ଅଫରର ସୁବିଧା…
ଏକା ୪୦ରୁ ଅଧିକ କାଶ୍ମୀରି ପଣ୍ଡିତଙ୍କୁ ହତ୍ୟା କରିଥିଲି: ଦେଖନ୍ତୁ ଆତଙ୍କୀ ବିଟ୍ଟା କରାଟେର ସାକ୍ଷାତକାର
ନୂଆଦିଲ୍ଲୀ: କଶ୍ମୀର ପଣ୍ଡିତଙ୍କ ଗଣହତ୍ୟାର ଏକ ଚର୍ଚ୍ଚିତ ଚେହେରା ହେଉଛି ଫାରୁକ ଅହମ୍ମଦ ଦର ଓରଫ ବିଟ୍ଟା କରାଟେ । ସେ ଥିଲା ଜମ୍ମୁ ଓ କଶ୍ମୀର ମୁକ୍ତି ସଂଗଠନ (ଜେକେଏଲଏଫ)ର ଜଣେ ସଦସ୍ୟ । ସୀମା ସେପଟେ ଥିବା…
ଓଡ଼ିଶାରେ ବାତ୍ୟା ପ୍ରଭାବହୀନ: ୨୩ ତାରିଖରେ ବାଂଲାଦେଶରେ ହେବ ଲ୍ୟାଣ୍ଡଫଲ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲଘୁଚାପ ଓ ସମ୍ଭାବ୍ୟ ବାତ୍ୟା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଆଇଏମଡି ଡିଜି । ୨୩ ସନ୍ଧ୍ୟାରେ ବାତ୍ୟା ବାଂଲାଦେଶ ଉପକୂଳ ଛୁଇଁବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର…
ଭଗୱନ୍ତଙ୍କୁ ଶୁଭେଚ୍ଛା ଦେଲେ ନବୀନ: ଟ୍ୱିଟ କରି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଅଭିନନ୍ଦନ
ଅମୃତସର: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନବ ନିର୍ବାଚିତ ନେତା ଶ୍ରୀ ଭଗୱନ୍ତ ସିଂହ ମାନ୍ । ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କ ଦ୍ୱାରା ଶପଥ ପାଠ କରିଛନ୍ତି ଭଗୱନ୍ତ । ତେବେ ରାଜ୍ୟ ୧୭ତମ…
ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଗୱନ୍ତ ମାନ
ନୂଆଦିଲ୍ଲୀ: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ଭଗୱନ୍ତ ମାନ । ଚଳିତ ନିର୍ବାଚନରେ ଭଗୱନ୍ତଙ୍କୁ ଆମ ଆଦମୀ ପାର୍ଟି (ଆପ) ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ତାଙ୍କ…