Browsing Category

ଦେଶ

ୟୁଜିସିର ବଡ ନିଷ୍ପତ୍ତି, ବିଶ୍ଵ ବିଦ୍ୟାଳୟରେ ପଢାଇବା ପାଇଁ ବାଧ୍ୟତାମୂଳକ ନୁହେଁ PhD

ନୂଆଦିଲ୍ଲୀ: ଦେଶର କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟରେ ପାଠ ପଢାଇବାର ସ୍ଵପ୍ନ ଦେଖୁଥିବା ଯୁବକଙ୍କ ପାଇଁ ବଡ ଆଶ୍ଵସ୍ତିକର ଖବର। ଏବେ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟରେ ପଢାଇବା ପାଇଁ ପିଏଚଡି ଡିଗ୍ରୀ ବାଧ୍ୟତାମୂଳକ ନୁହେଁ।…

କ୍ଷୁବ୍ଧ ମାୟାବତୀ ପରାଜୟ ପାଇଁ ମିଡିଆକୁ ଦେଲେ ଦୋଷ, ଟିଭି ଡିବେଟକୁ ବୟକଟ୍ ଘୋଷଣା

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭାରେ ଅତି ଶୋଚନୀୟ ପରାଜୟ ଭୋଗିଛି ମାୟାବତୀଙ୍କ ଦଳ ବହୁଜନ ସମାଜ ପାର୍ଟି। ତେବେ ପରାଜୟରୁ ଶିକ୍ଷା ନେବା କଥା କହୁଥିବା ମାୟାବତୀ ବିଧାନସଭା ନିର୍ବାଚନରେ ଦଳର ଏମିତି ସ୍ଥିତି ନେଇ…

ପ୍ରକାଶ ପାଇଲା CBSE Term-1 ପରୀକ୍ଷା ଫଳ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ଟର୍ମ-୧ ପରୀକ୍ଷା ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀଙ୍କର ରେଜଲ୍ଟ ସେମାନଙ୍କର ସ୍କୁଲମାନଙ୍କରେ ଉପଲବ୍ଧ ହେବ । ଗତ ନଭେମ୍ବର ମାସ ୩୦ରୁ…

UPରେ ଐତିହାସିକ ବିଜୟ ପରେ ବଢ଼ିଲା ଦମ୍: ମୋଦୀ-ଶାହଙ୍କ ପରେ BJP ପାୱାର କରିଡରର ତିନି ନମ୍ବର ନେତା ହେଲେ ଯୋଗୀ

ନୂଆଦିଲ୍ଲୀ: ନିକଟରେ ପ୍ରକାଶ ପାଇଥିବା ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଅନେକ ସନ୍ଦେଶ ଦେଉଛି । ଉତ୍ତରପ୍ରଦେଶର କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଜେପିକୁ କ୍ଷମତାସୀନ କରାଇବା ପରେ ଯୋଗୀ ଆଦିତ୍ୟନାଥଙ୍କର…

ରାଜଧାନୀର ବସ୍ତିରେ ଅଗ୍ନିକାଣ୍ଡ, ୭ ମୃତ

ନୂଆଦିଲ୍ଲୀ: ବିଳମ୍ବିତ ରାତିରେ ଦିଲ୍ଲୀର ଗୋକୁଳପୁରୀର ଏକ ବସ୍ତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି । ଏହି ଅଗ୍ନିକାଣ୍ଡରେ ୩୦ରୁ ଅଧିକ ଘର ପୋଡି ପାଉଁଶ ହୋଇଯାଇଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଅଗ୍ନିକାଣ୍ଡ…

Paytm Payments Bankକୁ RBI ଝଟକା: ନୂଆ ଗ୍ରାହକ ଯୋଡ଼ିବା ଉପରେ ଲାଗିଲା ରୋକ

ନୂଆଦିଲ୍ଲୀ: ପେଟିଏମ ପେମେଣ୍ଟସ୍ ବ୍ୟାଙ୍କ ଲିମିଟେଡ (ପିପିବିଏଲ)କୁ ଏକ ଏକ ଜବରଦସ୍ତ ଝଟକା ଲାଗିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏହି କଟକଣା ଜାରି କରାଯାଇଥିବା ଜଣାପଡ଼ିଛି । ଏଣିକି ପିପିବିଏଲ ଆଉ…

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର: ୪୦ପ୍ରତିଶତ ଶସ୍ତା ହେବ ବିମାନ ଟିକଟ୍‌

ନୂଆଦିଲ୍ଲୀ: ଚଳିତ ମାସ ୨୭ରୁ ଆନ୍ତର୍ଜାତିକ ବିମାନ ଉଡ଼ାଣ ସ୍ୱାଭାବିକ ହେବ ବୋଲି କେନ୍ଦ୍ର ସରକାର ଘୋଷଣା କରିସାରିଛନ୍ତି । ଦୀର୍ଘଦିନ ଧରି ବନ୍ଦ ଥିବା ଅନ୍ତର୍ଜାତିୟ ବିମାନ ଚଳା ପୁଣି ପୂର୍ବରି ସ୍ୱାଭାବିକ ହେବାକୁ…

ରମେଶ ପୋଖରିଆଲ ହୋଇପାରନ୍ତି ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ନିକଟରେ ୫ଟି ରାଜ୍ୟର ବିଧାନସଭା ନିର୍ବର୍ାଚନର ଫଳାଫଳ ଘୋଷଣା ସରିଛି । ତେବେ ବିଜେପି ଅଧୀନକୁ ଆସିଥିବା ୪ଟି ରାଜ୍ୟ ମଧ୍ୟରୁ ଗୋଟିଏ ହେଉଛି ଉତ୍ତରାଖଣ୍ଡ । ରାଜ୍ୟରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ…

୪ ଆତଙ୍କବାଦୀ ନିପାତ

ନୂଆଦିଲ୍ଲୀ: ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟ କରି ୪ ଆତଙ୍କବାଦୀ ନିପାତ ହୋଇଛନ୍ତି । ଜମ୍ମୁ କାଶ୍ମୀରର ୩ଟି ଭିନ୍ନ ଭିନ୍ନ ସ୍ଥାନରେ ଗୁଳି ବିନିମୟରେ ଏହି ୪ ଜଣ ଆତଙ୍କବାଦୀ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି ।…

ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଚନ୍ନୀଙ୍କ ଇସ୍ତଫା, ମାର୍ଚ୍ଚ ୧୬ରେ ଶପଥ ନେବେ ଭଗୱନ୍ତ ମାନ୍‌ !

ନୂଆଦିଲ୍ଲୀ: ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଚରଣଜିତ୍‌ ସିଂହ ଚନ୍ନୀ । ଶୁକ୍ରବାର ଅପରାହ୍ଣ ପ୍ରାୟ ସାଢ଼େ ୧୨ଟା ବେଳେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂହ ଚନ୍ନୀ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର…