Browsing Category

ଦେଶ

ୟୁପି ନିର୍ବାଚନ ୨୦୨୨: ପୁଣି ବିରୋଧୀଙ୍କ ଉପରେ ବର୍ଷିଲେ ମୋଦୀ, କହିଲେ ସୃଷ୍ଟି କରାଯାଉଥିଲା ଜାତିଭେଦ

ଉତ୍ତରପ୍ରଦେଶ ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ଶେଷ ହୋଇଛି । ଏବେ ରାଜନୀତିକ ଦଳମାନେ ସପ୍ତମ ପର୍ଯ୍ୟାୟ ପାଇଁ ନିଜର ଦମ ଲଗାଉଛନ୍ତି  । ଏହାରି ମଧ୍ୟରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୌନପୁରରେ ନିର୍ବାଚନୀ…

ଚଳନ୍ତା ଟ୍ରେନରୁ ଖସିପଡିଲେ ମହିଳା: ସାମାନ୍ୟ ଅସାବଧାନତାରୁ ଏମିତି ଦଣ୍ଡ ଭୋଗିଲେ ଲେଡି ପାସେଞ୍ଜର, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସତର୍କତା ଅଭାବରୁ ବିଭିନ୍ନ ସମୟରେ ରେଲୱେ ପ୍ଲାଟଫର୍ମ ହେଉ କିମ୍ବା ଫାଟକ ନିକଟରେ ଦୁର୍ଘଟଣା ଦେଖିବାକୁ ମିଳିଥାଏ । ଅନେକ ସମୟରେ ଟ୍ରେନ ଦୁର୍ଘଟଣାରେ କେତେ ମୂଲ୍ୟବ।।ନ ଜୀବୀନ ମଧ୍ୟ ଯାଇଥିବାର ଭିଡିଓ ସୋଶଲ…

ସାର ବଦଳରେ କୃଷକ ବ୍ୟବହାର କରିବେ ନାନୋ ପାର୍ଟିକିଲ୍: ରୋଗ ପୋକରୁ ଫସଲକୁ ରକ୍ଷା କରିବ IIT କାନପୁରର ଏହି ଆବିଷ୍କାର

ନୂଆଦିଲ୍ଳୀ: କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଏକ ଅଭିନବ ଉଦ୍ଭାବନ କରିଛନ୍ତି ଆଇଆଇଟି କାନପୁରର ବୈଜ୍ଞାନିକ ମାନେ । ମୃତିକାକୁ କ୍ଷତି ପହଞ୍ଚାଉନଥିବା ଏକ ପ୍ରକାର ସାର ଉଦ୍ଭାବନ କରିଛନ୍ତି । ନାନୋ ପାର୍ଟିକିଲର ଏହି…

ନିବେଶକଙ୍କୁ ଝଟକା: ଲଞ୍ଚ ହେବନି LICର ଆଇପିଓ , ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ: ଭାରତୀୟ ଶେୟାର ବଜାର ଇତିହାସରେ ଲଞ୍ଚ ହେବାକୁ ଥିବା ସବୁଠାରୁ ବଡ ଆଇପିଓ ବର୍ତ୍ତମାନ ଲଞ୍ଚ ହେବ ନାହିଁ । ମିଳିଥିବା ସୂଚନା ଅନୁଯାୟୀ ଏଲଆଇସିର ଆଇପିଓ ଲଞ୍ଚ ହୋଇଥିଲେ ଏହା ଭାରତୀୟ ଷ୍ଟକ ବଜାରରେ ଇତିହାସ…

ରୁଷ ସହ ଏସ-୪୦୦ ମିସାଇଲ୍ ଡିଲକୁ ନେଇ ଭାରତ ଉପରେ କଟକଣା ଲଗାଇପାରେ ଆମେରିକା

ନୂଆଦିଲ୍ଲୀ: ରୁଷ ସହ ଏସ-୪୦୦ ମିସାଇଲ ଡିଲ୍ କାରଣରୁ ଆମେରିକା ଭାରତ ଉପରେ କଟକଣା ଲଗାଇପାରେ। ଆମେରିକା କୂଟନୈତିଜ୍ଞ ଡୋନାଲ୍ଡ ଲୁ କହିଛନ୍ତି, ଏସ-୪୦୦ ମିସାଇଲ୍ କ୍ରୟ ନେଇ ରୁଷ ଭାରତର ରାଜିନାମା ଉପରେ ପୁନଃ ସମୀକ୍ଷା…

ସରକାର ନିଜ କାମ କରୁଛନ୍ତି, ଯୁଦ୍ଧ ରୋକିବାକୁ ଆମେ ପୁଟିନଙ୍କୁ ନିର୍ଦ୍ଦେଶ ଦେଇ ପାରିବୁ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧର ଗୁରୁବାର ହେଉଛି ଅଷ୍ଟମ ଦିନ। ଯୁଦ୍ଧଗ୍ରସ୍ତ ଅଞ୍ଚଳରୁ ଭାରତୀୟ ଛାତ୍ରଙ୍କ ଉଦ୍ଧାର ପାଇଁ ଭାରତ ପକ୍ଷରୁ ଚାଲିଛି ଅପରେସନ ଗଙ୍ଗା। ୟୁକ୍ରେନରେ ଫସିଥିବା ଭାରତୀୟ…

୬ ଘଣ୍ଟା ଯୁଦ୍ଧ ରୋକିବ ରୁଷ, ଖାରକିଭ୍ ରୁ ଭାରତୀୟ ବାହାରିବେ ସୁରକ୍ଷିତ; ମୋଦୀଙ୍କ ଅନୁରୋଧରେ ରାଜିହେଲେ ପୁଟିନ୍

ନୂଆଦିଲ୍ଲୀ: ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧର ଆଜି ହେଉଛି ଅଷ୍ଟମ ଦିନ । ଏହା ଭିତରେ ୟୁକ୍ରେନରେ ଫସିଥିବା ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବରେ ଦେଶକୁ ଫେରାଇ ନେବାକୁ ପ୍ରାଣପଣେ ଉଦ୍ୟମ କରୁଛନ୍ତି ଭାରତ ସରକାର ।…

ୟୁକ୍ରେନ ସଙ୍କଟ: ୪ଟି ବିମାନରେ ଫେରିଲେ ୭୯୮ ଭାରତୀୟ

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଥିବା ବେଳେ ଭାରତୀୟଙ୍କୁ ଫେରାଇ ଆଣିବାକୁ ‘ଅପରେସନ୍ ଗଙ୍ଗା’କୁ ଜୋର ଦିଆଯାଇଛି । ଏହାରି ମଧ୍ୟରେ ବାୟୁ ସେନାର ୪ଟି ବିମାନରେ ସ୍ୱଦେଶ ଫେରିଛନ୍ତି ୭୯୮ ଭାରତୀୟ…

ଉତ୍ତର ପ୍ରଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ: ସକାଳୁ ଭୋଟ ଦେଲେ ମୁଖ୍ୟମନ୍ତ୍ରୀ, ଟ୍ୱିଟରେ ଏପରି କହିଲେ ମୋଦୀ

ଲଖନଉ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଆଜି ହେଉଛି ଷଷ୍ଠ ପର୍ଯ୍ୟାୟ ମତଦାନ । ଆଜି ୧୦ ଜିଲ୍ଲାର ୫୭ ଆସନ ପାଇଁ ଚାଲିଛି ମତଦାନ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି । ୬୭୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ…

ମଟନ ଦୋକାନରେ ବିକ୍ରି ହେଉଥିଲା ବିଫ୍, ଚଢ଼ାଉ ବେଳେ ଜବତ ହେଲା ୧୪୦ କେଜିର ଗୋମାଂସ

ମୁମ୍ବାଇ: ମଟନ ବିକ୍ରି କରିବା ନାମରେ ଏକ ଦୋକାନରେ ବିଫ୍ ବେପାର କରାଯାଉଥିଲା । ଖବର ପାଇ ପୋଲିସ୍ ଟିମ୍ ଚଢ଼ାଉ କରିବା ପରେ ସେଠାରୁ ୧୪୦ କେଜିର ଗୋମାଂସ ଜବତ କରାଯାଇଛି । ଏହିଭଳି ଏକ ଖବର ମିଳିଛି ମହାରାଷ୍ଟ୍ରର…