Browsing Category

ଦେଶ

ଆଜି ସାଢ଼େ ୬ ଘଣ୍ଟା ପାଇଁ ବନ୍ଦ ରହିବ SBIର ଇଣ୍ଟରନେଟ୍ ବ୍ୟାଙ୍କିଂ ସେବା

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ର ଅନଲାଇନ ବ୍ୟାଙ୍କିଂ ଆଜି ସାଢ଼େ ୬ ଘଣ୍ଟା ପାଇଁ ବନ୍ଦ ରହିବ । ଏହି ସମୟରେ ମଧ୍ୟରେ ବ୍ୟାଙ୍କ ତରଫରୁ ଗ୍ରାହକଙ୍କୁ କୌଣସି ଡିଜିଟାଲ ସେବା ମିଳିବ ନାହିଁ । ଆଜି ରାତି…

ଲିକ୍ ହୋଇଗଲା ହଜାର ହଜାର ଭାରତୀୟଙ୍କ ଡାଟା, ଆପଣ ବି ହୋଇଯାଆନ୍ତୁ ସାବଧାନ୍

ନୂଆଦିଲ୍ଲୀ: କୋଭିଡ ସମ୍ବନ୍ଧୀତ ବ୍ୟକ୍ତଗତ ତଥ୍ୟ ଏକ ସରକାରୀ ସର୍ଭରରୁ ଲିକ୍ ହେବା ମାମଲା ସାମ୍ନାକୁ ଆସିଛି । ଲିକ୍ ହୋଇଥିବା ଡାଟାରେ ପାଖାପାଖି ୨୦ ହଜାର ଭାରତୀୟଙ୍କ ମୋବାଇଲ ନମ୍ବର, ଠିକଣା ଓ କୋଭିଡ ଟେଷ୍ଟର ପରିଣାମ…

ବଢିଗଲା ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଆୟ, ମୁନାଫା ୫୦୦୦ କୋଟିରୁ ଅଧିକ

ନୂଆଦିଲ୍ଲୀ : ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ନେତୃତ୍ଵାଧୀନ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ଅକ୍ଟୋବର-ଡିସେମ୍ବର ତ୍ରୈମାସିକର ରିପୋର୍ଟ ଜାରି କରିଛି। ଏହି ଅବଧିରେ କମ୍ପାନୀର ଶୁଦ୍ଧ ଲାଭ ୩୭.୯ ପ୍ରତିଶତ ବଢି…

ଗୋଆ ନିର୍ବାଚନରେ ସ୍ୱାଧୀନ ଭାବରେ ଲଢ଼ିବେ ଉତ୍ପଳ ପାରିକର: ପାନାଜୀରୁ ଲଢ଼ିବା ନେଇ କଲେ ଘୋଷଣା

ଗୋଆ ନିର୍ବାଚନରେ ସ୍ୱାଧୀନ ଭାବରେ ଲଢ଼ିବେ ଦିବଙ୍ଗତ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର । ଏନେଇ ଶୁକ୍ରବାର ଘୋଷଣା କରିଛନ୍ତି ଉତ୍ପଳ ପାରିକର । ଏହା ସହ ବିଜେପିରୁ ଇସ୍ତଫା ଦେବା କଥା ମଧ୍ୟ କହିଛନ୍ତି ଉତ୍ପଳ । ସେ…

ଖୁବଶୀଘ୍ର ଭାରତରେ ଲାଗିବ କଡ଼ା କଟକଣା, ରାଜ୍ୟକୁ ନିର୍ଦ୍ଦେଶ ଦେଲା କେନ୍ଦ୍ର

ନୂଆଦିଲ୍ଲୀ: ସମଗ୍ର ଦେଶରେ ଓମିକ୍ରନ ଯୋଗୁଁ କରୋନା ମାମଲା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଦେଶରେ କଡ଼ା କଟକଣା ଲଗାଯାଇପାରେ । ଏହି ପରିପ୍ରେକ୍ଷୀରେ ଭାରତ ସରକାର ରାଜ୍ୟମାନଙ୍କୁ ଚିଠି ଲେଖିଛନ୍ତି । ସମସ୍ତ…

ଦୁଷ୍କର୍ମ ଅଭିଯୋଗରେ ଜେଲ ଗଲେ ପଦ୍ମଶ୍ରୀ ଉଦ୍ଧବ କୁମାର ଭରାଲୀ

ନୂଆଦିଲ୍ଲୀ: ଆସାମର ଲକ୍ଷ୍ମୀପୁର ଜିଲ୍ଲାର ଏକ କୋର୍ଟ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଉଦ୍ଧବ କୁମାର ଭରାଲୀଙ୍କ ନ୍ୟାୟିତ ହେପାଜତକୁ ପଠାଇଛନ୍ତି । ଉଦ୍ଧବଙ୍କ ଉପରେ ଏକ ନାବାଳିକାକୁ ବଳକ୍ରାର କରିଥିବା ଅଭିଯୋଗ ହୋଇଛି ।…

ଭୂକମ୍ପରେ ଥରିଲା ମିଜୋରାମ, ତୀବ୍ରତା ୫.୬ ରେକର୍ଡ

ନୂଆଦିଲ୍ଲୀ :ମିଜୋରାମରେ ଭୂକମ୍ପ ଝଟକା । ରେକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫-୬ ଥିଲା । ମିଜୋରାମର ଚମ୍ପାଇ ଠାରେ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ଏହି ଭୂକମ୍ପ ଏତେ ଜୋରରେ ହୋଇଥିଲା ଯେ ମିଜୋରାମ ସମେତ…

୩୫ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ: କରୁଥିଲେ ମିଛ ଖବର ପ୍ରସାର

ଦେଶବିରୋଧୀ ଗତିବିଧି ବ୍ୟାନ୍ ହେଲା ୩୫ ୟୁଟ୍ୟବ୍ ଚ୍ୟାନେଲ । କେନ୍ଦ୍ର ସରକାର ଶୁକ୍ରବାର ମିଛ ଖବର ପ୍ରାସର ଏବଂ ଦେଶବିରୋଧୀ ଗିତବିଧି ଦର୍ଶାଇ ବ୍ୟାନ କରିଛନ୍ତି ୩୫ ଟି ୟୁଟ୍ୟୁବ୍ ଚ୍ୟାନେଲ । ତେବେ କେବଳ ୟୁଟ୍ୟୁବ…

UP ଇଲେକ୍ସନ ୨୦୨୨: ନିର୍ବାଚନ ପାଇଁ କଂଗ୍ରେସର ଇସ୍ତାହାର ଜାରି

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ଇସ୍ତାହାର ଜାରି । ସରକାର ଗଢ଼ିଲେ ୨୦ ଲକ୍ଷ ଯୁବକଙ୍କୁ ଚାକିରି ଦେବାର ଘୋଷଣା । ୨୦ ଲକ୍ଷରୁ ୮ ଲକ୍ଷ ମହିଳାଙ୍କୁ ଚାକିରି ଦେବା ଲାଗି ଘୋଷଣା କରିଛି କଂଗ୍ରେସ । ୧%…

ଅରୁଣାଞ୍ଚଳ ପ୍ରଦେଶ ସୀମାରେ ଯୁବକଙ୍କୁ ଚୀନ ସୈନ୍ୟଙ୍କ ଅପହରଣ ଅଭିଯୋଗ: ଅପହରଣ ନୁହେଁ ଅଟକ ବୋଲି କହିଲା ସେନା

ଅରୁଣାଞ୍ଚଳ ପ୍ରଦେଶ ସୀମାରେ ଭାରତୀୟ ଯୁବକଙ୍କୁ ଅପହରଣ ଅଭିଯୋଗ ପ୍ରସଙ୍ଗ । ଚୀନ ସୈନ୍ୟଙ୍କ ଦ୍ୱାରା ଅପହରଣ ଅଭିଯୋଗକୁ ଖଣ୍ଡନ କଲା ଭାରତୀୟ ସେନା । ସେନା ପକ୍ଷରୁ କୁହାଯାଇଛି ଯେ ଉକ୍ତ ଯୁବକ ଚୀନ ସୀମାକୁ ଶିକାର ପାଇଁ…