fbpx
BJD SKY
BJD SKY
Browsing Category

ଦେଶ

ଲାଲଚୌକରେ ଆତଙ୍କୀ ଆକ୍ରମଣ, ୨ ଯବାନ ଗୁରୁତର

ଶ୍ରୀନଗର,୨ ।୨: ଜମ୍ମୁ-କାଶ୍ମୀରର ଶ୍ରୀନଗରରେ ସୁରକ୍ଷାବଳଙ୍କ ଉପରେ ଗ୍ରେନେଡ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଲାଲଚୌକ ନିକଟରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣରେ ୨ ଯବାନଙ୍କ ସମେତ ଜଣେ ସାଧାରଣ ନାଗରିକ ଗୁରୁତର…

କେରଳରେ ପୁଣି ‘କରୋନା’ ଭାଇରସ ଆକ୍ରାନ୍ତ ଚିହ୍ନଟ

କେରଳ,୨ ।୨: ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଭାରତରେ ଆଉ ଜଣେ କରୋନା ଭାଇରସରେ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି ।…

ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ

ନୂଆଦିଲ୍ଲୀ, ୨ା୨: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ୧୨ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ ଶାହା । ପୂର୍ବାଞ୍ଚଳ ଜୋନାଲ କାଉନସିଲ ମିଟରେ ଯୋଗାଦେବାର କାର୍ଯ୍ୟକ୍ରମ ରହିଛି ।…

ସିଏଏଫ କ୍ୟାମ୍ପରେ ଗୁଳିକାଣ୍ଡ

ଛତିଶଗଡ଼, ୨ା୨: ଛତିଶଗଡ଼ ବିଜାପୁର ସିଏଏଫ କ୍ୟାମ୍ପରେ ଗୁଳିକାଣ୍ଡ ହୋଇଥିଲା । ସେହି ଗୁଳିକାଣ୍ଡରେ ଜଣେ ଯବାନ ଅନ୍ୟ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଗୁଳିମାଡ଼ରେ ଜଣଙ୍କର ମୃତ୍ୟ ହେବା ସାଙ୍ଗକୁ ୩ଜଣ ଆହତ ମଧ୍ୟ…

ବିଶ୍ୱ ହିନ୍ଦୁ ମହାସଭା ପ୍ରଦେଶ ଅଧ୍ୟକ୍ଷଙ୍କୁ ଗୁଳି କରି ହତ୍ୟା

ଲକ୍ଷ୍ନୌ, ୨ା୨: ବିଶ୍ୱ ହିନ୍ଦୁ ମହାସଭାର ପ୍ରଦେଶ ଅଧ୍ୟକ୍ଷ ରଞ୍ଜିତ ବଚନଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ମିଳିଛି । ସେ ସକାଳେ ମର୍ଣ୍ଣିଂ ୱାକ କରିବାକୁ ଗଲା ବେଳେ ବାଇକରେ ଦୁବୃର୍ତ୍ତ ଆସି ଗୁଳି କରି ହତ୍ୟା…

ସାହିନାବାଗ ଅଞ୍ଚଳରେ ଫୁଟିଲା ଗୁଳି

ନୂଆଦିଲ୍ଲୀ, ୧ା୨: ନୂଆଦିଲ୍ଲୀ ସ୍ଥିତ ସାହିନାବାଗ ଅଞ୍ଚଳରେ ଗୁଳି ଫୁଟିଥିବା ସୂଚନା ମିଳିଛି । ଗୁଳି ଚଳାଇଥିବା ବ୍ୟକ୍ତି ଜଣକୁ ଅଟକ ରଖିଛି ପୋଲିସ । ବ୍ୟକ୍ତି ଜଣକ ସାହିନବାଗରେ ଫାଙ୍କା ଗୁଳି ଚାଳନା କରିଥିଲେ ।…

ବଜେଟକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ, ୧ା୨: ଆଜି ୨୦୨୦-୨୧ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କୃଷକଙ୍କ ଆୟ ଦୁଇଗୁଣ…