
Browsing Category
ଦେଶ
ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: ଆଜି ୨୦୪ ଟ୍ରେନ୍ ବାତିଲ୍ , ଘରୁ ବାହାରିବା ପୂର୍ବରୁ ଏପରି ଚେକ୍ କରନ୍ତୁ ଲିଷ୍ଟ୍
ନୂଆଦିଲ୍ଲୀ: ପ୍ରତିଦିନ ଦେଶର ଲକ୍ଷାଧିକ ଯାତ୍ରୀ ଟ୍ରେନ ସେବାର ଲାଭ ଉଠାଇ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚୁଛନ୍ତି । ଏପରି ପରିସ୍ଥିତିରେ ରେଳବାଇ ଦେଶର ଲାଇଫଲାଇନ୍ ଭାବେ ଗଣନା କରାଯାଉଛି । ହୋଲି ଉତ୍ସବ ପରେ ଲୋକମାନେ…
ନିଜ ଆସନ ଟଳମଳ ସମୟରେ ମୋଦୀ ସରକାରଙ୍କୁ ପ୍ରଶଂସା କଲେ ଇମ୍ରାନ ଖାନ, କହିଲେ- ଭାରତକୁ ସଲାମ
ନୂଆଦିଲ୍ଲୀ: ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଚରମରେ ରହିଛି। ଦେଶରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗାଦି ଟଳମଳ ହେବାରେ ଲାଗିଛି। ଏମିତି ବିଷମ ପରିସ୍ଥିତିରେ ଇମ୍ରାନ ଭାରତକୁ ପ୍ରଶଂସା କରିଛନ୍ତି। ଖୈବର…
RJD ରେ ମିଶିଲା LJD; ୨୫ ବର୍ଷ ପରେ ଏକାଠି ହେଲେ ଲାଲୁ-ଶରଦ
ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ଯାଦବ ରବିବାର ତାଙ୍କର ଲୋକତାନ୍ତ୍ରିକ ଜନତା ଦଳ(ଏଲଜେଡି) କୁ ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସହ ମିଶ୍ରଣ ନେଇ ଘୋଷଣା କରିଛନ୍ତି । ଦୁଇ ପାର୍ଟୀର…
୩୦୦ ରୁ ୫୫ ପିଲା କରିଛନ୍ତି ଅନଲାଇନ କ୍ଲାସ: ଏମ.ସି.ଡି ବିଦ୍ୟାଳୟ ଦେଲା ଏମିତି ତଥ୍ୟ
ନୂଆଦିଲ୍ଳୀ: ଦୁଇ ବର୍ଷରୁ ଭାରତରେ କରୋନା ତାଣ୍ଡବ ରଚି ଚାଲିଛି । ଅନେକ ଧନ ଜୀବନ ନଷ୍ଟ କରିବା ସହିତ ପିଲାଙ୍କ ପାଠପଢା ଉପରେ ମଧ୍ୟ ଏହାର ପ୍ରଭାବ ପଡିଥିବା ଦେଖାଯାଇଛି । ଗୋଟିଏ ପଟେ ସଂକ୍ରମଣ ପାଇଁ ବିଦ୍ୟାଳୟଗୁଡ଼ିକ…
ମଣିପୁର ମୁଖ୍ୟମନ୍ତ୍ରୀ ପଦରେ ବସିବେ ଏନ୍.ବୀରେନ ସିଂହ: ସର୍ବସମ୍ମତିରେ ହେଲେ ନେତା ନିର୍ବାଚିତ
ମଣିପୁରରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ପଦରେ ବସିବେ ଏନ୍.ବୀରେନ ସିଂହ । ଲଗାତାର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦରେ ବସିବାକୁ ଯାଉଛନ୍ତି ବୀରେନ ସିଂହ । ଏନେଇ ମଣିପୁର ବିଜେପି ବିଧାୟକ ଦଳ ବୈଠକରେ ସର୍ବସମ୍ମତିରେ…
ମୁଦ୍ରାସ୍ଫୀତି ପାଇଁ ବଢିଲା ଡିଜେଲ ଦର, ରିଟେଲ କମ୍ପାନୀ ଉପରେ ପଡିପାରେ ପ୍ରଭାବ
ନୂଆଦିଲ୍ଲୀ: ଲିଟର ପିଛା ୨୫ଟଙ୍କା ମହଙ୍ଗା ପଡିବ ଡିଜେଲ । ଆନ୍ତର୍ଜାତୀୟ ସ୍ତରରେ ଆଶୋଧିତ ତେ÷ଳର ମୂଲ୍ୟ ୪୦ ଶତକଡା ବଢିବା ପରେ ଏହିପରି ପଦକ୍ଷେପ ନିଆଯାଇଛି । ତେବେ ଏହା ଫଳରେ ପେଟ୍ରେଲ ପମ୍ପରେ ବିକ୍ରି ମୂଲ୍ୟ ଉପରେ…
ହିଜାବ ମାମଲାର ବିଚାରକଙ୍କୁ ୱାଇ ସୁରକ୍ଷା: ଜୀବନରୁ ମାରିଦେବାକୁ ମିଲିଥିଲା ଧମକ
ବେଙ୍ଗଲୁରୁ: ହିଜାବ ପ୍ରସଙ୍ଗରେ ବିଚାରପତିଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି କର୍ଣ୍ଣାଟକ ପୋଲିସ । ଭାଇରାଲ ହୋଇଥିବା ଭିଡିଓ ଆଧାରରେ ଉଭୟଙ୍କୁ ପୋଲିସ ହେପାଜତକୁ ନେଇଛି ।…
ଚାଲିଥିଲା ଫୁଟବଲ ମ୍ୟାଚ୍, ଭୁଶୁଡ଼ିପଡ଼ିଲା ଅସ୍ଥାୟୀ ଗ୍ୟାଲେରୀ: ଦେଖନ୍ତୁ ଭିଡିଓ…
କେରଳରେ ଏକ ସ୍ଥାନୀୟ ଫୁଟବଲ ମ୍ୟାଚ ସମୟରେ ବଡ଼ ଅଘଟଣ ଦେଖିବାକୁ ମିଳିଛି । ମ୍ୟାଚ ଚାଲୁଥିବା ସମୟରେ ଅସ୍ଥାୟୀ ଦର୍ଶକ ଗ୍ୟାଲେରୀ ହଠାତ୍ ଭାଙ୍ଗି ଯାଇଥିଲା । ଏହି ଦୁର୍ଘଟଣାରେ ପ୍ରାୟ ୨୦୦ ଲୋକ ଆହତ ହୋଇଥିଲେ ଏବଂ…
ଗୋଆ, ମଣିପୁର ଏବଂ ଉତ୍ତରାଖଣ୍ଡରେ କିଏ ହେବ ମୁଖ୍ୟମନ୍ତ୍ରୀ ? ଦିଲ୍ଲୀରେ ବିଜେପିର ମାନସ ମନ୍ଥନ ଜାରି
ନୂଆଦିଲ୍ଲୀ: ନିକଟରେ ସଂପନ୍ନ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପି ଚାରୋଟି ରାଜ୍ୟରେ ବିଜୟ ହାସଲ କରି ସରକାର ଗଢିବାକୁ ଯାଉଛି। ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥ ଦ୍ଵିତୀୟ ଥର ମୁଖ୍ୟମନ୍ତ୍ରୀ ହେବାକୁ…
ଆରଟିଆଇ ପରିସରଭୁକ୍ତ ହେବ ଘରୋଇ ସ୍କୁଲ
ନୂଆଦିଲ୍ଲୀ: ସୂଚନା ଅଧିକାରୀ ଆଇନ ବା ଆରଟିଆଇ ପରିସରଭୁକ୍ତ ହେବ ଘରୋଇ ସ୍କୁଲ । ସରକାରଙ୍କଠାରୁ ଲାଭ ପାଉଥିବା ଘରୋଇ ସ୍କୁଲ ଆରଟିଆଇ ପରିସରଭୁକ୍ତ ହେବ । ସୂଚନା ମାଗୁଥିବା ଲୋକଙ୍କୁ ତଥ୍ୟ ଦେବା ବାଧ୍ୟତାମୂଳକ ।…