Browsing Category

ଦେଶ

ଆଜି ୱର୍ଲ୍ଡ କ୍ଲାସ୍ ରେଳ ଷ୍ଟେସନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଏହା ଆଗରେ ଏୟାରପୋର୍ଟ ବି ପଡ଼ିବ ଫିକା

ଭୋପାଳ: ଆଜି ରାଣୀ କମଳାପତି ରେଳ ଷ୍ଟେସନ୍ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନଭେମ୍ବର ୧୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ନିଜର ମଧ୍ୟପ୍ରଦେଶ ଗସ୍ତ ସମୟରେ ଏହି ୱର୍ଲ୍ଡ କ୍ଲାସ୍ ରେଳ ଷ୍ଟେସନ୍ କୁ ଉଦଘାଟନ…

ଭୟରେ ଥରିବେ ଚୀନ୍‌, ପାକିସ୍ତାନ: ଭାରତକୁ ଏସ୍‌-୪୦୦ ମିସାଇଲ୍‌ ଯୋଗାଣ ଆରମ୍ଭ କଲା ଋଷ

ନୂଆଦିଲ୍ଲୀ: ଭାରତର ଆକାଶ ସୀମା ପାଲଟିବ ଅଭେଦ୍ୟ ଦୁର୍ଗ । ଭୟରେ ଥରିବେ ଭାରତର ଶତ୍ରୁରାଷ୍ଟ୍ର ଚୀନ୍‌ ଓ ପାକିସ୍ତାନ । ବଢ଼ିବ ଭାରତର ଶକ୍ତି । ଭାରତୀୟ ସେନାକୁ ମିଳିବ ଋଷର ଘାତକ ମିସାଇଲ୍‌ ସିଷ୍ଟମ ଏସ୍‌- ୪୦୦ । ଋଷ୍‌…

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ହେବ ବାଧ୍ୟତାମୂଳକ, ନଚେତ୍ ଦେବାକୁ ପଡ଼ିବ ମୋଟା ଅଙ୍କର ଫାଇନ

ନୂଆଦିଲ୍ଲୀ: ଆଜିଠାରୁ ଦୁଇ ଏବଂ ଚାରି ଚକିଆ ଘରୋଇ ଯାନରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ବାଧ୍ୟତାମୂଳକ ହେବ । ଖାସ୍ କଥା ହେଉଛି ଯେ, ଯେଉଁସବୁ ଯାନବାହାନର ନମ୍ବର ପ୍ଲେଟ୍ ର ଶେଷ ଅଙ୍କ ୦ କିମ୍ବା ୧ ହୋଇଥିବ ତେବେ…

ଷଣ୍ଡର ମୂଲ୍ୟ ୧ କୋଟି, ଧାତୁ ଡୋଜକୁ ହଜାରେ: ଜାଣନ୍ତୁ କଣ ରହିଛି ଖାସ

ନୂଆଦିଲ୍ଲୀ: ଷଣ୍ଡର ମୂଲ୍ୟ ୧ କୋଟି ଟଙ୍କା । ଶୁଣିବାକୁ ଅବାସ୍ତବ ଲାଗୁଥିଲେ ହେଁ ଏମିତି ଏକ ଖବର ଶୁଣିବାକୁ ଆସିଛି ବେଙ୍ଗାଲୁରୁ କୃଷି ମେଳାରୁ । କୃଷ୍ଣା ନାମକ ଷଣ୍ଢର ମୂଲ୍ୟ ୧ କୋଟି ଟଙ୍କା ରହିଥିବା ବେଳେ ଏହାକୁ…

ଯଦି ୧୯୪୭ରେ ମୋଦୀଙ୍କ ପରି ପ୍ରଧାନମନ୍ତ୍ରୀ ମିଳିଥାନ୍ତା ତେବେ ଭାରତ ବିଶ୍ଵର ସବୁଠୁ ବଡ ଶକ୍ତି ହୋଇଥାନ୍ତା: ଯୋଗୀ

ଲକ୍ଷ୍ନୌ : ଯଦି ୧୯୪୭ ସମିହାରେ ଦେଶରେ ନରେନ୍ଦ୍ର ମୋଦୀଙ୍କ ପରି ପ୍ରଧାନମନ୍ତ୍ରୀ ଥାଆନ୍ତା ତେବେ ଭାରତ ଦୁନିଆର ଶକ୍ତିଶାଳୀ ରାଷ୍ଟ୍ର ହୋଇ ପାରିଥାନ୍ତା। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁଙ୍କ ଜୟନ୍ତୀ…

ED ଏବଂ CBI ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବଢିଲା; ଅଧ୍ୟାଦେଶ ଆଣିଲେ ସରକାର

ନୂଆଦିଲ୍ଳୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ରବିବାର ଦୁଇଟି ନୂତନ ଅଧ୍ୟାଦେଶ କାର୍ଯ୍ୟକାରୀ କରାଯାଇଛି । ଏହି ନୂତନ ଅଧ୍ୟାଦେଶ ଅନୁଯାୟୀ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ୫ ବର୍ଷ ବୃଦ୍ଧି…

ଖେଳରତ୍ନ ପୁରସ୍କାର ଉତ୍ସବରେ ଯୋଗ ଦେଲେନି କ୍ରିଷ୍ଣା ନଗର: ଘଟିଗଲା ଏମିତି କିଛି ଦୁଃଖ

ନୂଆଦିଲ୍ଳୀ: ପାରା ସଟଲର ତଥା ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା କ୍ରିଷ୍ଣା ନଗର ଖେଳରତ୍ନ ପୁରସ୍କାର ଗ୍ରହଣ ପାଇଁ ଉପସ୍ଥିତ ନଥିଲେ । ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା କ୍ରିଷ୍ଣାଙ୍କୁ ମେଜର…

କେହି ବୁଝୁନାହାନ୍ତି ଦୁଃଖ: ମାଓବାଦୀଙ୍କ ପାଖରେ ବନ୍ଧା ପଡ଼ିଛନ୍ତି ସ୍ୱାମୀ, ତିନି ବର୍ଷର ଛୁଆକୁ ଧରି ଜଙ୍ଗଲରେ ବୁଲୁଛନ୍ତି ପତ୍ନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଲକାନଗିରି ଜିଲ୍ଲା ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଗୋଟିଏ ପଟେ ସ୍ୱାମୀ ମାଓବାଦୀଙ୍କ କବଳରେ ବନ୍ଧା ପଡ଼ିଥିବା ବେଳେ ଅନ୍ୟପଟେ ତିନି…

ଭାରତକୁ ମିଳିଲା ଏସ-୪୦୦ ଟ୍ରମ୍ଫ ଏୟାର ଡିଫେନ୍ସ ମିଶାଇଲ , ଶତ୍ରୁଙ୍କ ଉପରେ ପଡ଼ିବ ଭାରି

ନୂଆଦିଲ୍ଲୀ: ଭାରତକୁ ମିଳିଲା ଅତ୍ୟାଧୁନିକ ଏସ-୪୦୦ ଟ୍ରମ୍ଫ ଏୟାର ଡିଫେନ୍ସ । ଋଷିଆ ଏହାର ରପ୍ତାନୀ ଆରମ୍ଭ କରିଛି । ଏହି ମିଶାଇଲ ଭୂପୃଷ୍ଠରୁ ବାୟମଣ୍ଡଳରେ ଶତ୍ରୁ ଏୟାର କ୍ରାଫ୍ଟ କିମ୍ବା କ୍ରୁଜ ମିଶାଇଲକୁ ଲକ୍ଷ୍ୟ ଭେଦ…

ନଗ୍ନ ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଠାବ; ପାଟିରେ ପୁରାଯାଇଥିଲା କପଡ଼ା ଓ ଶରୀର ସାରା କ୍ଷତ ଚିହ୍ନ, ଗଣଦୁଷ୍କର୍ମ ସନ୍ଦେହ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପିଲିଭୀତ୍ ଜିଲ୍ଲାରେ ଗଣବଳାତ୍କାରର ଏକ ଯନ୍ତ୍ରଣାଦାୟକ ଘଟଣା ସାମ୍ନାକୁ ଆସିଛି । ଘଟଣାସ୍ଥଳକୁ ଦେଖି ଖୋଦ୍ ପୋଲିସ୍ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି । ୧୪ ଘଣ୍ଟା ଧରି ନିଖୋଜ ଥିବା ଛାତ୍ରୀଙ୍କ…