
Browsing Category
ଦେଶ
ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ: ଜିଅନ୍ତା ଜଳି ୭ ମୃତ, ୧୦ ଗୁରୁତର
ଉନା: ହିମାଚଳ ପ୍ରଦେଶର ଉନା ଜିଲ୍ଲାରେ ବଡ଼ ବିସ୍ଫୋରଣ ହୋଇଥିବା ମାମଲା ସାମ୍ନାକୁ ଆସିଛି । ଉନା ଜିଲ୍ଲାରର ତାହଲିୱାଲ ସ୍ଥିତ ଗୋଦାମରେ ହୋଇଥିବା ଏହି ବିସ୍ଫୋରଣରେ ୭ ଜଣଙ୍କର ମୃତ୍ୟୁ ହୋଇଛି । କୁହାଯାଉଛି ଯେ,…
ନୀତିଶ କୁମାର ହୋଇପାରନ୍ତି ଦେଶର ପରବର୍ତ୍ତୀ ରାଷ୍ଟ୍ରପତି
ନୂଆଦିଲ୍ଲୀ: ବର୍ତ୍ତମାନ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଜାରି ରହିଥିବା ବେଳେ ଏହାର ଫଳଫଳ ଉପରେ ରହିଛି ସମସ୍ତଙ୍କ ରାଜନୈତିକ ଦଳମାନଙ୍କର ନଜର । ତେବେ ଇତିମଧ୍ୟରେ ପୁଣି ଥରେ ବିପକ୍ଷ ମହାମେଣ୍ଟ ପାଇଁ ପ୍ରସ୍ତୁତି…
ୟୁକ୍ରେନରୁ ଫେରିବେ ଭାରତୀୟ, ୧୦ଟା ୧୫ ସୁଦ୍ଧା ଦିଲ୍ଲୀରେ ପହଞ୍ଚିବ ବିମାନ
ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ଧିରେ ଧିରେ ଘନେଇବାରେ ଲାଗିଛି । ଏହାରି ମଧ୍ୟରେ ଭାରତୀୟଙ୍କ ଫେରାଇ ଆଣିବାକୁ ୟୁକ୍ରେନ ଗଲା ଏୟାର ଇଣ୍ଡିଆ ବିମାନ । ସକାଳ ୭ଟା ୪୦ରେ କିଭ ଅଭିମୁଖେ ଯାତ୍ରା…
ହୋଲି ପୂର୍ବରୁ ଗ୍ରାହକଙ୍କୁ ମିଳିବ ଆଶ୍ୱସ୍ତି, ଶସ୍ତା ହେବ ଖାଇବା ତେଲ; ଜାଣନ୍ତୁ କେତେ ଟଙ୍କା କମିବ
ନୂଆଦିଲ୍ଲୀ: ଲଗାତର ଭାବରେ ଦରଦାମ୍ ବୃଦ୍ଧି ପାଇବାରେ ଲାଗିଛି । ଖାସ୍ କରି କୋଭିଡ୍ ମହାମାରୀ କାରଣରୁ ବିଭିନ୍ନ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦାମ୍ ବଢ଼ିଛି । ଏହା ଭିତରେ ମାର୍ଚ୍ଚ ମାସରେ ଗ୍ରାହକଙ୍କୁ ଆଶ୍ୱସ୍ତି…
ଚଳିତ ଥର ପଞ୍ଜାବରେ ୮ ପ୍ରତିଶତ କମ୍ ମତଦାନ: ବିଗିଡ଼ିବ ସମସ୍ତ ରାଜନୈତିକ ଦଳ ପୂର୍ବ ଗଣିତ
ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭାର ୧୧୭ଟି ସିଟ ପାଇଁ ମତଦାନ ସମାପ୍ତ ହୋଇଛି । ତେବେ ଆସନ୍ତା ୧୦ ତାରିଖର ଫଳାଫଳ ନିର୍ଦ୍ଧାରଣ କରିବ ସମସ୍ତ ରାଜନୈତିକ ଦଳମାନଙ୍କର ଭାଗ୍ୟ । ତେବେ ଗତ ୨୦୧୭ ବିଧାନସଭା ନିର୍ବାଚନ ଅପେକ୍ଷା…
ସ୍ତ୍ରୀର ହାତ-ଗୋଡ଼ ବାନ୍ଧି ମଦୁଆ ସ୍ୱାମୀ ରଖୁଥିଲା ଶାରୀରିକ ସମ୍ବନ୍ଧ, କୋର୍ଟ ଛାଡ଼ପତ୍ରକୁ ଦେଲେ ମଞ୍ଜୁରୀ
ନାଗପୁର: ପତ୍ନୀର ହାତ ଓ ଗୋଡ଼କୁ ବାନ୍ଧି ଜୋରଜବରଦସ୍ତି ପାଟିରେ କପଡ଼ା ପୂରାଇ ଶାରୀରିକ ସମ୍ବନ୍ଧ ରଖୁଥିଲା ସ୍ୱାମୀ । ପ୍ରତିଦିନ ମଦ ପିଇ ଆସିବା ପରେ ସ୍ତ୍ରୀ ସହିତ ଏପରି ହରକତ କରୁଥିଲା ନିର୍ଦ୍ଦୟୀ ସ୍ୱାମୀ । ଏନେଇ…
ଆଶିଷ ମିଶ୍ରାଙ୍କ ଜାମିନ ବିରୋଧରେ ସୁପ୍ରିମକୋର୍ଟରେ ଗଲେ ପୀଡ଼ିତ ପରିବାର
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଲଖିମପୁର ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ହତ୍ୟା କରିଯିବା ଘଟଣାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷଙ୍କୁ ମିଳିଥିବା ଜାମିନ ବିରୋଧରେ ଆବେଦନ ସୁପ୍ରିମକୋର୍ଟରେ କରାଯାଇଛି ।…
ଏହି ରାଜ୍ୟରେ ହେବନି ପଞ୍ଚମ ଓ ଅଷ୍ଟମ ବୋର୍ଡ ପରୀକ୍ଷା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଚଣ୍ଡିଗଡ଼: ହରିୟାଣାର ଚଳିତ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀମାନେ ଦେବେନି ୫ମ ଓ ୮ମ ବୋର୍ଡ ପରୀକ୍ଷା । ଏନେଇ ଘୋଷଣା କରିଛନ୍ତି ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର । ତେବେ ଆସନ୍ତା ଶିକ୍ଷାବର୍ଷରୁ ପିଲାମାନେ ବୋର୍ଡ…
ଯବାନଙ୍କୁ ଛୁଇଁବନି ବାର୍ଦ୍ଧକ୍ୟବସ୍ଥା: ଆମେରିକୀୟ ସେନା ପକ୍ଷରୁ ନିର୍ମାଣ କରାଯାଉଛି ଔଷଧ
ୱାଶିଂଟନ୍: ମହାଭାରତର ଚରିତ୍ର ଅଶ୍ୱତ୍ଥାମା । ଅମର ରହିବାର ବର ପାଇଥିବା ଅଶ୍ୱତ୍ଥାମା ନିଜ ବୟସ କମ କରିବାର ଶକ୍ତି ପାଇଥିଲେ । ସମାନ ଢଙ୍ଗରେ ଆମେରିକୀୟ ସେନା ମଧ୍ୟ ସେହିଭଳି କିଛି ସଫଳତା ହାସଲ କରିବାକୁ ଯାଉଛି ।…
ବିଜେପି କର୍ମୀଙ୍କ ପାଦ ଛୁଇଁଲେ ପ୍ରଧାନମନ୍ତ୍ରୀ ମୋଦୀ: ଦେଖନ୍ତୁ ଭାଇରାଲ Video
ନୂଆଦିଲ୍ଲୀ: ବିଜେପି କର୍ମୀଙ୍କ ପାଦ ଛୁଇଁଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ୟୁପି ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ଗତକାଲି ଉନ୍ନାଓରେ ଏକ ସମାବେଶରେ ଯୋଗ…