Browsing Category

ଦେଶ

ଦେଶର ସର୍ବବୃହତ୍ ସଂସଦୀୟ କ୍ଷେତ୍ର UPରେ କିପରି ରହିଛି BJPର ସ୍ଥିତି, ଗଡ଼ ଦଖଲ କରିବ ନା ହାତରୁ ଯିବ?

ନୂଆଦିଲ୍ଲୀ: ଆଗକୁ ନିର୍ବାଚନ ଥିବାବେଳେ ବର୍ତ୍ତମାନ ସମଗ୍ର ଭାରତବର୍ଷର ରାଜନୀତି ଚେଇଁ ଉଠିଛି । ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାବେଳେ ଚର୍ଚ୍ଚାରେ ରହିଛି ସର୍ବବୃହତ ସଂସଦୀୟ କ୍ଷେତ୍ର ଉତ୍ତରପ୍ରଦେଶ ।…

କରୋନା ତାଣ୍ଡବ: ଦେଶରେ ଦିନକରେ ଚିହ୍ନଟ ହେଲେ ୩.୪ ଲକ୍ଷ କୋଭିଡ୍ ସଂକ୍ରମିତ, ୭୦୩ ଜଣଙ୍କ ହୋଇଛି ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଦିନକରେ ୭୦୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୮ ହଜାର ୩୯୬କୁ ବୃଦ୍ଧି ପାଇଛି । ତେବେ ଆକ୍ଟିଭ୍ କେସ୍ ୨୦ ଲକ୍ଷ ୧୮ ହଜାର ୮୨୫ ରହିଛି ।…

୫ ବର୍ଷ ଓ ତାଠାରୁ କମ୍ ବୟସର ପିଲାଙ୍କ ପାଇଁ ମାସ୍କ ଜରୁରୀ ନୁହେଁ; ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନୂତନ ଗାଇଡଲାଇନ୍ ଜାରି

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗୁରୁବାର ଦିନ କୋଭିଡ -୧୯ ସମ୍ବନ୍ଧରେ ଏକ ନୂତନ ଗାଇଡଲାଇନ ଜାରି କରିଛି । ଶିଶୁ ଏବଂ କିଶୋର (୧୮ ବର୍ଷରୁ କମ୍) ରେ କୋଭିଡ୍-୧୯ ର ପରିଚାଳନା ପାଇଁ ସଂଶୋଧିତ ବିସ୍ତୃତ…

ଦେଶରେ ମୋଦୀଙ୍କୁ କିଏ ଦେଇ ପାରିବ କଡ଼ା ଟକ୍କର, BJPର ପରବର୍ତ୍ତୀ ରାଷ୍ଟ୍ରୀୟ ଚେହେରା କିଏ ହେବ, ଜାଣନ୍ତୁ ସମସ୍ତ ତଥ୍ୟ

ନୂଆଦିଲ୍ଲୀ: ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଏହାକୁ ନେଇ ସମଗ୍ର ଦେଶର ରାଜନୀତି ସରଗରମ ରହିଛି । ସମସ୍ତ ରାଜନୈତିକ ଦଳମାନେ କ୍ଷମତା ହାସଲ ପାଇଁ ସମସ୍ତ କଳ କୌଶଳକୁ କାମରେ ଲଗାଇ ଦେଇଛନ୍ତି । ତେବେ…

ଆହୁରୀ ଶକ୍ତଶାଳୀ ହେବ ଭାରତୀୟ ସେନା, ସ୍ୱିଡେନରୁ ଭାରତ ଆଣିବ ଟ୍ୟାଙ୍କ ବିଧ୍ୱଂସୀ ଅସ୍ତ୍ର ‘ଏଟି-୪’

ନୂଆଦିଲ୍ଲୀ: ଭାରତୀୟ ସେନା ବାହିନୀରେ ସାମିଲ ହେବ ସ୍ୱିଡେନର ସାବ କମ୍ପାନୀ  ଦ୍ୱାରା ନିର୍ମିତ ଟ୍ୟାଙ୍କ ବିଧ୍ୱଂସୀ ସିଙ୍ଗଲ ସଟ୍‌ ଆଣ୍ଟି ଟ୍ୟାଙ୍କ ସିଷ୍ଟମ ଏଟି-୪ । ଏହା ଆଣିବାକୁ ଭାରତୀୟ ସେନା ଅଧିକ ପସନ୍ଦ କରିଛି ।…

ଆଜିଠାରୁ ଇଣ୍ଡିଆ ଗେଟରେ ଜଳିବନି ଅମର ଯବାନ ଜ୍ୟୋତି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଏବେପର୍ଯ୍ୟନ୍ତ ଅମର ଯବାନ ଜ୍ୟୋତି ଇଣ୍ଡିଆ ଗେଟ୍ ର ପରିଚୟ ହୋଇ ରହିଥିଲା । କିନ୍ତୁ ବର୍ତ୍ତମାନ ଠାରୁ ଆଉ ତାହା ଇଣ୍ଡିଆ ଗେଟ୍ ରେ ଶୋଭା ପାଇବ ନାହିଁ । ବର୍ତ୍ତମାନ ଠାରୁ ଏହା ଜାତୀୟ…

ମୈନପୁରୀ ଜିଲ୍ଲା କରହଲ ନିର୍ବାଚନ ମଣ୍ଡଳୀରୁ ଲଢ଼ିବେ ଅଖିଳେଶ

ଲକ୍ଷ୍ନୌ : ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଉତ୍ତର ପ୍ରଦେଶର ମୈନପୁରୀ ଜିଲ୍ଲାର କରହଲ ନିର୍ବାଚନ ମଣ୍ଡଳୀରୁ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଫେବୃୟାରୀ ୨୦ ତାରିଖ ଦିନ…

ତେଲଦରରେ ବ୍ରେକ୍ ଲାଗୁନି: ବଢିବା ନେଇ ଆଶଙ୍କା, ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଳୀ: ପୁଣି ତୈଳଦର ବଢ଼ିବା ଆଶଙ୍କା । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ବଢ଼ୁଥିବାରୁ ପେଟ୍ରୋଲ, ଡିଜେଲ ଦର ବଢ଼ିପାରେ । ଅଶୋଧିତ ତୈଳଦର ୭ ବର୍ଷ ମଧ୍ୟରେ ସବୁ ରେକର୍ଡ ଭାଙ୍ଗି ସର୍ବୋଚ୍ଚ ସ୍ତରରେ ରହିଛି ।…

Assembly Election 2022: ଜାନୁଆରୀ ୨୨ ପରେ ବି ରାଲି ଏବଂ ରୋଡ୍ ଶୋ ଉପରୁ ହଟିବ ନାହିଁ କଟକଣା !

ନୂଆଦିଲ୍ଲୀ : କରୋନା ପ୍ରକୋପ କାରଣରୁ ଜାନୁଆରୀ ୨୨ ପରେ ମଧ୍ୟ ପାଞ୍ଚ ନିର୍ବାଚନୀ ରାଜ୍ୟରେ କଟକଣା ହଟିବାର ସମ୍ଭାବନା ନାହିଁ । ଦେଶରେ କରୋନା କେସ୍ ଦିନକୁ ଦିନ ବଢିବାରେ ଲାଗିଛି । ତେଣୁ ପୂର୍ବବତ ରାଲି ଏବଂ ରୋଡ୍ ଶୋ…

୩୦୦୦ ଫୁଟ୍ ଉପରେ କ୍ରାସ ହେବାରୁ ବର୍ତ୍ତିଲା ଦୁଇ ଫ୍ଲାଇଟ୍, ଏହି ବ୍ୟକ୍ତି ବଞ୍ଚାଇଲେ ୪୨୬ ଜଣକ ଜୀବନ

ବେଙ୍ଗାଲୁରୁ ବିମାନ ବନ୍ଦରରେ ଏକ ବଡ଼ ଦୁର୍ଘଟଣା ହେବାରୁ ବର୍ତ୍ତିଯାଇଛି । ବିମାନ ବନ୍ଦରରୁ ଉଡ଼ାଣ ଭରିଥିବା ଇଣ୍ଡିଗୋର ଦୁଇଟି ବିମାନ ୩୦୦୦ ଫୁଟ୍ ଉପରେ ପରସ୍ପର ଧକ୍କା ହେବାରୁ ବର୍ତ୍ତିଯାଇଥିଲେ । ଜାନୁଆରୀ ୭ ତାରିଖରେ…