Browsing Category

ଦେଶ

ଥାନାରେ ଅପରାଧୀ ନୁହେଁ ବରଂ ଗଧଙ୍କର ହେଲା ପରେଡ୍, ଜାଣନ୍ତୁ କ’ଣ ରହିଛି ମାମଲା

ଜୟପୁର: ରାଜସ୍ଥାନର ହନୁମାନଗଡ଼ରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଗଧଙ୍କ ଚୋରି ହୋଇଛି । ସେଠାରେ ୭୦ ଗଧଙ୍କ ଚୋରି ହେବା ପରେ ପୋଲିସକୁ ଅନେକ ଛାନଭିନ୍ କରିବାକୁ ପଡ଼ିଥିଲା । ଗଧଙ୍କ ମାଲିକ ହନୁମାନଗଡ଼ର…

ଆଉ ଜଣେ ଓମିକ୍ରନ ସଂକ୍ରମିତଙ୍କ ମୃତ୍ୟୁ, ଗୋଟିଏ ଦିନ ପୂର୍ବରୁ ଆସିଥିଲା କୋଭିଡ୍ ନେଗେଟିଭ୍ ରିପୋର୍ଟ

ଜୟପୁର: ଆଉ ଜଣେ ଓମିକ୍ରନ ସଂକ୍ରମିତଙ୍କ ମୃତ୍ୟୁ ହୋଇଯାଇଛି । ମହାରାଷ୍ଟ୍ରରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଦ୍ୱିତୀୟ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ରାଜସ୍ଥାନରେ ହୋଇଛି । ଏଠାରେ ଜଣେ ୭୫…

ବିବାହ ପାଇଁ ବାଧ୍ୟ କରୁଥିଲା ପ୍ରୋଫେସର୍, Phd ସ୍କଲାରଧାରୀ ଯୁବତୀ ନିଜ ବୟଫ୍ରେଣ୍ଡ୍ ସହିତ ମିଶି କରିଦେଲେ ହତ୍ୟା

ନୂଆଦିଲ୍ଲୀ: ଜଣେ ୨୬ ବର୍ଷୀୟା ଯୁବତୀ ଓ ତାର ବୟଫ୍ରେଣ୍ଡ୍ ସହିତ ମିଶି ନିଜ ପ୍ରୋଫେସର୍ କୁ ଛୁରୀ ଭୁସି ହତ୍ୟା କରିଥିବା ଜଣାପଡ଼ିଛି । ଏହିଭଳି ଏକ ଖବର ସାମନାକୁ ଆସିଛି ଚେନ୍ନାଇରୁ । ଉକ୍ତ ଯୁବତୀ ଜଣକ ଅଭିଯୋଗ…

ଯୋଗୀଙ୍କ ମନ୍ତ୍ରୀ ରଘୁରାଜଙ୍କ ବିବାଦୀୟ ବୟାନ; କହିଲେ-‘JNUରେ ଚାଲିଛି ସେକ୍ସ ସ୍କାଣ୍ଡାଲ, ରାହୁଲ ଗାନ୍ଧୀ-ଦୀପିକା ପାଦୁକୋନ୍ ବି…

ଅଲିଗଡ଼: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟକୁ ନେଇ ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କ ରାଷ୍ଟ୍ରମନ୍ତ୍ରୀ ଥିବା ଠାକୁର ରଘୁରାଜ ସିଂହ ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଜେଏନୟୁରେ ସେକ୍ସ ସ୍କାଣ୍ଡାଲ…

କୌଣସି ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ସହିତ ରହିବାକୁ ବାଧ୍ୟ କରାଯାଇପାରିବ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ: କୌଣସି ମହିଳାଙ୍କୁ ନିଜ ସ୍ୱାମୀଙ୍କ ସହିତ ରହିବାକୁ ଏବଂ ସମ୍ବନ୍ଧ ରଖିବାକୁ ବାଧ୍ୟ କରାଯାଇପାରିବ ନାହିଁ । ଏପରିକି କୋର୍ଟ ବି ଆଦେଶ ଦ୍ୱାରା ବାଧ୍ୟ କରାଯାଇପାରିବ ନାହିଁ । ମୁସଲିମ୍ ପରିବାର ସହିତ…

ଚଉଠି ରାତିରେ ସ୍ୱାମୀ ପାଦ ତଳୁ ଖସିଗଲା ମାଟି! କନ୍ୟା ବାହାରିଲା ୫ ମାସର ଗର୍ଭବତୀ

ନୂଆଦିଲ୍ଲୀ: ଚଉଠି ରାତିରେ ସ୍ୱାମୀକୁ ଲାଗିଲା ଝଟକା । ୟୁପିର ମେରଠରେ ଜଣେ ବ୍ୟକ୍ତିଙ୍କୁ ନିଜ ବିବାହ ଖୁସି ଭିତରେ ଖୁବ୍ ଜୋରରେ ଝଟକା ଲାଗିଛି । କାରଣ ବିବାହର ଚଉଠି ରାତି ଦିନ ଉକ୍ତ ବ୍ୟକ୍ତି ଜାଣିବାକୁ ପାଇଥିଲେ ଯେ,…

ପୀୟୁଷଙ୍କ ପରେ ପୁଷ୍ପରାଜ ଜୈନଙ୍କ ଘରେ ଆଇଟି ରେଡ୍, ଲଞ୍ଚ କରିଥିଲେ ସମାଜବାଦୀ ଅତର

ନୂଆଦିଲ୍ଲୀ: କାନପୁରରେ ଅିର ବ୍ୟବସାୟୀ ପୀୟୁଷ ଜୈନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପରେ ଆୟପର ବିଭାଗ ଏବେ ପୁଷ୍ପରାଜ ଜୈନଙ୍କ ଘରେ ଚଢ଼ାଉ କରିଛି । ପୁଷ୍ପରାଜ ଜୈନ ସମାଜବାଦୀ ପାର୍ଟିର ଏମଏଲସି ହୋଇଥିବା ସହ ସେ ସମାଜବାଦୀ…

ବଢ଼ିଲା ଚିନ୍ତା: ଦେଶରେ ଦିନକରେ ୧୬,୭୬୪ ପଜିଟିଭ୍ ଚିହ୍ନଟ, ହଜାରେ ଟପିଲା ଓମିକ୍ରନ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଦୈନିକ କରୋନା ସଂକ୍ରମଣ ଆଜି ୧୫ ହଜାର ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୬,୭୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଦେଶରେ ୨୨୦ କରୋନା ଆକ୍ରାନ୍ତଙ୍କ…

ପରୀକ୍ଷାରେ ଫେଲ୍ ହେବାରୁ ଆତ୍ମହତ୍ୟା କଲେ ମେଡିକାଲ୍ ଛାତ୍ରୀ

ନୂଆଦିଲ୍ଲୀ: ମୌଲାନା ଆଜାଦ୍ ମେଡିକାଲ୍ କଲେଜ୍ ର ଜଣେ ୧୯ ବର୍ଷୀୟା ଛାତ୍ରୀ ଗୁରୁବାର ଦିନ ସକାଳ ସମୟରେ ଆତ୍ମହତ୍ୟା କରିଛନ୍ତି । ଛାତ୍ରୀ ଜଣକ ହଷ୍ଟେଲ୍ ରୁମ୍ ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ୍ କହିଛି ।…

(ଭିଡ଼ିଓ) ଭାରତରେ ପ୍ରଥମ ଓମିକ୍ରନ ମୃତ୍ୟୁ, WHOର ଚେତାବନୀ-‘ଆସିପାରେ ସୁନାମୀ’

ନୂଆଦିଲ୍ଲୀ: ଭାରତରେ ଓମିକ୍ରନ ମାମଲା ବଢ଼ିବାରେ ଲାଗିଛି । କରୋନାର ଏହି ନୂଆ ଭାରିଆଣ୍ଟ ଓମିକ୍ରନ ଯୋଗୁଁ ଦେଶରେ ପ୍ରଥମ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ମହାରାଷ୍ଟ୍ରରେ ଦେଶର ପ୍ରଥମ ଓମିକ୍ରନ ଆକ୍ରାନ୍ତ ମୃତ…