Browsing Category

ଦେଶ

ବିପଦ ସଂକେତ ପାଖରେ ପହଞ୍ଚିଲା ଯମୁନା ନଦୀର ଜଳସ୍ତର, ଦିଲ୍ଳୀରେ ବନ୍ୟା ନେଇ ଜାରି ହେଲା ଆଲର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆର୍ ସମତେ ଉତ୍ତର-ପଶ୍ଚିମ ଭାରତର କିଛି ରାଜ୍ୟରେ ଲଗାତର ପ୍ରବଳ ବର୍ଷା ଜାରି ରହିଛି । ଫଳସ୍ୱରୂପ ଯମୁନା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ପ୍ରଶାସନ ଶୁକ୍ରବାର…

ଭାରତକୁ ଦୋହଲାଇବାକୁ ଷଡଯନ୍ତ୍ର, ମନ୍ଦିର ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଯୋଜନା, ହାଇ ଆଲର୍ଟ ଜାରି

ନୂଆଦିଲ୍ଲୀ : ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଭାରତରେ ବଡ ଧରଣର ଆତଙ୍କୀ ଘଟଣା ଘଟାଇବା ଫିରାକରେ ଅଛନ୍ତି । ପାକ୍ ସମର୍ଥିତ ଆତଙ୍କୀ ସଂଗଠନ ଜୈଶ ଇ ମହମ୍ମଦ ଓ ଲସ୍କର ଇ ତୋଇବା ଭାରତରେ ସାଂପ୍ରଦାୟିକ ଦଙ୍ଗା…

ମୀରାବାଈଙ୍କୁ ରେଲୱେ ଦେଲା ଏତେ କୋଟି ପୁରସ୍କାର, ଅଲିମ୍ପିକରୁ ଜିତିଥିଲେ ପଦକ

ଓଡ଼ିଶା ଭାସ୍କର ବ୍ୟୁରୋ: ଅଲିମ୍ପିଆଡ୍ ମୀରାବାଈ ଚାନୁଙ୍କ ଖୋଲିଲା ଭାଗ୍ୟ । ସାରା ଦେଶରୁ ତାଙ୍କୁ ଶୁଭେଚ୍ଛା ଓ ସମ୍ମାନ ମିଳିବାରେ ଲାଗିଛି । ଏହି କ୍ରମରେ ଭାରତୀୟ ରେଳ ବିଭାଗ ମଧ୍ୟ ରୌପ୍ୟ ପଦକ ବିଜୟିନୀ ମୀରାବାଈଙ୍କୁ…

ରେଜଲ୍ଟ ପୂର୍ବରୁ CBSEର ଏହି ମେମେ ହେଉଛି ଭାଇରାଲ୍…

ଓଡ଼ିଶା ଭାସ୍କର ବ୍ୟୁରୋ: ଆଉ କିଛି ସମୟ ପରେ ବାହାରିବ CBSE ରେଜଲ୍ଟ । ଶୁକ୍ରବାର ଅପରାହ୍ଣ ୨ଟାରେ ଫଳ ପ୍ରକାଶ ପାଇବା ନେଇ ସ୍ଥିର ହୋଇଛି । ତେବେ ଏହା ପୂର୍ବରୁ CBSE ବୋର୍ଡ ପକ୍ଷରୁ ପୋଷ୍ଟ୍ ହୋଇଥିବା ଏକ ମେମେ ଖୁବ୍…

ବର୍ବରତାର ସୀମା ଲଙ୍ଘିଲା: ୩୮ ମାଙ୍କଡ଼କୁ ବିଷ ଦେଇ ମାରିଦେଲେ, ବସ୍ତାରେ ବାନ୍ଧି ପିଟିଲେ

ବେଙ୍ଗାଲୁରୁ: ବୋନଟ୍ ମୈକାକ୍ ପ୍ରଜାତିର ମାଙ୍କଡ଼ର ଏକ ସମୂହକୁ କର୍ଣ୍ଣାଟକର କିଛି ଅଜଣା ଲୋକମାନେ ବିଷ ଦେଇ ମାରିଦେଇଛନ୍ତି । ଏହି ଘଟଣାରେ ୩୮ଟି ମାଙ୍କଡ଼ଙ୍କର ମୃତ୍ୟୁ ହୋଇଛି । ଏହାବ୍ୟତୀତ ଗୋଟିଏ ମାଙ୍କଡ଼କୁ ଚିକିତ୍ସା…

Indian Idolର Winnerମାନେ କ’ଣ କରୁଛନ୍ତି ଏବେ, ଜାଣନ୍ତୁ ସେମାନଙ୍କ ବିଷୟରେ

ଇଣ୍ଡିଆନ ଆଇଡଲ୍ ଦେଶର ଏକ ପ୍ରମୁଖ ସଙ୍ଗୀତଭିତ୍ତିକ ରିୟଲିଟି ଶୋ । ବର୍ତ୍ତମାନ ସିଜିନ-୧୨ ଜାରି ରହିଥିବା ବେଳେ ପୂର୍ବରୁ ୧୧ଟି ସିଜିନ୍ ସମାପ୍ତ ହୋଇ ୧୧ ଜଣ ବିଜେତା ବଛା ହୋଇ ସାରିଛନ୍ତି । ତେବେ ଆପଣଙ୍କ ମନରେ ପ୍ରଶ୍ନ…

ଭାରତୀୟ ମହିଳା ହକି ଟିମର ସୁନ୍ଦର ପ୍ରଦର୍ଶନ, ଆୟର୍ଲାଣ୍ଡକୁ ହରାଇଲେ

ଓଡ଼ିଶା ଭାସ୍କର ବ୍ୟୁରୋ: କର ବା ମର ଭଳି ସ୍ଥିତି ମଧ୍ୟରେ ଭାରତୀୟ ମହିଳା ହକି ଟିମ୍ ଆୟର୍ଲାଣ୍ଡକୁ ୧-୦ରେ ପରାସ୍ତ କରିଦେଇଛି । ଭାରତ ପକ୍ଷରୁ ସେଇ ଗୋଟିଏ ଗୋଲ୍ ନବନୀତ କୌର କରିଥିଲେ । ମ୍ୟାଚ୍ ସରିବାକୁ ମାତ୍ର ୩…

ସ୍ୱାଧୀନତା ଦିବସ ପାଇଁ ଯୁବପିଢ଼ିଙ୍କୁ ମତାମତ ମାଗିଲେ ପ୍ରଧାନମନ୍ତ୍ରୀ, କହିଲେ- ‘ଲାଲକିଲ୍ଲାରେ ଗୁଞ୍ଜରିବ ଆପଣମାନଙ୍କ ବିଚାର’

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାଷଣ ପାଇଁ ଯୁବପିଢ଼ିଙ୍କୁ ସେମାନଙ୍କ ବିଚାର ଏବଂ ମତାମତ ସମ୍ପର୍କରେ ପଚାରି ବୁଝିଛନ୍ତି ।…

ଜଣେ ବ୍ୟକ୍ତିଙ୍କୁ ଖୁବ୍ ଶୀଘ୍ର ଦିଆଯିବ ଦୁଇଟି ଭିନ୍ନ ଭିନ୍ନ ଟିକା, କେନ୍ଦ୍ର ପକ୍ଷରୁ ଟ୍ରାଏଲ୍ ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ: ବିଶ୍ୱରେ ପୁଣି ଥରେ କରୋନା ମହାମାରୀର ପ୍ରଭାବ ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ କରୋନାର ତୃତୀୟ ଲହର କିଛି ଦେଶରେ ଆରମ୍ଭ ହୋଇଯାଇଛି ବୋଲି ମତ ପ୍ରକାଶ ପାଇଛି । ଏହାକୁ ଦୃଷ୍ଟିରେ ରଖି କରୋନା…

ନିଜ ରିସ୍କରେ ଯାଆନ୍ତୁ ମିଜୋରାମ, କିଛି ହେଲେ ଆମେ ଦାୟୀ ରହିବୁ ନାହିଁ

ନୂଆଦିଲ୍ଲୀ: ଆସାମ ଓ ମିଜୋରାମ ମଧ୍ୟରେ ଅନ୍ତଃରାଜ୍ୟ ସୀମା ବିବାଦ ହିଂସାତ୍ମକ ରୂପ ନେଇଛି । ଏଭଳି ପରିସ୍ଥିତି ରେ ଆସାମ ସରକାର ନିଜର ରାଜ୍ୟର ଲୋକମାନଙ୍କୁ ମିଜୋରାମ ନ ଯିବାକୁ ପରାମର୍ଶ ଦେଇଛନ୍ତି । ଖାଲି ସେତିକି…