Browsing Category
ଦେଶ
ଇସ୍ତଫା ଦେବେ ୟେଦ୍ଦୁରାପ୍ପା! କିନ୍ତୁ ରଖିଲେ ଗୋଟିଏ ସର୍ତ୍ତ, ଜାଣନ୍ତୁ କ’ଣ
ନୂଆଦିଲ୍ଲୀ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦ୍ଦୁରାପ୍ପା ବର୍ତ୍ତମାନ ଚର୍ଚ୍ଚାର ଶୀର୍ଷରେ ରହିଛନ୍ତି । ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଚାନକ ଭେଟିବା ପରେ ୟେଦ୍ଦୁଙ୍କ ପରିବର୍ତ୍ତନ ନେଇ ନାନା…
ପଞ୍ଜାବ ରାଜନୀତି: ସିଦ୍ଧୁଙ୍କ ପାଇଁ ସହଜ ହେବନି କଂଗ୍ରେସ ଅଧ୍ୟକ୍ଷ ପଦ ପାଇବା, କ୍ୟାପଟେନଙ୍କ ଦ୍ୱାରା ଗଠନ ହେଲା ଟିମ୍
ଚଣ୍ଡିଗଡ: ପଞ୍ଜାବ କଂଗ୍ରେସରେ ଚାଲିଥିବା ଆପୋସ ମତଭେଦ ଥମିନାହିଁ । ରାଜ୍ୟ କଂଗ୍ରେସର ଚାବିକାଠିକୁ ନବଜୋତ୍ ସିଂ ସିଦ୍ଧୁଙ୍କ ହାତରେ ଧରାଇବାକୁ ନେଇ ବିଚାର ବିମର୍ଷ ଚାଲିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ଅମରିନ୍ଦର୍ ସିଂ…
ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମଣ, ଆଜି ୫୧୮ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ଧରି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସବୃଦ୍ଧି ଘଟିଥିବା ବେଳେ ଆଜି ସାମାନ୍ୟ ହ୍ରାସ ପାଇଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ…
ଚୀନ ବଢ଼ାଉଛି ଚିନ୍ତା: ପ୍ରସ୍ତୁତ କଲା ସାର୍କ ଭଳି ଦିଶୁଥିବା ରୋବଟ୍, ଗୁପ୍ତରେ ଜାହାକୁ କରିପାରେ ଧ୍ଵଂସ
ନୂଆଦିଲ୍ଲୀ: ଦୁନିଆରେ ବଛା ବଛା କିଛି ଦେଶକୁ ଛାଡ଼ିଲେ ପ୍ରାୟତଃ ସମସ୍ତ ଦେଶ ସହିତ ଚୀନର ଶତ୍ରୁତା ରହିଛି । ବିଶେଷ କରି କରୋନା ମହାମାରୀ ପରଠାରୁ ଏହି ଶତ୍ରୁତା ଅତି ବଢ଼ିଯାଇଛି । ତେବେ ଇତି ମଧ୍ୟରେ ଚୀନ ନିଜକୁ ହାଇଟେକ୍…
ମୁମ୍ବାଇରେ ବର୍ଷାର ତାଣ୍ଡବ: ଏଯାବତ୍ ୨୦ ମୃତ
ନୂଆଦିଲ୍ଲୀ: ମୁମ୍ବାଇରେ ପ୍ରବଳ ବର୍ଷା ହେତୁ ଜନ-ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏଠାରେ ଶନିବାର ରାତିରୁ ହିଁ ପ୍ରବଳ ବର୍ଷା ଲାଗି ରହିଛି ଏବଂ ରବିବାର ସକାଳ ପର୍ଯ୍ୟନ୍ତ ଏହା ଜାରି ରହିଛି । ଫଳରେ ରାସ୍ତାଘାଟରେ ପାଣି…
ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ FIR ପାଇଁ ଥାନାରେ ପହଞ୍ଚିଲେ IAS ଅଧିକାରୀ, କିନ୍ତୁ..
ନୂଆଦିଲ୍ଲୀ: ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଜଣେ ସର୍ବଭାରତୀୟ ପ୍ରଶାସନିକ ଅଧିକାରୀ । ଏହି ଆଇଏଏସ୍ ଅଧିକାରୀ ଜଣକ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏଫଆଇଆର ଦାଖଲ ପାଇଁ ଥାନାରେ ପହଞ୍ଚିଥିଲେ…
ଭୂସ୍ଖଳନରେ ୧୧ ମୃତ, ୮ ନିଖୋଜ
ନୂଆଦିଲ୍ଲୀ: ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇରେ ଭୂସ୍ଖଳନ ହୋଇଛି । ଫଳରେ ୧୧ ଜଣଙ୍କର ମୃତ୍ୟୁ ଘଟିବା ସହ ୮ ଜଣ ମାଟି ଅତଡ଼ା ତଳେ ଫସି ରହିଛନ୍ତି । ଖବର ପାଇ ଘଟଣାସ୍ଥଳରେ ବିଏମସି, ଏନଡିଆରଏଫ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି…
ଶାରୀରିକ ସମ୍ପର୍କ ବିନା ଯୌନ ଉତ୍ପୀଡନ ମଧ୍ୟ ଦୁଷ୍କର୍ମ: ବମ୍ବେ ହାଇକୋର୍ଟ
ମୁମ୍ବାଇ (ଓଡ଼ିଶା ଭାସ୍କର): ଶାରୀରକି ସମ୍ପର୍କ ରକ୍ଷା ନକରି ଯୌନ ଉତ୍ପୀଡନ ଦେବା ମଧ୍ୟ ଦୁଷ୍କର୍ମ କୁହାଯିବ । ଏଭଳି ଏକ ରାୟ ବମ୍ବେ ହାଇକୋର୍ଟ ଦେଇଛନ୍ତି । ୨୦୧୯ରେ ଏହି ମାମଲାରେ ହୋଇଥିବା ଶୁଣାଣିରେ ୩୩ ବର୍ଷ ବୟସ୍କ…
ଏହି ସ୍ଥାନରୁ ମିଳିଲା ୧ ଲକ୍ଷ ବର୍ଷ ତଳର ଚିତ୍ରପଟ
ନୂଆଦିଲ୍ଲୀ: ପ୍ରତ୍ନତତ୍ତ୍ୱ ବିଭାଗକୁ ମିଳିଛି ୧ ଲକ୍ଷ ବର୍ଷ ତଳର ଚିତ୍ରପଟ । ହରିଆଣାର ଏକ ଗୁମ୍ଫାରେ ପ୍ରତ୍ନତତ୍ତ୍ୱବିତଙ୍କୁ ମିଳିଛି ଏହି ଚିତ୍ର । ମଙ୍ଗର ବାନି ଜଙ୍ଗଲରେ ରହିଥିବା ଗୁମ୍ଫାରେ ଅନୁସନ୍ଧାନ ସମୟରେ ଏହି…
୩ ଆଇଟି କମ୍ପାନୀ ଦେବେ ୧ ଲକ୍ଷ ଚାକିରି; ପଢନ୍ତୁ ସମ୍ପୂର୍ଣ୍ଣ ଖବର
ନୂଆଦିଲ୍ଲୀ: କରୋନା କାରଣରୁ ସମଗ୍ର ଦେଶରେ ଲକ୍ଷାଧିକ ଚାକିରି ଯାଉଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ୧ ଲକ୍ଷ ନୂତନ ନିଯୁକ୍ତି ଦେବା ପାଇଁ ଘୋଷଣା କରିଛନ୍ତି ୩ ଆଇଟି କମ୍ପାନୀ । ୩ ଭାରତୀୟ ଆଇଟି କମ୍ପାନୀ ଟିସିଏସ୍,…