Browsing Category

ଦେଶ

କେଜ୍ରିୱାଲ ସରକାରଙ୍କ ବଡ ଘୋଷଣା; ଡ୍ୟୁଟିରେ ପ୍ରାଣ ହରାଇଥିବା ସହିଦଙ୍କ ପରିବାରକୁ ୧ କୋଟି ଟଙ୍କାର ସହାୟତା

ନୂଆଦିଲ୍ଲୀ: ଦିଲ୍ଲୀର କେଜ୍ରିୱାଲ ସରକାର ରାଜ୍ୟର ୬ଟି ପରିବାରକୁ ୧କୋଟି ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି । ଡ୍ୟୁଟିରେ ଥାଇ ପ୍ରାଣ ହରାଇଥିବା ଯବାନ, ପୋଲିସ୍ ଓ ସିଭିଲ୍ ଡିଫେନ୍ସ କର୍ମଚାରୀଙ୍କ ପରିବାରକୁ ଏହି…

ଦୁନିଆର ସବୁଠାରୁ ଦାମୀ ଲୁଣ, ଦାମ୍ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଓଡ଼ିଶା ଭାସ୍କର ବ୍ୟୁରୋ: ସାଧାରଣତଃ ଆମେ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ ଲୁଣର ବ୍ୟବହାର କରିଥାଉ । ହେଲେ କଣ ଆପଣ ମାନେ ମାତ୍ର ୨୫୦ ଗ୍ରାମ ଲୁଣ ପାଇଁ ୭ହଜାର ୩୪୮ ଖର୍ଚ୍ଚ କରିପାରିବେ କି ? ତେବେ ଏହା ଆପଣ ମାନଙ୍କୁ…

ଇରାନର ଆଗାମୀ ରାଷ୍ଟ୍ରପତି ହେବେ ଇବ୍ରାହିମ୍ ରଈସୀ

ନୂଆଦିଲ୍ଲୀ: ଇରାନ୍ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଆସି ସାରିଛି । ନିର୍ବାଚନରେ ଦେଶର ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲ୍ଲି ଖାମନେଇଙ୍କ କଟ୍ଟର ସମର୍ଥକ ତତା ନ୍ୟାୟପାଳିକା ମୁଖ୍ୟ ଇବ୍ରାହିମ୍ ରୟସୀ ବହୁତମତରେ ନିର୍ବାଚିତ…

ଦେଶରେ କମୁଛି କରୋନାର ପ୍ରଭାବ: ଆଜି ୧୫୭୬ ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ…

ତେଲେଙ୍ଗାନାରୁ ସଂପୂର୍ଣ୍ଣ ହଟିଲା ଲକ୍‌ଡାଉନ୍ କଟକଣା, ଆଜିଠୁ ଖୋଲିବ ଦୋକନ ବଜାର

ହାଇଦ୍ରାବାଦ (ଓଡ଼ିଶା ଭାସ୍କର): ଅନେକ ଦିନର ବ୍ୟବଧାନ ପରେ ଲକ୍‌ଡାଉନ ହଟାଇଛନ୍ତି ତେଲେଙ୍ଗାନା ସରକାର । କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ତେଲେଙ୍ଗାନା ସରକାର ସମସ୍ତ କରୋନା କଟକଣା ହଟାଇ ଦେଇଛନ୍ତି । ସରକାର…

ଭାରତୀୟ ଆଥଲେଟ୍‌ଙ୍କ ପ୍ରତି ଜାପାନ ସରକାରଙ୍କ କଡ଼ା କଟକଣା: ଦେଶ ଛାଡିବାର ସପ୍ତାହ ପୂର୍ବରୁ ପ୍ରତିଦିନ କୋଭିଡ ପରୀକ୍ଷା ବାଧ୍ୟତାମୂଳକ, ୩ଦିନ…

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଆସନ୍ତା ଜୁଲାଇ -ଅଗଷ୍ଟ ମାସରେ ଅନୁଷ୍ଠିତ ହେବାକୁ ଯାଉଥିବା ଟୋକିଓ ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଭାରତୀୟ ଆଥଲେଟଙ୍କ ପ୍ରତି ଜାପାନ ସରକାର କଡା କଟକଣା ଜାରି କରିଛନ୍ତି । ଭାରତରେ…

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସତର୍କ କଲେ କେନ୍ଦ୍ର ସରକାର: କରୋନା ସ୍ଥିତି ଅନୁଧ୍ୟାନ ପରେ ଲକ୍‌ଡାଉନ୍‌ କଟକଣା କୋହଳ କର, ୫ ସୂତ୍ରୀ…

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣ ହାର ଦିନକୁ ଦିନ କମ୍‌ ହେଉଥିବାରୁ ପର୍ଯ୍ୟାୟକ୍ରମେ ଲକ୍‌ଡାଉନ୍‌ କଟକଣାକୁ କୋହଳ କରୁଛନ୍ତି ବିଭିନ୍ନ ରାଜ୍ୟ । ହେଲେ ଏହି ଅନଲକ୍‌ ପ୍ରକ୍ରିୟାକୁ ନେଇ ଶନିବାର ରାଜ୍ୟ ଓ…

ସିବିଏସ୍‌ଇର ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ୍‌: ଦ୍ୱାଦଶ ପରୀକ୍ଷା ମୂଲ୍ୟାୟନ ପଦ୍ଧତିକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ…

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର)  ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେସନ୍‌ (ସିବିଏସ୍‌ଇ) ଦ୍ୱାଦଶ ପରୀକ୍ଷାକୁ କେନ୍ଦ୍ର ସରକାର ବାତିଲ୍‌ କରିବା ପରେ ଏହି ପରୀକ୍ଷାର ମୂଲ୍ୟାୟନ ପଦ୍ଧତି କିପରି କରାଯିବ ସେନେଇ…

୬ରୁ ୮ସପ୍ତାହ ମଧ୍ୟରେ ତୃତୀୟ ଲହର ଆସିବା ନିଶ୍ଚିତ : ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର): ମହାମାରୀ କରୋନା ସଂକ୍ରମଣର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ନୂଆଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆର‌୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ) ମୁଖ୍ୟ ଡା. ରଣଦୀପ…

କରୋନାର ଡେଲ୍ଟା ଭାରିଆଣ୍ଟ ବଢାଇଲା ଚିନ୍ତା, ଦେଶରେ ୬ଟି ଡେଲ୍ଟା ପ୍ଲସ୍‌ ଭୂତାଣୁ ଚିହ୍ନଟ

ନୂଆଦିଲ୍ଲୀ/ଭୁବନେଶ୍ୱର, (ଓଡ଼ିଶା ଭାସ୍କର): କରୋନା ଭାରିଏଣ୍ଟ ଡେଲ୍ଟା ପ୍ଲସ୍‌କୁ ନେଇ ଏବେ ସମଗ୍ର ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଛି । କରୋନାର ଦ୍ୱିତୀୟ ଲହର ସାମାନ୍ୟ ଥମିଥିବା ବେଳେ ପୁଣି ଥରେ କରୋନାର ନୂଆ…