Browsing Category

ଦେଶ

Big Breaking; ଏପ୍ରିଲ ୧୯ରେ ହେବ ସାଧାରଣ ନିର୍ବାଚନ, ଜୁନ ୪ରେ ଭୋଟ ଗଣତି: ଘୋଷଣା କଲେ ନିର୍ବାଚନ କମିସନ୍

ନୂଆଦିଲ୍ଲୀ: ଚଳିତବର୍ଷ ସାଧାରଣ ନିର୍ବାଚନର ତାରିଖ ଘୋଷଣା ହୋଇଯାଇଛି । ଆସନ୍ତା ଏପ୍ରିଲ ୧୯ ତାରିଖରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିସନ୍ । ଏପ୍ରିଲ ୧୯ ତାରିଖରେ…

ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବିଜେପିକୁ ବଡ଼ ଝଟକା: ଇସ୍ତଫା ଦେଲେ ରାଜ୍ୟସଭା ସାଂସଦ ଅଜୟ ପ୍ରତାପ ସିଂହ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହେବ । ସେ ନେଇ ନିର୍ବାଚନ ଆୟୋଗଙ୍କ ତରଫରୁ ପ୍ରେସ୍ କନଫରେନ୍ସ ଆୟୋଜନ କରାଯାଇ ଭୋଟର ଓ ମତଦାନ ପ୍ରକ୍ରିୟା ବାବଦରେ ସୂଚନା ଜାରି କରାଯାଉଛି । ଏଥର…

ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ବଡ ଉପହାର, ୧୫ ଟଙ୍କା ଶସ୍ତା ହେଲା ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପେଟ୍ରୋଲ ଡିଜେଲକୁ ନେଇ ଏକ ବଡ ଉପହାର ଦେଇଛନ୍ତି । ଭାରତର ଲାକ୍ଷାଦ୍ୱୀପରେ ଆଣ୍ଡ୍ରୋଟ୍ ଓ କଳ୍ପେନୀ ଦ୍ୱୀପ ଲାଗି କେନ୍ଦ୍ର ସରକାର ପେଟ୍ରୋଲ ଦାମ୍ ଲିଟର ପିଛା ୧୫ଟଙ୍କା ୩ ପଇସା ଶସ୍ତା…

ସିଏଏ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଓୱେସି

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନ ଅର୍ଥାତ ସିଏଏର ନିୟମ ଉପରେ ତୁରନ୍ତ ପ୍ରତିବନ୍ଧକ ଲଗାଇବାକୁ ଏଆଇଏମଆଇଏମ୍ ସଭାପତି ଅସଦୁଦ୍ଦିନ ଓୱେସି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ୧୯୫୫ ର ନାଗରିକତା ଆଇନର ଧାରା ୬ବି…

ବିଜେପିରେ ସାମିଲ ହେଲେ ବିଶିଷ୍ଟ କଣ୍ଠଶିଳ୍ପୀ ଅନୁରାଧା ପଡୱାଲ

ନୂଆଦିଲ୍ଲୀ: ଆଜି ଅପରାହ୍ନ ୩ଟରାରେ ନିର୍ବାଚନ କମିଶନର ଲୋକସଭା ନିର୍ବାଚନ ତାରିଖ ଘୋଷଣା କରିବେ । ଏହା ପୂର୍ବରୁ ବିଭିନ୍ନ ରାଜନୈତିକ ଦଳରେ ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଦୁନିଆ ସହ ଜଡ଼ିତ ବ୍ୟକ୍ତି ବିଶେଷ ସାମିଲ…

ସାମ୍ନାକୁ ଆସିଲା ଏକ ବଡ ଖବର: NDAରେ ସାମିଲ ହେବେ ରାଜ ଠାକରେ!

ମୁମ୍ବାଇ:ମହାରାଷ୍ଟ୍ର ରାଜନୀତିରୁ ଏକ ବଡ ଖବର ସାମ୍ନାକୁ ଆସିଛି । ଏମଏନଏସ୍ ଅଧ୍ୟକ୍ଷ ରାଜ ଠାକରେ ଏନଡିଏରେ ସାମିଲ ହୋଇପାରନ୍ତି । ଏକ ବିଶେଷ ସୂତ୍ରରୁ ଏହା ଜଣାପଡିଛି । ରାଜ ଠାକ୍‌ରେ ଦକ୍ଷିଣ ମୁମ୍ବାଇ ସିଟ୍‌ରୁ…

ଶେୟାର କ୍ରୟ ଏବଂ ବିକ୍ରୟ ପାଇଁ ବଦଳିବ ନିୟମ, T+0 ସେଟେଲମେଣ୍ଟକୁ ଅନୁମୋଦନ କଲା SEBI

ନୂଆଦିଲ୍ଲୀ: ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ ବୋର୍ଡ଼ ଅଫ୍ ଇଣ୍ଡିଆ(SEBI) ଖୁବ୍ ଶୀଘ୍ର ଷ୍ଟକ୍ ମାର୍କେଟରେ ନୂତନ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛି । ଏହା ଅନ୍ତର୍ଗତ ଗୋଟିଏ ଦିନରେ ନିବେଶକଙ୍କୁ ଶେୟାର କ୍ରୟ…

ଇସଲାମୋଫୋବିଆକୁ ନିନ୍ଦା କରିବା ପ୍ରସ୍ତାବରୁ ନିଜକୁ ଦୂରେଇ ରଖିଲା ଭାରତ; ଜାଣନ୍ତୁ କ’ଣ କହିଲେ ରାଷ୍ଟ୍ରଦୂତ?

ନୂଆଦିଲ୍ଲୀ: ଜାତିସଂଘ ସାଧାରଣ ସଭାରେ ଇସଲାମୋଫୋବିଆକୁ ନିନ୍ଦା କରିବା ପାଇଁ ପାକିସ୍ତାନ ଆଣିଥିବା ପ୍ରସ୍ତାବ ଉପରେ ଭୋଟ୍ ଦେବାରୁ ଭାରତ ଦୂରେଇ ରହିଥିଲା । ଜାତିସଂଘରେ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ରୁଚିରା କାମ୍ବୋଜ…

(video)ପ୍ରଧାନମନ୍ତ୍ରୀ ମୋଦୀ ଲଞ୍ଚ କଲେ ବିଜେପିର ନିର୍ବାଚନୀ ଗୀତ, ଗୀତର ଭିଡିଓ ପୋଷ୍ଟ କରି ଲେଖିଲେ ଏପରି କିଛି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪କୁ ନେଇ ନିର୍ବାଚନ କମିଶନଙ୍କ ଘୋଷଣା ସହିତ ସାରା ଦେଶରେ ନିର୍ବାଚନୀ ମାହୋଲ ଜୋରଦାର ହୋଇଛି । ବିଜେପି ସହିତ କଂଗ୍ରେସ, ବାମଦଳ, ସମାଜବାଦୀ ପାର୍ଟି, ଟିଏମସି, ବିଜେଡି ପରି ଦଳ…

ମୋଦୀ ସରକାରଙ୍କ ବଡ଼ ଆକ୍ସନ, ୟାସିନ୍ ମଲିକଙ୍କ ପାର୍ଟିକୁ ୫ ବର୍ଷ ପାଇଁ ବ୍ୟାନ୍‌

ନୂଆଦିଲ୍ଲୀ: କାଶ୍ମୀର ବିଚ୍ଛିନତାବାଦୀ ନେତା ୟାସିନ୍ ମଲିକଙ୍କ ସଂଗଠନ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ୟାନ୍ ଲଗାଇଛନ୍ତି । ଶନିବାର ୟାସିନ୍ ମଲିକଙ୍କ ସଂଗଠନ ‘ଜାମ୍ମୁ କାଶ୍ମୀର ଲିବରେସନ୍ ଫ୍ରଣ୍ଟ୍‌’ ଉପରେ ୫…