Browsing Category
ଦେଶ
ଅଲଗା ହେବେ ଗୋବିନ୍ଦା-ସୁନୀତା ! ଶେଷ ହେବ 38 ବର୍ଷର ପୁରୁଣା ବୈବାହିକ ସମ୍ପର୍କ, ସାଙ୍ଘାତିକ ଅଭିଯୋଗ ଆଣିଲେ ପତ୍ନୀ
ନୂଆଦିଲ୍ଲୀ: ଅଲଗା ହେବେ ଗୋବିନ୍ଦା-ସୁନୀତା ! ବଲିଉଡ ଅଭିନେତା ଗୋବିନ୍ଦାଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପତ୍ନୀ । ୩୮ ବର୍ଷ ପରେ ବିବାହ ବିଚ୍ଛେଦ ଆବେଦନ କଲେ ପତ୍ନୀ ସୁନୀତା।
ସୁନୀତା ଆହୁଜା…
ରାଜଧାନୀରେ ଆଜି ଝଡ଼ବର୍ଷା ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି, ଏହି ୧୫ଟି ରାଜ୍ୟରେ ତାଣ୍ଡବ ରଚିବ ବର୍ଷା
ନୂଆଦିଲ୍ଲୀ: କିଛି ଦିନ ହେବ ରାଜଧାନୀ ଦିଲ୍ଲୀରେ ଗରମ ଅନୁଭୂତ ହେଉଛି। ବର୍ଷା ଋତୁ ହୋଇ ମଧ୍ୟ ବର୍ଷା ନେଇ। ହେଲେ ଦିଲ୍ଲୀ ବାସୀଙ୍କ ପାଇଁ ଆଶ୍ୱସ୍ତିର ଖବର ଏହାକି ପାଣିପାଗ ବିଭାଗ ଆଜି ଦିଲ୍ଲୀରେ ପ୍ରବଳ ବର୍ଷା ନେଇ…
ମାତ୍ର ଗୋଟିଏ ମାସ, ସକାଳୁ ଖାଲି ପେଟରେ ପିଅନ୍ତୁ ଏହି ମସଲା ପାଣି; ଓଜନ ହ୍ରାସଠୁ ହାଇ କୋଲେଷ୍ଟ୍ରଲ, ଅନେକ ବଡ଼ ରୋଗ ପାଇଁ ରାମବାଣ
ଓଡ଼ିଶା ଭାସ୍କର: ଲୋକମାନେ ପ୍ରାୟତଃ ଖାଦ୍ୟ ଏବଂ ପାନୀୟର ସ୍ୱାଦ ବୃଦ୍ଧି କରିବା ପାଇଁ ଜୁଆଣୀର ବ୍ୟବହାର କରନ୍ତି। କିନ୍ତୁ ଏହି ଜୁଆଣୀ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ବହୁତ ସକାରାତ୍ମକ ପ୍ରଭାବ ପକାଇଥାଏ। ରୋଷେଇ ଘରେ…
ଭୂମିକମ୍ପରେ ପୁଣି ଥରିଲା ଧରିତ୍ରୀ, ଭୟରେ ଘରୁ ବାହାରକୁ ବାହାରିଗଲେ ଲୋକ, ପଡ଼ୋଶୀ ଦେଶରେ ଭୂକମ୍ପ
ଓଡ଼ିଶାଭାସ୍କର: ଭାରତର ପଡ଼ୋଶୀ ଦେଶ ଭୂକମ୍ପର ଝଟକା। ଧରି ଉଠିଲା ଭାରତର ଏହି ପଡ଼ୋଶୀ ଦେଶ।
ନେପାଳରେ ଭୂମିକମ୍ପ। ପୂର୍ବ ନେପାଳରେ ୪.୪ ତୀବ୍ରତାର ଭୂମିକମ୍ପ ରେକର୍ଡ କରାଯାଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର…
( video) ହୁତୁହୁତୁ ହୋଇ ଜଳିଗଲେ ଲୋକ, ଗ୍ୟାସ ଗାଡ଼ି ଧକ୍କାରେ ବଡ଼ ବିସ୍ଫୋରଣ ଘଟିଲା ଅଘଟଣ
ପଞ୍ଜାବ: ପଞ୍ଜାବର ହୋସିଆରପୁର ଜିଲ୍ଲାର ମାଣ୍ଡିଆଲା ଗାଁରେ ଘଟିଛି ଭୟଙ୍କର ଦୁର୍ଘଟଣା। ଏଲପିଜି ଟ୍ୟାଙ୍କରରେ ଏକ ବଡ଼ ବିସ୍ଫୋରଣ ଘଟି ଭୟଙ୍କର ଅଗ୍ନିକାଣ୍ଡ ହୋଇଛି।
ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ…
ଅଧ ରାତିରେ ବାଦଲଫଟା ବର୍ଷା, ଘର ଭିତରକୁ ପଶି ଆସିଲା ବନ୍ୟା ଜଳ, ଗାଁରେ ପ୍ରଳୟ, ମାଟି ତଳେ ଚାପି ହୋଇଗଲେ ଲୋକେ
ଉତ୍ତରାଖଣ୍ଡ: ଅଧ ରାତିରେ ବାଦଲ ଫାଟିଲା। ଲୋକଙ୍କ ଘରେ ଭଗ୍ନାବଶେଷ ପଶିଲା। ଆଉ ସେହି ଭଗ୍ନାବଶେଷ ତଳେ ଦାବି ହୋଇଗଲେ ଲୋକେ। ହଁ ପୁଣି ଅଧ ରାତିରେ ବାଦଲ ଫଟା ବର୍ଷା।
ଚମୋଲି ଥରାଲିରେ ବାଦଲଫଟା ବର୍ଷା। ବାଦଲଫଟା…
ଆଜି ସପ୍ତପୁରୀ ଅମାବାସ୍ୟାରେ ଏହି ରାଶିଙ୍କ ଉପରେ ରହିବ ଶନିଙ୍କ କୃପା, ଏହି ରାଶି ରୁହନ୍ତୁ ସତର୍କ
ଓଡ଼ିଶା ଭାସ୍କର: ଆଜି ଶନିବାର ଭାଦ୍ରପଦ କୃଷ୍ଣ ପକ୍ଷର ଅମାବାସ୍ୟା ତିଥି। ଅମାବାସ୍ୟା ତିଥି ଆଜି ଦିନ ୧୧:୩୭ ପର୍ଯ୍ୟନ୍ତ ରହିବ। ଏହା ପରେ ପ୍ରତିପଦ ତିଥି ଆରମ୍ଭ ହେବ। ଆଜି ପରିଧ ଯୋଗ ଅପରାହ୍ନ ୧:୨୦ ପର୍ଯ୍ୟନ୍ତ ରହିବ।…
ଭାରତ ଫେରିଲା ଲୋକପ୍ରିୟ ଚାଇନା ଆପ୍ TikTok, ଖୋଲୁଛି ଓ୍ୱେବ୍ ସାଇଟ୍, ୟୁଜରଙ୍କ ମଧ୍ୟରେ ଉତ୍ସାହ!
ନୂଆଦିଲ୍ଲୀ: ଭାରତରେ ଅନବ୍ଲକ ହେଲା ଟିକଟକ୍ ଓ୍ୱେବସାଇଟ୍। ୫ ବର୍ଷ ପରେ ଅନବ୍ଲକ ହେଲା ଓ୍ୱେବସାଇଟ୍। ଜାତୀୟ ସୁରକ୍ଷା ଦୃଷ୍ଟିରୁ ଟିକଟକ୍ କୁ ବ୍ୟାନ୍ କରିଥିଲେ ସରକାର। ଚୀନ ବିଦେଶ ମନ୍ତ୍ରୀଙ୍କ ଗସ୍ତ ପରେ ଟିକଟକ୍…
ବୈବାହିକ ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ବାହା ହୋଇଥିଲେ ଏଣିକି ସ୍ୱାମୀ କିମ୍ବା ସ୍ତ୍ରୀ ଅଲଗା ରହିବା ଅସମ୍ଭବ,…
ଓଡ଼ିଶା ଭାସ୍କର: ବୈବାହିକ ଜୀବନରେ ସ୍ୱାମୀ କିମ୍ବା ସ୍ତ୍ରୀ ଅଲଗା ରହିବା ଅସମ୍ଭବ । ଉଭୟଙ୍କ ମଧ୍ୟରୁ କେହି ବି କହିପାରିବେନି ଯେ ସେ ନିଜ ପାର୍ଟନରଙ୍କଠାରୁ ଅଲଗା ରହିବାକୁ ଚାହାଁନ୍ତି । ଯିଏ ବି ଅଲଗା ରହିବାକୁ…
ଚାକରାଣୀର ଅତ୍ୟନ୍ତ ଘୃଣ୍ୟ କାମ, ନିଜ ପରିସ୍ରାରେ ଧୋଉଥିଲା ମାଲିକର ବାସନ
ଉତ୍ତରପ୍ରଦେଶ: ଘରର ଚାକରାଣୀର ଘୃଣ୍ୟ କାମ। ଯେଉଁ ଘରର ମାଲିକଙ୍କ ଦୟାରୁ ତାର ଘର ଚଳୁଥିଲା ସେହି ମାଲିକଙ୍କୁ ପରିସ୍ରାରେ ଧୁଆ ବାସନରେ ଖାଇବାକୁ ଦେଉଥିଲା।
ହଁ ଆଜ୍ଞା ଘରର ଚାକରାଣୀର ଘୃଣ୍ୟ କାମ। ମାଲିକ ଘରେ ବାସନ…