fbpx
Browsing Category

ଦେଶ

ସାଇବର ଅପରାଧୀଙ୍କ ବିରୋଧରେ କଡ଼ା ଆକ୍ସନ: ସିଲ୍ ହେଲା ୮୬୦୦ ରୁ ଅଧିକ ବ୍ୟାଙ୍କ ଆକାଉଁଣ୍ଟ

ନୂଆଦିଲ୍ଲୀ: ଝାଡଖଣ୍ଡରେ ସାଇବର ଅପରାଧ ସହ ଜଡିତ ଥିବା ୮୬୭୪ ବ୍ୟାଙ୍କ ଆକାଉଣ୍ଟକୁ ସିଲ୍ କରାଯାଇଛି। ପୋଲିସ ସନ୍ଦେହ କରୁଛି ଯେ, ସେମାନେ ଲୋକଙ୍କୁ ନକଲି କରିବା ପାଇଁ ବ୍ୟବହାର କରୁଛନ୍ତି। ମଙ୍ଗଳବାର ଦିନ ଏ ସମ୍ପର୍କରେ…

ଆନ୍ଧ୍ରପ୍ରଦେଶର PCC ମୁଖ୍ୟ ଭାବେ ନିଯୁକ୍ତି ପାଇଲେ ୱାଇ.ଏସ ଶର୍ମିଲା: ଆଗାମୀ ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ସବୁ ପୂର୍ବାନୁମାନ ସତ ହୋଇଛି । ଶେଷରେ ଆନ୍ଧ୍ରପ୍ରଦେଶକୁ ନେଇ କଂଗ୍ରେସ ହାଇକମାଣ୍ଡ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି (ପିସିସି) ମୁଖ୍ୟ ଭାବେ ୱାଇ.ଏସ ଶର୍ମିଲା ରେଡ୍ଡୀଙ୍କୁ…

(Video) ଅଯୋଧ୍ୟାକୁ ସୁଗନ୍ଧିତ କରିବ ଗୁଜରାଟରୁ ଆସିଥିବା ୧୦୮ ଫୁଟ ଅଗରବତୀ, ଦେଖନ୍ତୁ ଜଳାଗଲା ଏପରି

ନୂଆଦିଲ୍ଲୀ: ଅଯୋଧ୍ୟା ସ୍ଥିତ ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠାର ବିଧିମାନ ଆଜିଠାରୁ ଆରମ୍ଭ ହୋଇସାରିଛି । ଏହି ସମୟରେ ଅଯୋଧ୍ୟାରେ ଗୁଜୁରାଟରୁ ଅଣାଯାଇଥିବା ୧୦୮ ଫୁଟ ଅଗରବତୀକୁ ଜଳାଯାଇଛି । ଏହି ଅଗରବତୀ…

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ହତ୍ୟା ଧମକ

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ମିଳିଛି ହତ୍ୟା ଧମକ । ଖାଲିସ୍ତାନୀ ଆତଙ୍କୀ ଏବଂ ଶିଖ୍ ଫର୍ ଜଷ୍ଟିସର ସଂସ୍ଥାପକ ଗୁରୁପତୱନ୍ତ ସିଂ ପନ୍ନୁ ଏହି ହତ୍ୟା ଧମକ ଦେଇଛନ୍ତି । ଆଗାମୀ ୨୬ ଜାନୁଆରୀରେ…

ଏଣିକି No Tension, ଝିଅ ବାହାଘର ପାଇଁ ମିଳିବ ଆଥିର୍କ ସହାୟତା, ଜାଣନ୍ତୁ କେଉଁଠି ?

ବୋକାରୋ: ସାଧାରଣତଃ ଝିଅ ବାହାଘର ପାଇଁ ଅର୍ଥ ଯୋଗାଡ଼ କରିବାରେ ପରିବାର ଲୋକଙ୍କ ଅଣ୍ଟା ଭାଙ୍ଗିଯାଏ । ସମୟକ୍ରମେ ଝିଅ ବାହାଘର ଯେନ୍ତେନ୍ ପ୍ରକାର ହେଲେ ମଧ୍ୟ ଶ୍ୱଶୂର ଘର ଲୋକେ ଯୌତୁକ ପାଇଁ ଜୀବନ ଦୁର୍ବିସହ କରିଦିଅନ୍ତି…

କମିଲା ସୁନା-ରୂପା ଦର, ଜାଣନ୍ତୁ କେତେ ରହିଛି ୧୦ ଗ୍ରାମ ଗୋଲ୍ଡର ମୂଲ୍ୟ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ ଘଟିଛି। ବାଣିଜ୍ୟରେ, ସୁନା MCX ବିନିମୟରେ ହ୍ରାସ ସହିତ କାରବାର କରୁଥିବା ଦେଖାଯାଇଛି। ଫେବୃଆରୀ୫, ୨୦୨୪ରେ ଡେ଼ଲିଭରୀ ପାଇଁ ସୁନା ୧୦ ଗ୍ରାମ ପିଛା…

୩ ଦିନ ବହୁ କଠୋର ବୈଦିକ ନିୟମ ଭିତରେ ରହିବେ ପ୍ରଧାନମନ୍ତ୍ରୀ ମୋଦୀ, କମ୍ବଳ ପାରି ଶୋଇବା ସହ ମାନିବେ ଏହିସବୁ ନିୟମ

ଅଯୋଧ୍ୟା: ରାମନଗରୀ ଅଯୋଧ୍ୟାରେ ରାମଲଲାଙ୍କ ଆଗମନକୁ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଏବେ ଅନ୍ତିମ ପର୍ଯ୍ୟାୟରେ । ୨୨ ଜାନୁୟାରୀ ୨୦୨୪ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏହାକୁ ଦେଖିବାକୁ ଆଯୋଧ୍ୟାରେ ଏବେ ଉତ୍ସବ…

SBI ଗ୍ରାହକଙ୍କ ପାଇଁ ଲଞ୍ଚ କଲା Green Rupee Term Deposit ପ୍ଲାନ, ଜାଣନ୍ତୁ ଏଥିରେ କେଉଁମାନେ କରିବେ ନିବେଶ

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଷ୍ଟେଟ ଅଫ ଇଣ୍ଡିଆ ଆଉଥରେ ଏକ ନୂଆ ଟର୍ମ ଡିପୋଜିଟ ଲଞ୍ଚ କରିଛି । ଏସବିଆଇ ଗ୍ରୀନ ରୂପୀ ଟର୍ମ ଡିପୋଜିଟ ଆରମ୍ଭ କରିଛି । ଏହାର ଉଦ୍ଦେଶ୍ୟ ଫ୍ରେଣ୍ଡଲୀ ଆରମ୍ଭ ସହିତ…

ମଥୁରାର ଶାହି ଇଦଗାହର ହେବନାହିଁ ସର୍ଭେ : ହାଇକୋର୍ଟଙ୍କ ଆଦେଶ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମଥୁରାସ୍ଥିତ ଶାହି ଇଦଗାହ ମସଜିଦରେ ସର୍ଭେ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ କମିଶନରଙ୍କ ସର୍ଭେ ଉପରେ ପ୍ରତିବନ୍ଧକ ଲଗାଇବାକୁ ମୁସଲମାନ ପକ୍ଷ ଦାବି କରିଥିଲେ ।…

(video)ପ୍ରାଣପ୍ରତିଷ୍ଠା ପୂର୍ବରୁ ରିଲିଜ୍ ହେଲା କୈଳାସ ଖେରଙ୍କ ଭଜନ ‘ରାମ କା ଧାମ’, ରାମ ଭକ୍ତଙ୍କ ହୃଦୟ ତନ୍ତ୍ରୀରେ ଭରିଦେବ ଅପୂର୍ବ ଆବେଗ

ନୂଆଦିଲ୍ଲୀ: କୈଳାସ ଖେର ରାମଭକ୍ତଙ୍କ ହୃଦୟରେ ଭକ୍ତି ସଞ୍ଚାର କରିବାକୁ ଓ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ପ୍ରତି ସମସ୍ତଙ୍କ ମନରେ ଉତ୍ସାହ ଭରି ଦେବାକୁ ମନମୋହକ ଗୀତ ‘ରାମ କା ଧାମ’ ରିଲିଜ୍ କରିଛନ୍ତି । ଏହି ଗୀତରେ…