CHARIDHAM
Browsing Category

ଦେଶ

କେବଳ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ପାଇଁ ଏଣ୍ଟ୍ରାନ୍ସ କରିବ NTA, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୂଚନା

ନୂଆଦିଲ୍ଲୀ: ଉଚ୍ଚଶିକ୍ଷା କୁ ନେଇ ଆସିଛି ଏକ ବଡ଼ ଖବର । ଏଣିକି ଜାତୀୟ ପରୀକ୍ଷା ଏଜେନ୍ସି ବା ଏନଟିଏ କେବଳ ଉଚ୍ଚ ଶିକ୍ଷା ପାଇଁ ପ୍ରବେଶିକା ପରୀକ୍ଷା ପରିଚାଳନା କରିବ ବୋଲି ଜଣା ପଡ଼ିଛି । ବାକି ପ୍ରତି ଯୋଗିତା ମୂଳକ…

ରିଲାଏନ୍ସ ରିଟେଲ ଷ୍ଟୋରରେ ଲାଗିଛି ୬ ଉନ୍ନତମାନର ଏଲଇଡି ଟିଭିର ବଜାର, ଦାମ ରହିଛି ବହୁତ ଶସ୍ତା

ମୁମ୍ବାଇ- ଦେଶର ସର୍ବ ବୃହତ୍ତ ରିଟେଲର ରିଲାଏନ୍ସ ରିଟେଲ ଲିମିଟେଡ ଶସ୍ତାରେ ହୋମ ଥିଏଟର ଏଲଇଡି ଟିଭି ସମ୍ଭାରର ଶୁଭାରମ୍ଭ କରିଛି । ଏଥିରେ ୬ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଟିଭି ରହିଛି । ବଜାରରେ ଅଡିଓ ଉପକରଣ…

ଟ୍ରକକୁ ପଛରୁ ଶକ୍ତ ଧକ୍କା ଦେଲା ବସ୍, ଉଡିଗଲା 6ଜଣଙ୍କ ପ୍ରାଣବାୟୁ

ନୂଆଦିଲ୍ଲୀ: ସକାଳୁ ସକାଳୁ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସ-ଟ୍ରକ ଧକ୍କାରେ 6ଜଣଙ୍କ ଜୀବନ ଦୀପ ଲିଭିଯାଇଥିବା ବେଳେ 10ରୁ ଅଧିକ ଆହତ ହୋଇଛନ୍ତି । ଗୁଜୁରାଟ ଭାବାନଗର ଜିଲ୍ଲାରୁ ସାମ୍ନାକୁ ଆସିଛି ଏହି ମର୍ମନ୍ତୁଦ…

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବଡ ଖବର, ୧୮ ମାସର DA ବକେୟା ଆସିବ ଖାତାକୁ

ନୂଆଦିଲ୍ଲୀ- କେନ୍ଦ୍ର ସରକାର ଅଧୀନରେ କାମ କରୁଥିବା କର୍ମଚାରୀ ତଥା ପେନସନଭୋଗୀ ପାଇବେ ୧୮ ମାସର ବକେୟା । ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ, କେନ୍ଦ୍ର ସରକାର କେନ୍ଦ୍ରୀୟ ପେନସନଭୋଗୀ ତଥା କର୍ମଚାରୀଙ୍କ ୧୮ ମାସର…

ଅଲ୍ଲୁ ଅର୍ଜୁନଙ୍କ ଉପରେ ଲାଗିଥିବା ଅଭିଯୋଗରେ ଆସିଲା ନୂଆ ମୋଡ଼, ପୋଲିସ ଖୁଲାସା କଲା ନୂଆ ତଥ୍ୟ

ନୂଆଦିଲ୍ଲୀ: ସାଉଥର ମେଗାଷ୍ଟାର ଅଲ୍ଲୁ ଅର୍ଜୁନ ନିଜ ଫିଲ୍ମ ‘ପୁଷ୍ପା୨’ ବ୍ୟତୀତ ଅନେକ ଦିନରୁ ସଂଧ୍ୟା ଥିଏଟର ଦଳାଚକଟା ମାମଲାକୁ ନେଇ ମଧ୍ୟ ଚର୍ଚ୍ଚାରେ ଅଛନ୍ତି । ଅଲ୍ଲୁ ଅର୍ଜୁନଙ୍କୁ ପୁଷ୍ପା୨: ଦ ରୁଲ ର ସ୍କ୍ରିନିଂ…

ବିବାହର ଚତୁର୍ଥ ଦିନ ସ୍ୱାମୀକୁ ହତ୍ୟାକଲା ସ୍ତ୍ରୀ, ଅପହରଣ କରି କାରରେ କାଟିଲା ଗଳା

ନୂଆଦିଲ୍ଲୀ: ଜଣେ ମହିଳା ବିବାହକୁ ଚାରିଦିନ ହୋଇନି ସ୍ୱାମୀକୁ ହତ୍ୟା କରିଛି । ମହିଳା ଜଣକ ସ୍ୱାମୀକୁ ଅପହରଣ କଲା, ପରେ ଏସୟୁଭିରେ ତଣ୍ଟି କାଟି ହତ୍ୟା କରିଛି । ଏହାପରେ ଶବକୁ କେନାଲରେ ଫୋଡାଡିଦେଇଛି । ସୂଚନା…

ଅମୃତସରର ଇସଲାମାବାଦ ପୋଲିସ ଷ୍ଟେସନ ନିକଟରେ ବିସ୍ଫୋରଣ, ଲୋକେ ଭୟଭୀତ

ନୂଆଦିଲ୍ଲୀ: ପଞ୍ଜାବର ଅମୃତସରର ଇସଲାମାବାଦ ପୋଲିସ ଷ୍ଟେସନ ନିକଟରେ ଆଜି ସକାଳେ ଏକ ଭୟଙ୍କର ସନ୍ଦେହଜନକ ବିସ୍ଫୋରଣ ଶୁଣିବାକୁ ମିଳିଥିଲା । କୁହାଯାଉଛି ଯେ, ଏହି ବିସ୍ଫୋରଣର ଶବ୍ଦ ସକାଳ ପ୍ରାୟ ୩ ଟା ସମୟରେ ଅଞ୍ଚଳର…

ହୋଟେଲରେ ବିଷାକ୍ତ ମୃତଦେହ ନେଲା ଜୀବନ, 12 ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ହୋଟେଲରେ ବିଶାକ୍ତ ଗ୍ୟାସ ନେଲା 12 ଭାରତୀୟଙ୍କ ଜୀବନ । ଗ୍ୟାସଲିକ ହେବା କାରଣରୁ 12 ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଭାରତୀୟ ଦୂତବାସ ପକ୍ଷରୁ କୁହାଯାଇଛି । ଜର୍ଜିଆର ରିସୋର୍ଟ ଗୁଦୋରୀର ଏକ ରେଷ୍ଟୁରାଣ୍ଟରେ…

ଆଜି ଲୋକସଭାରେ ଆଗତ ହେବ ଏକକ ନିର୍ବାଚନ ବିଲ୍, କିଛି ଦିନ ତଳେ ମିଳିଥିଲା କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ: ଆଜି ଲୋକସଭାରେ ଆଗତ ହୋଇପାରେ ଏକକ ନିର୍ବାଚନ ବିଲ୍ । କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନ ମେଘୱାଲ ଦୁଇଟି ବିଲ୍ ଆଗତ କରିବେ । ସମ୍ବିଧାନ (୧୨୯ତମ ସଂଶୋଧନ) ବିଲ୍ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଆଇନ(ସଂଶୋଧନ)…

ପାଠପଢ଼ିବାକୁ ଆକଟ କରି କହିଲା ମା’: ଦଉଡ଼ି ଦେଇ ମରିଗଲା ନବମ ଶ୍ରେଣୀରେ ପଢ଼ୁଥିବା ପୁଅ

ମୁମ୍ବାଇ: ମୁମ୍ବାଇରେ ଜଣେ ୧୪ ବର୍ଷୀୟ ଛାତ୍ର ଆତ୍ମହତ୍ୟା କରିଛନ୍ତି । ଭଣ୍ଡୁପ ଅଞ୍ଚଳରେ ଏହି ଘଟଣା ଘଟିଛି । ଛାତ୍ରଙ୍କ ଆତ୍ମହତ୍ୟା ପଛର ଆଶ୍ଚର୍ଯ୍ୟଜନକ କାରଣ ସାମ୍ନାକୁ ଆସିଛି । କୁହାଯାଉଛି ଯେ ତାଙ୍କ ମା' ତାଙ୍କୁ…