fbpx
Browsing Category

ଦେଶ

କଶ୍ମୀର ଠାରୁ କେରଳ ପର୍ଯ୍ୟନ୍ତ ରହିଥିବା ସ୍ଥିତି କାରଣରୁ ଉପନିବେଶ ଯୁଗର ଦେଶଦ୍ରୋହ ଆଇନକୁ ବଜାୟ ରଖିବା ନିହାତି ଆବଶ୍ୟକ ହୋଇଯାଇଛି: ଆଇନ…

ନୂଆଦିଲ୍ଲୀ: ଦେଶଦ୍ରୋହ ଆଇନକୁ ବଜାୟ ରଖିବା ପାଇଁ ପ୍ୟାନେଲ ପକ୍ଷରୁ କରାଯାଇଥିବା ସୁପାରିଶକୁ ରକ୍ଷା କରି ଆଇନ କମିଶନ ଅଧ୍ୟକ୍ଷ ଜଷ୍ଟିସ ଋତୁ ରାଜ ଆୱସ୍ତି ନିଜର ମନ୍ତବ୍ୟ ପ୍ରଦାନ କରିଛନ୍ତି । ଜଷ୍ଟିସ ଆୱସ୍ତି…

ସାଧାରଣ ଉପଭୋକ୍ତାଙ୍କୁ ଶସ୍ତା ଦରରେ ହରଡ଼ ଡାଲି ଯୋଗାଇକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: ଉପଭୋକ୍ତାଙ୍କ ସୁବିଧା ପାଇଁ ଜାତୀୟ ବଫର ଷ୍ଟକ୍‍ରୁ ହରଡ଼ ଡାଲି ଯୋଗାଇଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଆମଦାନୀ କରାଯାଇଥିବା ହରଡ଼ ଡାଲି ଭାରତୀୟ ବଜାରରେ ନିର୍ଦ୍ଧାରିତ ଓ ଲକ୍ଷ୍ୟ ଆଧାରିତ…

ପରୀକ୍ଷାର୍ଥୀଙ୍କ କାନ ଭିତରୁ ବାହାରିଲା Bluetooth ଡିଭାଇସ୍: ପ୍ରଶ୍ନ ଆଉ ଉତ୍ତରକୁ ନେଇ ଚାଲିଥିଲା କପି

ନୂଆଦିଲ୍ଲୀ: ପରୀକ୍ଷାରେ କପି କରିବା ପାଇଁ ଅନେକ ପରୀକ୍ଷାର୍ଥୀ ଭିନ୍ନ ଭିନ୍ନ ତରିକା ଆପଣାଇଥାନ୍ତି । କିଏ ପ୍ୟାଣ୍ଟ ପକେଟରେ ତ ଆଉ କିଏ ପାଟି ଭିତରେ କପି ଲୁଚାଇ ରଖିଥାନ୍ତି । ତେବେ ଏହା ମଧ୍ୟରେ କପି କରିବାର ଏକ…

କେବେ ବି ଫାଟିପାରେ ଏହି ଭୟାନକ ଆଗ୍ନେୟଗିରି , ୧୦ ବର୍ଷ ଧରି ରହିଛି ଅଶାନ୍ତ

ନୂଆଦିଲ୍ଲୀ:ୟୁରୋପର ସବୁଠାରୁ ଭୟାନକ ଆଗ୍ନେୟଗିରି ହେଉଛି ଇଟାଲୀର ସୁପରଭୋଲକାନୋ କ୍ୟାମ୍ପି ଫ୍ଲେଗରେଇ । ଏବେ ବୈଜ୍ଞାନିକମାନେ ଆଶଙ୍କା କରୁଛନ୍ତି କି ଏହି ଜ୍ୱାଳାମୁଖୀ କୌଣସି ବି ସମୟରେ ବିସ୍ଫୋରଣ ହୋଇପାରେ । ଏହା ଯଦି…

ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ: ୨ ବର୍ଷ ଧରି ରହିଥିଲେ ଫେରାର

ନୂଆଦିଲ୍ଲୀ: ଡ୍ରଗ୍ସ ମାମଲାରେ ଜଣେ ରାଜନେତାଙ୍କ ପୁଅଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ବିରୋଧରେ ୭୦ କୋଟି ଟଙ୍କାର ଡ୍ରଗ୍ସ ତସ୍କରୀ ମାମଲା ରହିଥିଲା । ଉକ୍ତ ମାମଲାରେ ସେ ଗତ ୨ ବର୍ଷ…

ନୀତିଶଙ୍କ ବଡ଼ ନିଷ୍ପତ୍ତି: ବିହାର ଶିକ୍ଷକ ନିଯୁକ୍ତି ପାଇଁ ଅନ୍ୟ ରାଜ୍ୟର ପ୍ରାର୍ଥୀ ଆବେଦନ କରିପାରିବେ, ୧.୭୮ ଲକ୍ଷ ପଦ ଖାଲି

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କ୍ୟାବିନେଟ ଏକ ବଡ଼ ନିଷ୍ପତ୍ତି ନେଇଛି । ରାଜ୍ୟ ସରକାର ଶିକ୍ଷକ ନିଯୁକ୍ତି ନିୟମରେ ସଂଶୋଧନ କରିଛନ୍ତି । ପୂର୍ବରୁ ରାଜ୍ୟ ସରକାରଙ୍କ ଶିକ୍ଷକ ନିଯୁକ୍ତି ପାଇଁ କେବଳ…

ୟୁଟ୍ୟୁବ୍ ବାବାଙ୍କ ପର୍ଦ୍ଦାଫାଶ, କାହାକୁ ବ୍ୟାଙ୍କ ଏଜେଣ୍ଟ ତ କାହାକୁ ଈଶ୍ୱରଙ୍କ ପ୍ରତିନିଧି କହି ଠକି ନେଇଥିଲେ ୬ କୋଟି

ଗୁନା:ମଧ୍ୟପ୍ରଦେଶର ଗୁନା ପୋଲିସ କୋଟି କୋଟି ଟଙ୍କା ଠକିଥିବା ୟୁଟ୍ୟୁବ୍ ବାବା ଓରଫ ଯୋଗେଶ ମେହେଟ୍ଟାଙ୍କୁ ଗିରଫ କରିଛି । ଅଭିଯୁକ୍ତ ଉଜୈନ, ରତଲାମ, ମନ୍ଦସୋର ସହିତ ବହୁ ସହରରେ ଲୋକମାନଙ୍କ ଠାରୁ ୫.୫୦ କୋଟିରୁ ଅଧିକ…

ମମତା ବାନାର୍ଜୀ ଆହତ: ହେଲିକପ୍ଟର ଜରୁରୀକାଳୀନ ଅବତରଣ ବେଳେ ପିଠି ଓ ଆଣ୍ଠୁରେ ଲାଗିଲା ଆଘାତ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହୋଇଥିବା ନେଇ ଖବର ଆସିଛି । ମମତାଙ୍କର ପିଠି ଓ ଆଣ୍ଠୁରେ ଆଘାତ ଲାଗିଥିବା ଏକ ସୂତ୍ରରୁ ଜଣାପଡ଼ିଛି । ମମତାଙ୍କ ହେଲିକପ୍ଟର ଜଲପାଈଗୁଡ଼ିରୁ ବାଗଡୋଗରା…

କେଜ୍ରିୱାଲଙ୍କ ବିରୁଦ୍ଧରେ ଆର୍ଥିକ ଅନିୟମିତତା ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସିଏଜି ଯାଞ୍ଚ ନିର୍ଦ୍ଦେଶ

ନୂଆଦିଲ୍ଲୀ:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗତ କିଛି ମାସ ତଳେ ନିଜ ସରକାରୀ ବାସଗୃହର ପୁନଃନିର୍ମାଣ କରାଇଥିଲେ । ତେବେ ଏହି ପୁନଃନିର୍ମାଣରେ ବହୁ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ଉଠିଛି । ଏବେ ଗୃହ…

ଆଡଲ୍ଟ ଏଣ୍ଟରଟେନମେଣ୍ଟ ଆପ୍ ବିକଶିତ କରୁଥିବା ଅଭିଯୋଗକୁ ଖଣ୍ଡନ କଲା ‘ଚିଙ୍ଗାରୀ’, କହିଲା ପ୍ରାଇଭେଟ କଲ୍ ହେଉଛି ଏହି ଆପର ଅନ୍ୟତମ ବୈଶିଷ୍ଟ୍ୟ

ନୂଆଦିଲ୍ଲୀ: ଟିକ୍ ଟକ୍ ର ପ୍ରତିନ୍ଦ୍ୱନ୍ଦୀ ଭାରତୀୟ ଆପ୍ ଚିଙ୍ଗାରି ହେଉଛି ଏକ ସର୍ଟ-ଭିଡିଓ ତିଆରି ଆପ୍ । ତେବେ ଏହି ଆପ୍ ଦେୟଯୁକ୍ତ ୧-ଅନ୍ -୧ ଭିଡିଓ କଲ୍ ଫିଚର ମାଧ୍ୟମରେ ଆଡଲ୍ଟ ଏଣ୍ଟରଟେନମେଣ୍ଟ ଆପ୍ ବିକଶିତ…