
Browsing Category
ଦେଶ
ପାକିସ୍ତାନକୁ ଆଇନା ଦେଖାଇଲେ ସୁଧାଂଶୁ ! ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ରହିଛି ଏବଂ ରହିବ…
ୱାଶିଂଟନ: ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା ରହିଛି ଏବଂ ଆଗକୁ ମଧ୍ୟ ରହିବ । ଏମିତି କିଛି ଜାତି ସଂଘରେ କହିଛନ୍ତି ଭାଜପା ରାଜ୍ୟସଭା ସଦସ୍ୟ ସୁଧାଂଶୁ ତ୍ରିବେଦୀ । ୟୁଏନ ମିଟରେ ଭାରତ ପକ୍ଷରୁ ସାମିଲ…
(Video) ‘ଲଭ୍ ଜିହାଦ’ର କଳା ଅତୀତ: ଗୋମାଂସ ଖାଇବାକୁ କରୁଥିଲେ ବାଧ୍ୟ, ଅନୁଭୂତି ବଖାଣିଲେ ରିନିମା
ନୂଆଦିଲ୍ଲୀ: ଲଭ୍ ଜିହାଦ ବର୍ତ୍ତମାନ ସାରା ଦେଶରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି । ଏ ନେଇ ସବୁଠି ଆଲୋଚନା ହେଉଥିବା ବେଳେ ଲଭ୍ ଜିହାଦର କଳା କାହାଣୀ କହିଛନ୍ତି Mrs. India Galaxy-2024 ରିନିମା ବୋରାହ। ନିକଟରେ…
୭୮,୦୬୦ ସିଟରେ ହେବ ସ୍ପଟ୍ ଆଡ୍ମିଶନ: ୟୁଜି, ପିଜି, ବି.ଏଡ୍/ ଏମ୍.ଏଡ୍ ପାଠ୍ୟକ୍ରମ ପାଇଁ ଆବେଦନ କରିପାରିବେ ଛାତ୍ରୀଛାତ୍ର
ଭୁବନେଶ୍ୱର: ଛାତ୍ରୀଛାତ୍ର, ଅଭିଭାବକ ତଥା ଶୈକ୍ଷିକ ସମାଜର ଆଗ୍ରହକ୍ରମେ ତଥା ଉଚ୍ଚଶିକ୍ଷା ବିଭାଗ ଅଧୀନ ଶିକ୍ଷାନୁଷ୍ଠାନଗୁଡିକରେ ଖାଲିଥିବା ୭୮,୦୬୦ ସିଟ୍ରେ ସ୍ପଟ୍ ଆଡ୍ମିଶନ ହେବ। ସ୍ନାତକ (ୟୁଜି), ସ୍ନାତକୋତ୍ତର…
କ୍ରିକେଟ୍ ଖେଳୁଥିବା ବେଳେ ମୃତ୍ୟୁ: ପିଚ୍ ଉପରେ ଅଚାନକ୍ ପଡ଼ିଲେ ଓ ଚାଲିଗଲା ଜୀବନ, Video ଭାଇରାଲ
ନୂଆଦିଲ୍ଲୀ: ଗୁଜରାଟର ସୁରଟରେ ଜଣେ ମଧ୍ୟବୟସ୍କ ବ୍ୟକ୍ତି ଖେଳ ପଡିଆରେ ହଠାତ୍ ମୃତ୍ୟୁ ବରଣ କରିଛନ୍ତି । ସୁରଟର ରାନ୍ଦେର ଅଞ୍ଚଳରେ ପିଲାମାନଙ୍କ ସହ ଖେଳୁଥିବା ଏହି ବ୍ୟକ୍ତିଙ୍କ ନାମକୁ ମକସୁଦ୍ ଅହମ୍ମଦ ବୁଟୱାଲା ବୋଲି…
(Video) ଛଟ୍ ପୂଜା ସମୟରେ ପାଣିରେ ପହଁରିକି ଆସିଲା ସାପ, ମହିଳା ଯାହା କଲେ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ: ଛଟ୍ ପୂଜା ଅବସରରେ ନଦୀରେ ପୂଜା କରୁଥିବା ଜଣେ ମହିଳାଙ୍କ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ତାଙ୍କର ସାହସ ଏବଂ ଧର୍ଯ୍ୟ ଦେଖିବାକୁ ମିଳିଛି। ଏହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ…
ବିଜେପି ନେତାଙ୍କୁ ଗୁଳି କରି ହତ୍ୟା, ପାର୍ଟୀ କହିଲା- କିଏ ଏବଂ କାହିଁକି ମର୍ଡର କଲା ତାହା ସମସ୍ତଙ୍କୁ ଜଣା
ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମଥୁରାପୁର ଜିଲ୍ଲାରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେ ମଥୁରାପୁରରେ ବିଜେପି ସୋସିଆଲ ମିଡିଆ ସଂଯୋଜକ ଥିଲେ। ମୃତକ ଜଣକ ବିଜେପି ନେତା ପୃଥ୍ୱୀରାଜ ନସ୍କର ଅଟନ୍ତି।…
ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍ରେ ଅଣବିଘଟନ ପ୍ଲାଷ୍ଟିକ ମନା; ନିର୍ଦ୍ଦେଶାବଳୀ ଜାରି କଲା UGC
ନୂଆଦିଲ୍ଲୀ: ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍ରେ ଅଣବିଘଟନ ପ୍ଲାଷ୍ଟିକ ମନା । ଛାତ୍ରଛାତ୍ରୀ କିଭଳି ପ୍ଲାଷ୍ଟିକ ବ୍ୟବହାର ନ କରିବେ ସଚେତନ କରାଯିବ । କଲେଜ କ୍ୟାଣ୍ଟିନ୍, ହଷ୍ଟେଲକୁ ଏକକ ବ୍ୟବହାର ପ୍ଲାଷ୍ଟିକ ଆସିବନି…
RBIର ବଡ଼ ଆକ୍ସନ! SBI ଏବଂ HDFC ପରେ ଏବେ ଏହି ବ୍ୟାଙ୍କ ଉପରେ ଜରିମାନା
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଭାରତୀୟ ଷ୍ଟେ ବ୍ୟାଙ୍କ ଏବଂ ଏଚଡିଏଫସି ବ୍ୟାଙ୍କ ଉପରେ ପ୍ରଥମେ ଜରିମାନା ଲାଗିଥିଲା। ବର୍ତ୍ତମାନ ଆରବିଆଇ ସାଉଥ ଇଣ୍ଡିଆନ ବ୍ୟାଙ୍କ ଉପରେ ୫୯ ଲକ୍ଷ ଟଙ୍କ ଜରିମାନା…
ବିଚ୍ ରାସ୍ତାରେ ସ୍କୁଲ ଛାତ୍ରୀଙ୍କୁ ଅଟକାଇଲେ, ଜବରଦସ୍ତି କରି ପିଆଇଦେଲେ ବିଷ, ପଛରେ ଜଣାପଡିଲା ଏହି କାରଣ..
ପିଲିଭୀତ: ଉତ୍ତରପ୍ରଦେଶ ପିଲିଭୀତ ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଜଣେ ସ୍କୁଲ ଛାତ୍ରୀଙ୍କୁ ରାସ୍ତାରେ ଅଟକାଇ ଜବରଦସ୍ତି ବିଷ ପିଆଇଛନ୍ତି କିଛି ଯୁବକ । ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା…
କେଦାରନାଥରେ ବନ୍ୟା ! ଜମୁଛି ଟନ୍ ଟନ୍ ଅଳିଆ ସତ ବାହାର କଲା RTI
ନୂଆଦିଲ୍ଲୀ: କେଦାରନାଥକୁ ନେଇ ପରିବେଶବିଦମାନଙ୍କ ଚିନ୍ତା ବଢ଼ିଯାଇଛି । ନିକଟରେ RTI ପକ୍ଷରୁ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ଭାରତର ଚାରି ଧାମ ମଧ୍ୟରୁ ଗୋଟିଏ ଧାମ କେଦାରନାଥରେ ଟନ୍ ଟନ୍ ପରିମାଣର…