Browsing Category

ଖବର

ଫୋନରେ ନେଟୱାର୍କ Problem ! ଫୋନର ସ୍ପୀଡ୍ ବଢ଼ାଇବା ପାଇଁ କରନ୍ତୁ ଏହି ଉପାୟ

ଓଡ଼ିଶା ଭାସ୍କର: ଆଜିକାଲି ଫୋନ୍ ଦୈନନ୍ଦିନ ଜୀବନର ଏକ ଅଂଶ ବିଶେଷ ପାଲଟି ଯାଇଛି ବୋଲି କହିଲେ ଭୁଲ ହେବନି । ସମସ୍ତ ଜରୁରୀ ତଥ୍ୟ ଯେପରି ଫୋନରେ ହିଁ ଫିଡ଼୍ ହୋଇ ରହିଛି । ପାଖରେ ଫୋନ୍ ନଥିଲେ କେମିତି ଗୋଟେ ଖାଲି ଖାଲି…

ଆସାମରେ ରାହୁଲ ଗାନ୍ଧିଙ୍କୁ ମନ୍ଦିର ଯିବାକୁ ବାରଣ କଲେ; ‘ଆଜି କ’ଣ ଜଣେ ବ୍ୟକ୍ତି ମନ୍ଦିର ଯାଇପାରିବେ’

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଆସାମର ବଟାଦ୍ରାଭା ଥାନ୍ ମନ୍ଦିର କୁ ଯିବାକୁ ବାରଣ କରାଯାଇଛି। ରାହୁଲ ଗାନ୍ଧି ଭାରତ ଯୋଡୋ ନ୍ୟାୟ ଯାତ୍ରା କରୁଛନ୍ତି ଏବଂ ଏହି ଯାତ୍ରା ବର୍ତ୍ତମାନ ଆସାମରେ ଚାଲୁଛି।…

‘ରାମ ନାମ’ ଗୀତ ଶୁଣି ଆମେରିକାରେ ଝୁମିଲେ ଏହି ମହିଳା, ୧୪ ଡ୍ରିଗ୍ରୀ ଶୀତକୁ ନମାନି ଲେହେଙ୍ଗା ପିନ୍ଧି କଲେ ଡ୍ୟାନ୍ସ

ଓଡ଼ିଶା ଭାସ୍କର: ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଦେଶ ବିଦେଶରେ ରାମ ନାମର ଧ୍ୱନୀ ଗୁଞ୍ଜରିତ ହେଉଛି । ଏହା ସହ ସୋସିଆଲ ମିଡ଼ିଆରେ ଭଗବାନ ଶ୍ରୀ ରାମଙ୍କ ସହ ଜଡ଼ିତ ଅନେକ ଗୀତ ମଧ୍ୟ…

ବହୁ ଚର୍ଚ୍ଚିତ ବିଲକିସ୍ ବାନୋ ମାମଲା; ବିଳମ୍ବିତ ରାତିରେ ଆତ୍ମସମର୍ପଣ କଲେ ସମସ୍ତ ଦୋଷୀ

ନୂଆଦିଲ୍ଲୀ: ସୁପ୍ରିମ୍ କୋର୍ଟଙ୍କ ରାୟ ପରେ ରବିବାର ବିଳମ୍ବିତ ରାତିରେ ଗୁଜୁରାଟର ପଞ୍ଚମହଲ ଜିଲ୍ଲାର ଗୋଧ୍ରା ସବ୍ ଜେଲରେ ବିଲକିସ୍ ବାନୋ ମାମଲାର ସମସ୍ତ ୧୧ ଜଣ ଦୋଷୀ ଆତ୍ମସମର୍ପଣ କରିଛନ୍ତି। ସ୍ଥାନୀୟ…

ବାହାନଗା ଟ୍ରେନ୍ ଟ୍ରାଜେଡି; ତତ୍କାଳୀନ ୨ ରେଳ କର୍ମଚାରୀ ଚାକିରିରୁ ବହିଷ୍କୃତ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଗତ ବର୍ଷ ଜୁନ ମାସ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଯାଇଥିବା ମର୍ମନ୍ତୁଦ ଦୁର୍ଘଟଣା ଆଜି ପର୍ଯ୍ୟନ୍ତ ମନରୁ ଲିଭି ନାହିଁ । ଏହି ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କର…

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା; ଦିନ ୧୨ଟା ୧୫ରୁ ୧୨ଟା ୪୫ ଯାଏ, ୩୦ ମିନିଟର ରହିଛି ମାହେନ୍ଦ୍ର ବେଳା

ନୂଆଦିଲ୍ଲୀ: ଆଜି ଅଯୋଧ୍ୟାର ରାମ ମନ୍ଦିରରେ ଥିବା ରାମଲଲାଙ୍କ ମୂର୍ତ୍ତି ପ୍ରାଣ ପ୍ରତିଷ୍ଠା ହେବ। ଭବ୍ୟ ବିଗ୍ରହର ପ୍ରାଣପ୍ରତିଷ୍ଠା ଲାଗି ମାହେନ୍ଦ୍ର ବେଳା ନିର୍ଦ୍ଧାରିତ ହୋଇଛି । ଆଜି ଦିନ ୧୨ଟା ୧୫ରୁ ୧୨ଟା ୪୫ ଯାଏ…

ଆଜି ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା; ମଧ୍ୟାହ୍ନ ୧୨ଟା ୨୦ରୁ ଆରମ୍ଭ ହେବ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଆଜି ଅଯୋଧ୍ୟାର ରାମ ମନ୍ଦିରରେ ଥିବା ରାମଲଲାଙ୍କ ମୂର୍ତ୍ତି ପ୍ରାଣ ପ୍ରତିଷ୍ଠା ହେବ। ଏହି ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ ଏବଂ ଏହାର ଗୋଟିଏ ଦିନ ପରେ ମନ୍ଦିରକୁ…

କୁହୁଡି ଚାଦର ତଳେ ସାରା ଓଡ଼ିଶା; ଟ୍ୱିନ ସିଟିରେ କୋହଲା ପାଗ ସହ ଲାଗିରହିଛି ଝିପିଝିପି ବର୍ଷା

ଭୁବନେଶ୍ବର: ଟ୍ୱିନ ସିଟିରେ କୋହଲା ପାଗ ସହ ଲାଗିରହିଛି ଝିପିଝିପି ବର୍ଷା କଲବଲ ହେଉଛନ୍ତି ଲୋକ । ଉପାନ୍ତରୁ ଉପକୂଳ ସବୁଠି ଦେଖାଦେଇଛି ଏଭଳି ପାଗ । ଘନ କୁହୁଡିର ଚାଦର ତଳେ ସାରା ଓଡ଼ିଶା । ୨୫ ତାରିଖ ପର୍ଯ୍ୟନ୍ତ ଅତି…

ମଙ୍ଗଳ ଗ୍ରହରେ ବି ତିଷ୍ଠିପାରିବ ଜୀବଜଗତ! ମହାକାଶରେ ରହି ପ୍ରମାଣ କରିଦେଲା ଏହି ଜୀବ

ଓଡ଼ିଶା ଭାସ୍କର: ଆମ ଦୁନିଆ ପ୍ରକୃତରେ କେତେ ଅଜବ । ପୃଥିବୀରେ ଏମିତି ଅନେକ ଜିନିଷ ରହିଛି ଯାହାକୁ ଆମେ ଏପର୍ଯ୍ୟନ୍ତ ଏକ୍ସପ୍ଲୋର କରିନାହାନ୍ତି । କିନ୍ତୁ ବୈଜ୍ଞାନିକମାନେ ମହାକାଶରେ ଘୁରି ବୁଲୁଥିବା ଅନ୍ୟ ଗ୍ରହ ଗୁଡ଼ିକ…

ଲୁଚି ଲୁଚି ଆପଣଙ୍କ Secret କଥା ଶୁଣୁଛି Smart Phone…. କେବେ ବି ଫସି ପାରନ୍ତି ଆପଣ

ନୂଆଦିଲ୍ଲୀ: ଟେକ୍ନୋଲୋଜି ଯୋଗୁଁ ଆମ ଜୀବନ ସହଜ ହୋଇଛି ସତ, କିନ୍ତୁ ଏହି କାରଣରୁ ଲୋକଙ୍କ ଗୋପନୀୟତା ମଧ୍ୟ ହଜିଯାଉଛି । ଆପଣ ନିଶ୍ଚୟ ଦେଖିଥିବେ ଯେ ଅନେକ ଥର ଲୋକଙ୍କ ବ୍ୟକ୍ତିଗତ କଥାବାର୍ତ୍ତା, ଭିଡିଓ ଏବଂ ଫଟୋ…