Browsing Category
ଖବର
ଭୁବନେଶ୍ୱରର କେଉଁ ଅଞ୍ଚଳରେ କେତେ ଅପରାଧୀ? ନିର୍ବାଚନ ପୂର୍ବରୁ ପୋଲିସ ହାତରେ ହାର୍ଡକୋର କ୍ରିମିନାଲ ଲିଷ୍ଟ
ଭୁବନେଶ୍ୱର: ଚଳିତବର୍ଷ ହେବାକୁ ଯାଉଛି ସାଧାରଣ ନିର୍ବାଚନ । ଏଥିପାଇଁ ସମସ୍ତ ରାଜନୈତିକ ଦଳ ନିଜ ନିଜ ଅଙ୍କକଷା ଆରମ୍ଭ କରିବା ସହ ପ୍ରଚାର ପ୍ରସାର ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି । କେବଳ ରାଜନୈତିକ ଦଳ ନୁହେଁ,…
ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ମହମ୍ମଦ ଶାମୀ! ମୁଣ୍ଡରେ ପଗଡ଼ି, ବେକରେ ଫୁଲମାଳ ନେଇ ପ୍ରସ୍ତୁତ କ୍ରିକେଟର
ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ତଥା ଅର୍ଜୁନ ପୁରସ୍କାର ପ୍ରାପ୍ତ ମହମ୍ମଦ ଶାମୀ ବର୍ତ୍ତମାନ ଦଳରୁ ବାଦ୍ ରହିଛନ୍ତି । ଆହତ ସମସ୍ୟା ଯୋଗୁଁ ଦକ୍ଷିଣ ଆଫ୍ରିକା ପରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ମଧ୍ୟ…
(Video) ଜିକମିକ ଆଲୁଅରେ ଝଲସି ଉଠୁଛି ରାମ ମନ୍ଦିର: ଫୁଲର ଦୋଳିରେ ଖେଳୁଛି ଅଯୋଧ୍ୟା
ଅଯୋଧ୍ୟା: ଅଯୋଧ୍ୟା ନଗରୀର ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିରରେ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି । ୨୨ ତାରିଖରେ ଗର୍ଭଗୃହରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ…
(Video)ରାହୁଲଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ସମୟରେ ଭଙ୍ଗାରୁଜା କଲେ ବିରୋଧୀ
ଦିଶପୁର: ଜାନୁଆରି ୧୪ ତାରିଖରେ ମଣିପୁରରୁ ରାହୁଲ ଗାନ୍ଧୀ ଭାରତ ଯୋଡ ନ୍ୟାୟ ଯାତ୍ରା ନାମରେ ନିଜର ଦ୍ୱିତୀୟ ରାଜନୈତିକ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଯାତ୍ରା ୬୬ ଦିନରେ ୧୫ଟି ରାଜ୍ୟ ଓ ୧୧୦ଟି ଜିଲ୍ଲା ଦେଇ ଯିବ।…
ପୁଣି ଭାରତ ଭିତରକୁ ପ୍ରବେଶ କଲେ ମିଆଁମାର ସେନା: କ’ଣ ରହିଛି ଉଦ୍ଦେଶ୍ୟ?
ନୂଆଦିଲ୍ଲୀ: ପଡ଼ୋଶୀ ରାଷ୍ଟ୍ର ମିଆଁମାରରେ ବର୍ତ୍ତମାନ ତିକ୍ତତା ଲାଗି ରହିଛି । ଏହାର ପ୍ରଭାବ କେବଳ ମିଆଁମାର ଦେଶ ନୁହେଁ, ଭାରତର ସୀମାରେଖାରେ ମଧ୍ୟ ଦେଖିବାକୁ ମିଳିଛି । ନିକଟରେ ମିଆଁମାରର କିଛି ସୈନ୍ୟବାହିନୀ…
ବାବର ରୋଡ ସାଇନ୍ ବୋର୍ଡରେ ‘ଅଯୋଧ୍ୟା ମାର୍ଗ’ ପୋଷ୍ଟର ଲଗାଇଲା ହିନ୍ଦୁ ସେନା, ହଟାଇଲା ପ୍ରଶାସନ
ନୂଆଦିଲ୍ଲୀ: ହିନ୍ଦୁ ସେନାର କର୍ମକର୍ତ୍ତାମାନେ ନୂଆଦିଲ୍ଲୀର ବାବର ରୋଡରେ ଥିବା ଏକ ସାଇନ୍ ବୋର୍ଡରେ 'ଅଯୋଧ୍ୟା ମାର୍ଗ' ନାମରେ ଏକ ପୋଷ୍ଟର ଲଗାଇଛନ୍ତି। କିନ୍ତୁ ପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ହଟାଇ ଦିଆଯାଇଥିଲା।…
ପୁଣି କାଳ ସାଜିଲା ଗୁଡ଼ି ସୂତା; କାଠଯୋଡ଼ି ବ୍ରିଜ୍ ଉପରେ ବେକରେ ଗୁଡ଼ିସୂତା ଲାଗି ବ୍ୟକ୍ତି ଗୁରୁତର
କଟକ: ମାଞ୍ଜା ସୂତାରେ ଗୁଡ଼ି ଉଡାଇବା ପାଇଁ ସରକାର ବ୍ୟାନ କରିଥିଲେ ବି ଏହି ନିୟମକୁ ପାଳନ କରାଯାଉ ନଥିବା ଦେଖାଯାଇଛି। ଯାହାର ପରିଣାମସ୍ବରୂପ ଅକାରଣରେ ଲୋକଙ୍କ ଜୀବନପ୍ରତି ବିପଦ ସୃଷ୍ଟି ହେଉଛି। ପୁଣି ଗୁଡ଼ି ସୂତା…
(Video) ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସାରା ଦେଶରେ ଉତ୍ସାହ; ବାଦ ପଡିଲାନି ସ୍କୁଲ ପରିସର
ମୁମ୍ଵାଇ: ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସମଗ୍ର ଦେଶ ରାମ ଭକ୍ତିରେ ଲିପ୍ତ । ଦେଶର ବିଭିନ୍ନ ରାଜ୍ୟରେ ଭଗବାନ ରାମଙ୍କ ଉପରେ ଆସ୍ଥାର…
ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ବିରୋଧରେ ଆସାମରେ ଏତଲା ରୁଜୁ
ନୂଆଦିଲ୍ଲୀ: ଆସାମରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଏବଂ ଏହାର ମୁଖ୍ୟ ଆୟୋଜକ କେବି ବାଇଜୁଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି । ଏତଲା ରୁଜୁ ହେବା ନିଶ୍ଚିତ କରି ଜୋରହାଟ ଆରକ୍ଷୀ ଅଧୀକ୍ଷକ ମୋହନ ଲାଲ…
ଷ୍ଟାଲିନଙ୍କୁ ସାହାରା ଦେଲେ ମୋଦୀ, ଭାଇରାଲ ହେଉଛି ଭିଡ଼ିଓ…
ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଚେନ୍ନାଇରେ ‘ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ୍’ର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ. କେ ଷ୍ଟାଲିନ୍ ମଧ୍ୟ ଉପସ୍ଥିତ ଥିଲେ । ଏହି…