CHARIDHAM
Browsing Category

ଖବର

30 ଦିନ ଯାଏଁ ନିଜ ପ୍ରିୟ ରାଶିରେ ରହିବେ ସୂର୍ଯ୍ୟଦେବ, ଆଜିଠୁ ଏହି ରାଶିଙ୍କର ଆରମ୍ଭ ହେଲା ଗୋଲ୍ଡେନ୍ ଟାଇମ୍

ଓଡ଼ିଶା ଭାସ୍କର: ସିଂହ ରାଶିରେ ସୂର୍ଯ୍ୟଙ୍କ ଗୋଚରକୁ ବହୁତ ବିଶେଷ ବୋଲି ବିବେଚନା କରାଯାଏ। କୁହାଯାଏ ଯେ ଯେତେବେଳେ ବି ଗ୍ରହମାନଙ୍କର ରାଜା ସୂର୍ଯ୍ୟ ଏହି ରାଶିରେ ପ୍ରବେଶ କରନ୍ତି, ତାଙ୍କର ସ୍ଥିତି ବହୁତ ମଜବୁତ…

ଜଲଦି ଅବସର ନେବେ ବୁମରା ! ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ବୟାନ, କାହିଁକି ଏତେ ଶୀଘ୍ର ଅବସର…

ଓଡ଼ିଶା ଭାସ୍କର: କ୍ରିକେଟର ଏବଂ ବର୍ତ୍ତମାନ ଭାଷ୍ୟକାର ଭୂମିକାରେ ଦେଖାଯାଉଥିବା ଆକାଶ ଚୋପ୍ରା ବିଶ୍ୱାସ କରନ୍ତି ଯେ ଜସପ୍ରିତ ବୁମରାହ ଭବିଷ୍ୟତରେ ଅଧିକ ଟେଷ୍ଟ ମ୍ୟାଚ୍ ଖେଳିବେ ନାହିଁ। ତଥାପି, ସେ ବୁମରାଙ୍କୁ ସମୟ…

“ଯାହା କରୁଚୁ କର, ମୁଁ ଲୋକାଲ ପିଲା, ଚାଲାଣ ଦେବିନି”…ରାଗିଗଲେ ଟୋଲ୍ କର୍ମଚାରୀ, ଯବାନଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ…ଦେଖନ୍ତୁ ଭିଢିଓ

ମିରଟ: ଉତ୍ତରପ୍ରଦେଶର ମିରଟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଥିବା ଭୁନି ଟୋଲ ପ୍ଲାଜାରେ ଭାରତୀୟ ସେନାର ଜଣେ ଯବାନଙ୍କୁ ଖୁଣ୍ଟରେ ବାନ୍ଧି ଅତି ନିଷ୍ଠରୁ ଭାବରେ ମାଡ଼ ମରାଯାଇଛି । ଯାହାରା ଭିଡିଓ…

୧୮ ଅଗଷ୍ଟ, ୧୮ ନମ୍ୱର ଜର୍ସି, ୧୭ ବର୍ଷ ପୂର୍ବରୁ ଆଜିର ଦିନରେ ଆରମ୍ଭ ହୋଇଥିଲା କୋହଲିଙ୍କ କିଙ୍ଗ ବନିବାର ସଫର୍

ନୂଆଦିଲ୍ଲୀ: ୧୮ ଅଗଷ୍ଟ, ଏହି ତାରିଖକୁ ବିରାଟ କୋହଲି ଏବଂ ତାଙ୍କ ପ୍ରଶଂସକମାନେ କେବେ ଭୁଲିପାରିବେ ନାହିଁ। ପ୍ରକୃତରେ ୨୦୦୮ ମସିହାର ଏହି ଦିନରେ ବିରାଟ କୋହଲି ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ଏବଂ ସେବେଠାରୁ…

DA Hike: ଦୀପାବଳି ଖୁସିର ବର୍ଷା, GST ରିଫର୍ମ ସହ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କରିପାରନ୍ତି ସରକାର

ନୂଆଦିଲ୍ଲୀ: ଏଥର ଦୀପାବଳିରେ କେନ୍ଦ୍ର ସରକାର ତାଙ୍କ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଉପହାର ଆଣିପାରନ୍ତି । ଗୋଟିଏ ପଟେ ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ସହାୟତା ବୃଦ୍ଧି ପାଇଁ ପ୍ରସ୍ତୁତି ଚାଲିଥିବା…

ହାଇଟେକରେ ପାଳନ ହେଲା ବିଶ୍ୱ ଅଙ୍ଗଦାନ ଦିବସ ,ସଚେତନତାର ବାର୍ତ୍ତା ବାଣ୍ଟିଲେ ସହସ୍ରାଧିକ ବିଦ୍ୟାର୍ଥୀ

ଭୁବନେଶ୍ୱର: ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ବିଶ୍ୱ ଅଙ୍ଗଦାନ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରୋଟାରୀ ଇଣ୍ଟରନେସନାଲ୍‌ର ଡିଷ୍ଟ୍ରିକ୍ ଗଭର୍ଣ୍ଣର ମନୋଜ ତ୍ରିପାଠୀ ଯୋଗଦାନ…

ଚମତ୍କାର ନା ବିଜ୍ଞାନ ! ମୁଣ୍ଡ କାଟିଦେଲେ ମଧ୍ଯ ମରେନି ଏ ଅଦ୍ଭୁତ ଜୀବ, ଜାଣି ନ ଥିବେ ହେଲେ ସବୁବେଳେ ଦେଖୁଥିବେ…

ଓଡ଼ିଶା ଭାସ୍କର: ସାଧାରଣତଃ ଯଦି କୌଣସି ପ୍ରାଣୀର ମୁଣ୍ଡ କାଟି ଦିଆଯାଏ, ତେବେ ସେ ବଞ୍ଚିପାରେ ନାହିଁ ଏବଂ ପ୍ରାୟ ତୁରନ୍ତ ମରିଯାଏ। ଏହା ମଧ୍ୟ କୁହାଯାଏ ଯେ କୌଣସି ପ୍ରାଣୀର ଜୀବନ ତା'ର ଗଳାରେ ରହିଥାଏ, ଯଦି ତାହା…

ପୁଣି ଭୁଶୁଡ଼ିଲା ବିମାନବନ୍ଦର ପାଚେରୀ, ଲଗାଣ ବର୍ଷାରେ ଭାଙ୍ଗିଲା 20 ଫୁଟର କାନ୍ଥ

ମାଲକାନଗିରି: ପୁଣି ଭୁଶୁଡ଼ିଲା ବିମାନବନ୍ଦର ପାଚେରୀ । ପ୍ରବଳ ବର୍ଷାରେ ଭାଙ୍ଗିଲା ମାଲକାନଗିରି ଏଆରପୋର୍ଟ ପାଚେରୀ । ବର୍ଷା ପାଣି ଧୋଇନେଲା 20 ଫୁଟ ପାଚେରୀ । ନିମ୍ନମାନର କାମ ଯୋଗୁଁ ପାଚେରୀ ଭୁଶୁଡ଼ି ପଡ଼ିଥିବା…

ଘର ମାଲିକଙ୍କ ପାଇଁ ବଡ଼ ଖବର, ନୂଆ ଟିକସ ନିୟମାନୁସାରେ ଏଣିକି ପାଇବେ ବଡ଼ ରିହାତି, ଜାଣନ୍ତୁ ଡିଟେଲ୍ସ…

ଓଡ଼ିଶା ଭାସ୍କର: ଯଦି ଆପଣ ଜଣେ ଆୟକରଦାତା, ତେବେ ଏହି ଖବର ଆପଣଙ୍କ ପାଇଁ ବିଶେଷ ଗୁରୁତ୍ୱ ରଖିପାରେ। ଆପଣଙ୍କୁ ଜଣାଇ ଦେଉଛୁ ଯେ ନିକଟରେ କେନ୍ଦ୍ର ସରକାର ନୂଆ ଆୟକର ବିଲ୍ ଆଗତ କରିଛନ୍ତି। ଏହି ଆୟକର ବିଲ୍ ଆଗତ…

Union Bankରେ ଜମା କରନ୍ତୁ 2 ଲକ୍ଷ ଏବଂ ସୁଧ ପାଆନ୍ତୁ 31 ହଜାର, ଜାଣନ୍ତୁ କେମିତି

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ହାରରେ ୧.୦୦ ପ୍ରତିଶତ ହ୍ରାସ କରିଛି । ଫେବୃଆରୀ, ଏପ୍ରିଲ ଏବଂ ଜୁନ୍ ମାସରେ RBI ରେପୋ ହାର ହ୍ରାସ କରିଥିଲା। କିନ୍ତୁ ଅଗଷ୍ଟରେ ରେପୋ ହାରକୁ ୫.୫୦ ପ୍ରତିଶତରେ…