Browsing Category

ଖବର

(VIDEO) କାଳିଆ ପ୍ରେମରେ ପାକିସ୍ତାନୀ ଭକ୍ତ; ଜଗନ୍ନାଥଙ୍କୁ ଦେଖି ଭାବବିହୋଳ ହୋଇ କାନ୍ଦିଲେ ଶ୍ରଦ୍ଧାଳୁ

ପୁରୀ: ଜଗତର ନାଥ ଜଗନ୍ନାଥଙ୍କ ଳିଳା ଅପାର । ତା ପାଇଁ ସମଗ୍ର ବିଶ୍ୱ ହେଉଛି ଘର । ସେ ପ୍ରେତ୍ୟକ ବ୍ୟକ୍ତିର ହୃଦୟରେ ବିରାଜମାନ କରିଛନ୍ତି । ତେବେ ସେ ହିନ୍ଦୁ ହେଉ କି ମୁସଲମାନ ହେଉ କିମ୍ବା ଖ୍ରୀଷ୍ଟିଆନ । ସମସ୍ତଙ୍କୁ…

(Video)ଚଳନ୍ତା ମେଟ୍ରୋରୁ ଡେଇଁ ପଡିଲେ ଯୁବକ, ଆଉ ତାପରେ କଣ ହେଲା ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ:ମେଟ୍ରୋରେ ଯାତ୍ରା କରିବା ସମୟରେ ଅଧିକାଂଶ ଲୋକ ନିୟମ ମାନନ୍ତି ନଥିବାର ଆମେ ଦେଖିଛୁ। ଏବଂ ଏହା କାହିଁକି କରନ୍ତି ତାହା କାହାରିକୁ ଜଣ ନାହିଁ , ଏହାସହ ଟ୍ରେନର ଏହି ନିୟମ କେବଳ ଲୋକଙ୍କ ସୁରକ୍ଷା ପାଇଁ…

ଆପଣଙ୍କ ନିକଟକୁ କେବିସିର ମେସେଜ ଆସୁଛି କି? ହୋଇଯାଆନ୍ତୁ ସାବଧାନ, ନଚେତ୍ ଖାଲି ହୋଇଯିବ ଆକାଉଣ୍ଟ

ଦେଶର ସବୁଠୁ ବଡ ରିଅଲିଟି ଟିଭି ଗେମ୍ ସୋ କୋନ୍ ବନେଗା କରୋଡପତି(କେବିସି) ର ୧୪ ତମ ସିଜନ୍ ଚାଲିଛି । ଏହି ସମୟରେ ଏହି ସୋ କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଯାହାକି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।…

ସୁଟକେସ୍‌ରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ

ଖୋର୍ଦ୍ଧାା: ଯୁବକଙ୍କୁ ହତ୍ୟା କରି ସୁଟକେସ୍‌ରେ ପୁରାଇ ଜଙ୍ଗଲରେ ଫିଙ୍ଗିଦେଲେ ଦୁର୍ବୁତ୍ତ। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଖୌର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଞ୍ଚଳରେ। ହରିପୁର ଫରେଷ୍ଟ ଜଙ୍ଗଲରୁ ଏହି ସୁଟକେସ୍…

ଭାରତୀୟ ନୌସେନା ନିଯୁକ୍ତି ୨୦୨୩: ଏପରି କରନ୍ତୁ ଏସଏସସି ଆଇଟି ପଦବୀରେ ଆବେଦନ

ନୂଆଦିଲ୍ଲୀ: ଭାରତୀୟ ନୌସେନା ଏସଏସସି କାର୍ଯ୍ୟନିର୍ବାହୀ ଖାଲି ପଦବୀ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଆଗ୍ରହୀ ପ୍ରାର୍ଥୀମାନେ ଏହି ପୋଷ୍ଟ ପାଇଁ ଯୋଗ୍ୟତା ସମାପ୍ତ ବିଜ୍ଞପ୍ତି ପଢି ଅନଲାଇନରେ ଆବେଦନ କରିପାରିବେ ।…

ଗଜବ ପ୍ରିପେଡ୍ ପ୍ଲାନ! ୧୮୦ ଦିନ କରିବାକୁ ପଡିବ ନାହିଁ ମୋବାଇଲ ରିଚାର୍ଜ

ନୂଆଦିଲ୍ଲୀ: ବହୁ ସମୟ ପର୍ଯ୍ୟନ୍ତ ମୋବାଇଲ ରିଚାର୍ଜରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି କି? ତେବେ ଭୋଡାଫୋନ-ଆଇଡିଆ ଆପଣଙ୍କ ପାଇଁ ଏକ ଖାସ ଉପାୟ ଆଣିଛି । ଏହି ପ୍ଲାନରେ ଆପଣଙ୍କୁ ବହୁ ଆଡିସନାଲ ବେନିଫିଟ ମଧ୍ୟ ମିଳିବ…

ନ୍ୟୁଜରୁମ୍‌କୁ ଗ୍ରାସିଲା ଆର୍ଥିକ ମାନ୍ଦାବସ୍ତା, ବଡ଼ ଛଟେଇ କଲେ ଆମରିକାର ଗଣମାଧ୍ୟମ ସଂସ୍ଥା

ନୂଆଦିଲ୍ଲୀ: ଆମେରିକାରେ ଆରମ୍ଭ ହୋଇଥିବା ଆର୍ଥିକ ମାନ୍ଦାବସ୍ତା ଏବେ ସମଗ୍ର ବିଶ୍ୱକୁ ଗ୍ରାସ କରିବାରେ ଲାଗିଛି। ଏହାର ପ୍ରଭାବରେ ଆମେରିକାର ବିଭିନ୍ନ କ୍ଷେତ୍ରରେ ଛଟେଇ ଜାରି ରହିଛି। ଏବେ ମାନ୍ଦାବସ୍ତାର ପଞ୍ଜାରେ…

ଆତଙ୍କବାଦୀଙ୍କୁ ଚିହ୍ନିଥିବା ଦେବିକା ରୋଟାୱନ, ସାମିଲ ହେଲେ ଭାରତ ଯୋଡ଼ ଯାତ୍ରାରେ

ଜୟୀପୁର: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରାରେ ଦେବିକା ରୋଟାୱନ ନାମକ ଯୁବତୀ ଅଂଶୀଦାର ହୋଇଛନ୍ତି । ଦେବିକା ନଭେମ୍ବର ୨୬/୧୧ ଆତଙ୍କବାଦୀ ଆକ୍ରମଣରେ ଶିକାର ହୋଇଥିଲେ ଏବଂ ସେମାନଙ୍କ ବିରୋଧରେ ସାକ୍ଷୀ ଦେଇଥିଲେ ।…

ସମସ୍ତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ହେବ ଅଭିଭାବକ-ଶିକ୍ଷକ ବୈଠକ, ଚିଠି ଲେଖିଲେ ଗଣଶିକ୍ଷା ବିଭାଗ କମିଶନର

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୨୮ ତାରିଖରେ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ସ୍କୁଲରେ ଅଭିଭାବକ-ଶିକ୍ଷକ ବୈଠକ ଅନୁଷ୍ଠିତ ହେବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ସଚିବ…

ଚୀନକୁ ଚକମା ଦେବ ‘ପ୍ରଳୟ’, ଉତ୍ତର-ପୂର୍ବ ଭାରତରେ ଏକ ବଡ଼ ଧରଣର ଯୁଦ୍ଧାଭ୍ୟାସ

ନୂଆଦିଲ୍ଲୀ: ଚୀନ୍କୁ ଚକମା ଦେବ‘ପ୍ରଳୟ’ । ଅର୍ଥାତ ଚୀନ୍ ସହିତ ଚାଲିଥିବା ବିବାଦ ମଧ୍ୟରେ ଆମର ବାୟୁସେନା ଉତ୍ତର-ପୂର୍ବ ଭାରତରେ ଏକ ବଡ଼ ଧରଣର ଯୁଦ୍ଧାଭ୍ୟାସ କରିବାକୁ ଯାଉଛି । ଏହାର ନାମ ‘ପ୍ରଳୟ’ ରଖାଯାଇଛି ।…