Browsing Category
ଖବର
୨୦୨୩ ହକି ବିଶ୍ୱ କପ୍ କୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା
ଭୁବନେଶ୍ୱର: ଚଳିତ ଥର ପୁରୁଷ ହକି ବିଶ୍ୱ କପ୍ ଓଡିଶାରେ ହେବାକୁ ଯାଉଛି । ଯାହାକୁ ନେଇ ଚଳଚଞ୍ଚଳ ହୋଇଛି ଓଡିଶାର ଅନେକ ସହର । ତେବେ ହକି ବିଶ୍ୱ କପ୍ ପାଇଁ ସରକାର ମଧ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା କରିବା ସହ ବିଭିନ୍ନ…
ହତ୍ୟାକାରୀ ଅଫତାବ ନ୍ୟାୟାଳୟକୁ ମାଗିଲା ଆଇନ ବହି
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ପ୍ରେମିକାଙ୍କୁ ହତ୍ୟାକରି ୩୫ ଖଣ୍ଡ କରିବା ଘଟଣାରେ ଅପରାଧୀଙ୍କୁ ନେଇ ଅନ୍ୟ ଏକ ଆଶ୍ଚର୍ଯ୍ୟ ଜନିତ କଥା ସାମ୍ନାକୁ ଆସିଛି । ଶ୍ରଦ୍ଧା ୱାଲକରଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଅଫତାବ ଅମିନ…
(VIDEO) ରିଲିଜ ହେଲା ପଠାନ ଫିଲ୍ମର ଟ୍ରେଲର; ଦୀପିକାଙ୍କ ଉପରେ ରହିଛି ସମସ୍ତଙ୍କ ନଜର
ମୁମ୍ବାଇ: ପଠାନ ଫିଲ୍ମର ପୋଷ୍ଟର ରିଲିଜ ପରଠାରୁ ଏହା ସର୍ବଦା ଚର୍ଚ୍ଚାରେ ରହି ଆସିଛି । ଟ୍ରୋଲର ମାନେ ଏହିି ଫିଲ୍ମକୁ ନେଇ ଅନକେ ଟ୍ରଲ କରିଥିବା ବେଳେ ଏଥିରେ ଥିବା ଗୀତକୁ ନେଇ ମଧ୍ୟ ବାଦବିବାଦ ଦେଖାଦେଇଥିଲା । ତେବେ…
ଥଣ୍ଡାରୁ ରକ୍ଷା ପାଇବା ପାଇଁ ଚୂଲି ଲଗାଇ ଶୋଇଥିଲେ ପରିବାର, ଶ୍ୱାସରୁଦ୍ଧରେ ୩ମୃତ
ରାଜସ୍ଥାନ: କଠିନ ଶୀତରୁ ରକ୍ଷା ପାଇବା ପାଇଁ କିଏ ରୁମ ହିଟର ଲଗାଇ ଶୋଉଛି ତ କିଏ ଚୂଲି ଜଳାଇ ଶୋଉଛି । ହେଲେ କିଏ ଜାଣିଛି ଏହି ଥଣ୍ଡାରୁ ରକ୍ଷା ପାଇବାର ଉପାୟ କେତେବେଳେ ଜୀବନ ନେଇ ଯିବ ତାହା କେହି ଜାଣି ନାହାନ୍ତି ।…
ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଧରାପଡ଼ିଲେ କନିଷ୍ଠ କିରାଣୀ, ୬ଟି ସ୍ଥାନରେ ଭିଜିଲାନ୍ସର ଚଢାଉ
ରାଉରକେଲା: ରାଜ୍ୟରେ କିଛିଦିନ ହେବ ଭିଜିଲାନ୍ସ ଅଧିକାରୀ କଡ଼ା ତଦନ୍ତ ଜାରି ରଖିଛନ୍ତି । ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ନେଇ ସରକାରୀ କର୍ମଚାରୀ ଦୁର୍ନୀତିଗ୍ରସ୍ତ ହେଉଛନ୍ତି । ବର୍ତ୍ତମାନ ପ୍ରତିଦିନ ପରିସ୍ଥିତି…
ଭୂକମ୍ପରେ ଥରିଲା ଇଣ୍ଡୋନେସିଆ; ରିକ୍ଟର ସ୍କେଲରେ ତିବ୍ରତା ୭.୭ ମ୍ୟାଗ୍ନିଚୁଡ୍ ରେକର୍ଡ
ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ପୁଣି ଥରେ ଭୂମିକମ୍ପ ଝଟକା ଅନୁଭୁତ ହୋଇଛି । ଫଳରେ ଇଣ୍ଡୋନେସିଆର ତୁଆଲ କ୍ଷତ୍ରେ କମ୍ପି ଉଠିଛି । ତେବେ ଗତକାଲି ବିଳମ୍ବିତ ରାତିରେ ଏହି ଭୂକମ୍ପ ହୋଇଥିବା ସୂଚନା ମିଳିଛି । ତେବେ ଏହାର…
ଭାଷଣ ପରିବର୍ତ୍ତନକୁ ନେଇ ବିରୋଧ; ବିଧାନସଭା ଛାଡି ଚାଲିଗଲେ ରାଜ୍ୟପାଳ
ତାମିଲନାଡୁ: ତାମିଲନାଡୁର ବିଧାନସଭାବରେ ଏକ ଅଭାବନୀୟ ଘଟମା ଦେଖିବାକୁ ମିଳିଛି । ଯାହାଫଳରେ ବର୍ତ୍ତମାନ ସେଠାରେ କିଛି ମାତ୍ରାରେ ଉତ୍ତେଜନା ପ୍ରକାଶ ପାଇଛି । ତେବେ ରାଜ୍ୟପାଳ ରାଗି ଚାଲିଯିବାରୁ ଏପରି ପରିସ୍ଥିତ…
ସମ୍ପତ୍ତି ତାଲିକା ଦାଖଲ ନ କଲେ ଦରମା ବନ୍ଦ, ସୂଚନା ଦେଲେ କୃଷି ବିଭାଗ ପ୍ରମୁଖ ସଚିବ
ଭୁବନେଶ୍ୱର: ରାଜ୍ୟରେ ଦୁର୍ନୀତି କମାଇବା ପାଇଁ ବହୁଦିନରୁ ସରକାର ପ୍ରୟାସ କରିଆସୁଥିବା ବେଳେ ଆଜି ତାହା କାର୍ଯ୍ୟକାରୀ ହେବାକୁ ଯାଉଛି। ସେଥିପାଇଁ ବିଭାଗୀୟ କର୍ମଚାରୀ କୃଷି ବିଭାଗକୁ ଚରମବାଣୀ ଦେଇଛି । ବର୍ତ୍ତମାନ…
ଗୋଆ ଆସୁଥିବା ବିମାନରେ ବୋମା ଭୟ; ଗୁଜୁରାଟରେ ଜରୁରୀ ଅବତରଣ
ନୂଆଦିଲ୍ଲୀ: ମସ୍କୋରୁ ଗୋଆ ଆସୁଥିବା ବିମାନ ଗୁଜୁରାଟର ଜାମନଗରରେ ଜରୁରୀ ଆବତରଣ କରିଛି । ତେବେ ବିମାନରେ ବୋମା ଥିବା ସୂଚନା ମିଳିବା ପରେ ଏପରି ନିଷ୍ପତ୍ତି ନିଆଯାଇଛି । ତେବେ ଜାମନଗର ବିମାନ ବନ୍ଦରରେ ଏନ୍ଏସଜି ଓ…
କାହିଁକି ହ୍ରାସ ପାଉଛି ମତଦାନ ହାର ? ସଂସଦୀୟ କମିଟିକୁ କାରଣ କହିଲେ ନିର୍ବାଚନ କମିଶନ
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ସମେତ ଅନେକ ସହରାଞ୍ଚଳ ତଥା ଗ୍ରାମାଞ୍ଚଳରେ ଦେଖିବାକୁ ମିଳୁଛି ଯେ, ଲୋକେ ନିଜର ମତଦାନ କରିବା ପାଇଁ କୁଣ୍ଠାବୋଧ କରୁଛନ୍ତି। ଯେଉଁଥିପାଇଁ ଅନେକ ନିର୍ବାଚନରେ ମତଦାନ ହାର ହ୍ରାସ…