Browsing Category
ଖବର
ମନ୍ତ୍ରୀପଦ ଛାଡ଼ିବେ ବିଜେପି ସାଂସଦ ସୁରେଶ ଗୋପୀ! ଶପଥ ପରେ ଆଜି ଏଭଳି କାରଣ ଦେଲେ ଅଭିନେତା
ନୂଆଦିଲ୍ଲୀ: କେରଳର ପ୍ରଥମ ବିଜେପି ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି ଅଭିନେତା ତଥା ରାଜନେତା ସରେଶ ଗୋପୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସୁରେଶ ମଧ୍ୟ ରାଷ୍ଟ୍ରପତି ଭବନରେ କେନ୍ଦ୍ର ରାଜ୍ୟମନ୍ତ୍ରୀ…
ଓଡ଼ିଶାର ମୁଖ୍ୟମନ୍ତ୍ରୀ ବାଛିବେ କ୍ୟାବିନେଟ ମନ୍ତ୍ରୀ: ରାଜନାଥ-ଭୂପେନ୍ଦ୍ରଙ୍କୁ ମିଳିଲା ପ୍ରମୁଖ ଦାୟିତ୍ୱ
ଭୁବନେଶ୍ୱର: ଓଡିଶାରେ କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ ଏନେଇ ଅନେକ ସସପେନ୍ସ ବଢିବାରେ ଲାଗିଛି । ଧର୍ମେନ୍ଦ୍ର ପ୍ରଧାନ ମୋଦୀ କ୍ୟାବିନେଟର ସଦସ୍ୟତା ହାସଲ କରିବା ପରେ ଏହି ଚର୍ଚ୍ଚା ଆହୁରି ଜୋର ଧରିଛି । ତେବେ ଓଡିଶାର…
Modi 3.0; ମୋଦୀ କ୍ୟାବିନେଟରେ କେଉଁ ରାଜ୍ୟରୁ କେତେ ମନ୍ତ୍ରୀଙ୍କୁ ସୁଯୋଗ? ଦେଖନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ
ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀଙ୍କ ସହ ମୋଦୀ ୩.୦ କ୍ୟାବିନେଟର ମୋଟ ୭୧ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରୁଛନ୍ତି । ଏଥିରେ ବିଭିନ୍ନ ରାଜ୍ୟରୁ ଉପଯୁକ୍ତ ନେତାଙ୍କୁ ନିଜ କ୍ୟାବିନେଟରେ ସାମିଲ କରିଛନ୍ତି…
(Video) ଶପଥ ଗ୍ରହଣରେ ଅଧାରୁ ରୋକିଦେଲେ ରାଷ୍ଟ୍ରପତି: ବଡ଼ ଭୁଲ କରିଦେଲେ ମୋଦୀଙ୍କ କ୍ୟାବିନେଟ ମନ୍ତ୍ରୀ
ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦୀ । ନିର୍ବାଚନରେ ବହୁମତ ପାଇବା ପରେ ଏନଡିଏ ସରକାରରେ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ଚୟନ କରାଯାଇଛି ।…
ଟିମ ଇଣ୍ଡିଆର ବୋଲିଂ ଆଗରେ ପାକିସ୍ତାନ ଫେଲ: ୬ ୱିକେଟରେ ମାତ୍ ଦେଲା ରୋହିତ ସେନା
ନ୍ୟୁୟର୍କ: ବର୍ଷା ପରେ ବି ଭାରତ-ପାକିସ୍ତାନ ମ୍ୟାଚରେ ରୋମାଞ୍ଚକର ମ୍ୟାଚ ଦେଖିବାକୁ ପାଇଛନ୍ତି ଦର୍ଶକ । ବିଶ୍ୱକପରେ ଭାରତ-ପାକିସ୍ତାନ ଭଳି ହାଇ ଭୋଲଟେଜ ମ୍ୟାଚ ପୂର୍ବରୁ ବର୍ଷା ବାଧା ଦେଇଥିବା ବେଳେ ଶେଷ ବଲରେ ବିଜୟ…
ମୋଦୀ ସରକାର ୩.୦ରେ ଉପାଧ୍ୟକ୍ଷରୁ ଅଧ୍ୟକ୍ଷ ହେବେ ବୈଜୟନ୍ତ! ଜେପି ନଡ୍ଡାଙ୍କୁ ମିଳିଲା କ୍ୟାବିନେଟ ପାହ୍ୟା
ଓଡ଼ିଶା ଭାସ୍କର: ୨୦୨୪ ନିର୍ବାଚନରେ ବହୁମତ ପାଇବା ପରେ ଆଜି ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦୀ । ଏହାସହିତ ଦେଶର ୭୧ ମନ୍ତ୍ରଙ୍କୁ ମଧ୍ୟ କେନ୍ଦ୍ର କ୍ୟାବିନେଟ ପାହ୍ୟା ପ୍ରଦାନ କରାଯାଇଛି । ଅମିତ…
Reel ନୁହେଁ, ଏବେ Real ‘ମୁଖ୍ୟମନ୍ତ୍ରୀ’! ସିଦ୍ଧାନ୍ତ ମହାପାତ୍ରଙ୍କୁ ବିଜେପି ଦେବ କି CM ପଦବୀ? ଚର୍ଚ୍ଚା ଜୋରଦାର
ଓଡ଼ିଶା ଭାସ୍କର: ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦୀ । ତୃତୀୟ ଥର ମୋଦୀ ଏହି ପଦରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହାସହିତ ମୋଦୀ କ୍ୟାବିନେଟର ମୋଟ ୭୧ ଜଣ ମନ୍ତ୍ରୀ ମଧ୍ୟ ଏଥିରେ ଶପଥ…
(Video) ଘାଟିରେ ଓଲଟିଲା ଶ୍ରଦ୍ଧାଳୁ ବୋଝେଇ ବସ୍, ୧୦ ମୃତ, ଆତଙ୍କବାଦୀ ଆକ୍ରମଣ ସନ୍ଦେହ
ନୂଆଦିଲ୍ଲୀ: ରବିବାର ଦିନ ଜାମ୍ମୁ କାଶ୍ମୀରରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଘାଟିରେ ଓଲଟି ପଡିଛି। ଏହି ବସ୍ ରେସି ଜିଲ୍ଲାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ପ୍ରାରମ୍ଭିକ ଖବର ଅନୁଯାୟୀ,…
(Video) ଟଏଲେଟରୁ ଭିଡିଓ କଲ କଲେ ମେୟର, ଜୁମ ମିଟିଙ୍ଗରେ ହୋଇଗଲା ଗଡ଼ବଡ଼
ନୂଆଦିଲ୍ଲୀ: ବ୍ରାଜିଲର ରିଓ ଡି ଜେନେରିଓର ମେୟର cesar maiaଙ୍କ ସହ ଏକ ଲଜ୍ଜାଜନକ ଘଟଣା ଘଟିଛି। ସେ ଜାଣିଶୁଣି ଶୌଚାଳୟରେ ବସିଥିବା ବେଳେ ସାଥୀ ପରିଷଦ ସଦସ୍ୟମାନଙ୍କ ସହିତ ଜୁମ୍ ମିଟିଂରେ ଯୋଗ ଦେଇଥିଲେ | ଦି…
Modi 3.0 Cabinet: ମୋଦୀ କ୍ୟାବିନେଟରେ କେତେ ଜଣ ମନ୍ତ୍ରୀଙ୍କ ଶପଥପାଠ? ଜାଣନ୍ତୁ କେଉଁ ଜାତିରୁ କାହାକୁ ମିଳିଲା ମନ୍ତ୍ରୀପଦ
ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ଆଜି ମୋଦୀ ୩.୦ କ୍ୟାବିନେଟର ମୋଟ ୭୧ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରୁଛନ୍ତି । ଏଥିରେ ପ୍ରାୟ ୨୧ ଜଣ ସବର୍ଣ୍ଣ ରହିଥିବା ବେଳେ ୨୭ ଜଣ ଓବିସି, ୧୦ ଜଣ ଦଳିତ ଏବଂ ୫ ଜଣ ଲେଖାଏଁ ଆଦିବାସୀ ଓ…