Browsing Category
ଖବର
ଘରେ ଭୁଲି ଯାଇଛନ୍ତି କି ନିଜ ଡ୍ରାଇଭିଙ୍ଗ ଲାଇସେନ୍ସ? ଟ୍ରାଫିକ ଚାଲାଣରୁ ରକ୍ଷା କରିବ ଏହି ମୋବାଇଲ୍ ଆପ୍
ଯଦି ଆପଣ କାର୍ କିମ୍ବା ମୋଟରସାଇକେଲ୍ ଚଳାଉଛନ୍ତି, ତେବେ ଆପଣଙ୍କୁ ଆପଣଙ୍କ ଗାଡିର ସମସ୍ତ ଡକ୍ୟୁମେଣ୍ଟ୍ ରଖିବାକୁ ପଡିବ, ଯେଉଁଥିରେ ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ୍, ପ୍ରଦୂଷଣ, ବୀମା ଇତ୍ୟାଦି ଡକୁମେଣ୍ଟ ସାମିଲ…
ଗାଡ଼ିରୁ ଚାବି ଛଡ଼ାଇ ନେଇପାରିବେ କି ଟ୍ରାଫିକ ପୋଲିସ? ଜାଣନ୍ତୁ ୫ଟି ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ନିୟମ
ନୂଆଦିଲ୍ଲୀ: ଆମେ ରାସ୍ତାରେ ଗାଡି ଚଲାଇବା ପାଇଁ ସରକାରଙ୍କ ଦ୍ୱାରା ଅନୁମୋଦିତ କିଛି ଟ୍ରାଫିକ ନିୟମକୁ ମାନିବାକୁ ପଡିଥାଏ । ଯଦି ଆମେ ଏହି ନିୟମର ଉଲଙ୍ଘନ କରନ୍ତି ତେବେ ଆମକୁ ଟ୍ରାଫିକ ନିୟମ ଅନୁଯାୟୀ ଫାଇନ୍ ଦେବାକୁ…
ଟଙ୍କା-ମଦରେ ଚାଲିଛି ରାଜ୍ୟ ରାଜନୀତି! ନିର୍ବାଚନ ମାହୋଲରେ ଜବତ ହେଉଛି ବିପୁଳ ଟଙ୍କା ଓ ଡ୍ରଗ୍ସ
ଭୁବନେଶ୍ୱର: ଓଡ଼ିଶାରେ ନିର୍ବାଚନ ମାହୋଲ ବର୍ତ୍ତମାନ ଖୁବ ସରଗରମ ରହିଛି । ଦଳୀୟ ପ୍ରଚାରରେ କମ୍ପୁଛି ନିର୍ବାଚନୀ ମଇଦାନ । କିନ୍ତୁ ଏହା ଭିତରେ ନିର୍ବାଚନ ସମୟରେ ବିଭିନ୍ନ ସ୍ଥାନରୁ ମଦ ଏବଂ ଡ୍ରଗ୍ସ ଭଳି ନିଶାଦ୍ରବ୍ୟ…
Covaxin ଟୀକା ନେବାର ୨ ବର୍ଷ ପରେ ହେଉଛି ମୃତ୍ୟୁ! ଟୀକାକରଣ ଆଣୁଛି କି ମରଣ?
ନୂଆଦିଲ୍ଲୀ: କରୋନା ଯୋଗୁଁ ଦେଶରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । ତେବେ ଟୀକାକରଣ ପରେ କରୋନାର ପ୍ରଭାବରେ ନିୟନ୍ତ୍ରଣ କରିପାରିଛି ସ୍ୱାସ୍ଥ୍ୟ ବିଭାଗ । କିନ୍ତୁ ବର୍ତ୍ତମାନ ଏହିସବୁ ଟୀକାକୁ ନେଇ ଅନେକ ଆଲୋଚନା…
ଚେନ୍ନାଇକୁ ମାତ୍ ଦେବା ପାଇଁ ଦଳକୁ ଫେରିବେ ବିରାଟଙ୍କ ସାଥୀ! କାହାକୁ ମିଳିବ ପ୍ଲେ-ଅଫ୍ ଟିକେଟ?
ନୂଆଦିଲ୍ଲୀ: ଆଜି ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଶେଷ ପ୍ଲେଅଫ୍ ଟିକେଟ ପାଇଁ ଲଢିବେ ଚେନ୍ନାଇ ଏବଂ ବେଙ୍ଗଲୁରୁ । ତେଣୁ ଏହି ମ୍ୟାଚ ଉପରେ ସମସ୍ତଙ୍କର ନଜର ରହିଛି । ଉଭୟ ଦଳ ମ୍ୟାଚରେ ବିଜୟ ହାସଲ କରି ପ୍ଲେ-ଅଫରେ ସ୍ଥାନ…
କାହିଁକି ଖାରଜ ହୋଇଥାଏ ନାମାଙ୍କନ ପତ୍ର? କିଏ ଲଢିପାରିବେ ନିର୍ବାଚନ, ଇତ୍ୟାଦି ସବୁ ଉତ୍ତର
ଓଡ଼ିଶା ଭାସ୍କର: ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ କ୍ଷେତ୍ର ବାରାଣସୀ ଏବେ ଖୁବ ଚର୍ଚ୍ଚାରେ ରହିଛି । ଏହି ଚର୍ଚ୍ଚାକୁ ଆହୁରି ଲୋକଲୋଚନକୁ ଆଣିଛନ୍ତି ହାସ୍ୟ ଅଭିନେତା ଶ୍ୟାମ ରଙ୍ଗୀଲା । ବାରାଣସୀରୁ ନିର୍ବାଚନ ଲଢିବା ପାଇଁ…
୯୧ ଟଙ୍କାର ପ୍ଲାନରେ ମିଳିବ ୯୦ ଦିନର ଭାଲିଡିଟି, ଜାଣନ୍ତୁ କେଉଁ ଟେଲିକମ୍ କମ୍ପାନୀ ଦେଉଛି ଏହି ଅଫର ?
ନୂଆଦିଲ୍ଲୀ: ସରକାରୀ ଟେଲିକମ୍ ଏଜେନ୍ସି BSNL ଏହାର ଗ୍ରାହକଙ୍କ ପାଇଁ ସୁଲଭ ଏବଂ ଶସ୍ତା ପ୍ଲାନ୍ ଅଫର କରିଥାଏ । BSNL ପାଖରେ କମ୍ ଗ୍ରାହକ ଥିଲେ ମଧ୍ୟ ଏହା ଜିଓ, ଏୟାରଟେଲ ଏବଂ Vi ଭଳି କମ୍ପାନୀର ପ୍ଲାନକୁ କଡ଼ା ଟକ୍କର…
୫ ଓଭର ଲେଖାଏଁ ମ୍ୟାଚ ଖେଳିବେ ଚେନ୍ନାଇ-ବେଙ୍ଗଲୁରୁ? ଜାଣନ୍ତୁ ଏ ପରିସ୍ଥିତିରେ କ’ଣ ରହିବ RCBର ଲକ୍ଷ୍ୟ
ନୂଆଦିଲ୍ଲୀ: ଆଜି ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ ଚଳିତ ସିଜନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ । ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ ଏବଂ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ଏହି ମ୍ୟାଚରେ ଚୟନ ହେବ ପଏଣ୍ଟ ଟବୁଲର…
ଏପ୍ରିଲରେ ଓଡ଼ିଶା ପିଇଲା ୬୩୫କୋଟି ଟଙ୍କାର ମଦ; ୨୮୩କୋଟିର ଲିକର, ୩୫୨କୋଟିର ବିୟର
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଓଡ଼ିଶା ପିଇଲା ୬୩୫ କୋଟିର ମଦ, ମଦ ନିଶାରେ ଉବୁଟୁବ ଓଡ଼ିଶା । ଏପ୍ରିଲ ମାସରେ ପିଇଗଲେ କୋଟି କୋଟି ଟଙ୍କାର ମଦ। ଭୋଟ ପାଇଁ ନା ଖରା ପାଇଁ ଏତେ ମଦ ବେପାର ? ଇଏ ରାଜନୀତି ନା ଲୋକଙ୍କୁ…
ଚୋରି ହେଲା DRDO ନିର୍ମିତ ମଡେଲ ହେଲିକପ୍ଟର; ଲକ୍ଷ୍ନୌ ମହାନଗର ନିଗମ ଉପରେ ଉଠିଲା ପ୍ରଶ୍ନ
ଲକ୍ଷ୍ନୌ: ଲକ୍ଷ୍ନୌରେ ଡିଫେନ୍ସ ଏକ୍ସପୋ ସମୟରେ ପ୍ରଦର୍ଶିତ ହୋଇଥିବା ଡିଆରଡିଓ ଦ୍ୱାରା ନିର୍ମିତ ଏକ ମଡେଲ ହେଲିକପ୍ଟର ଚୋରି ହୋଇଛି। ତେବେ ଏହି ହେଲିକପ୍ଟର ଟି କେଉଁଠି ଚୋରି ହୋଇଛି ଏବଂ କେବେ ଚୋରି ହୋଇଛି ତାହା…