Browsing Category

ଖବର

ଆମକୁ ରାହୁଲ ଗାନ୍ଧୀ ହିଁ ଦରକାର, କଂଗ୍ରେସର ଅଧ୍ୟକ୍ଷ ପଦ କେବଳ ତାଙ୍କ ପାଇଁ:ମଲ୍ଳିକାର୍ଜୁନ ଖଡଗେ

ନୂଆଦିଲ୍ଲୀ: କଂଗ୍ରେସର ସ୍ଥିତି କିଛି ଠିକ ନଥିବା ବେଳେ ବର୍ତ୍ତମାନ କଂଗ୍ରେସୀ ଅଧ୍ୟକ୍ଷ ପଦରେ କିଏ ବିରାଜିବ ତାହାକୁ ନେଇ ବହୁ ଆଲୋଚନା ଚାଲିଛି । ଯାହା ଆଶା କରାଯାଉଥିଲା ବିନା ଗାନ୍ଧୀ ପରିବାର କୌଣସି ବ୍ୟକ୍ତି ଦଳର…

ଗାୟିକାଙ୍କୁ ମହଙ୍ଗା ପଡିଲା ଧାର୍ମିକ ସ୍କୁଲର ଉପହାସ: ରାଷ୍ଟ୍ରପତିଙ୍କ ନିକଟରୁ ଆସିଲା ଏହି ଖବର

ତୁର୍କୀ: ଦେଶର ଧାର୍ମିକ ବିଦ୍ୟାଳୟକୁ ଉପହାସ କରି ଏବେ ଅଡୁଆରେ ପଡିଛନ୍ତି ତୁର୍କୀର ପ୍ରସିଦ୍ଧ ପପ୍ ଗାୟିକା ଗୁଲସେନ୍ । ସେ ଲୋକଙ୍କ ମନରେ ଘୃଣା ଏବଂ ଶତ୍ରୁତା ସୃଷ୍ଟି କରୁଥିବାରୁ ତୁର୍କୀ ପୋଲିସ ତାଙ୍କୁ ଗିରଫ କରିଛି…

ହିନ୍ଦୀ ବନାମ ସାଉଥକୁ ନେଇ ଅନୁପମ ଖେରଙ୍କ ବଡ ବୟାନ: କହିଲେ ଏପରି କିଛି…

ମୁମ୍ବାଇ: ଅଭିନେତା ଅନୁପମ ଖେର ନିଜର ମୁକ୍ତ ଚିନ୍ତାଧାରା ଏବଂ ପ୍ରତ୍ୟେକ ପ୍ରସଙ୍ଗରେ ନିଜର ମତାମତକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ସେ ତାଙ୍କର ଚଳଚିତ୍ର ପାଇଁ କମ୍ ଏବଂ ବିଭିନ୍ନ ପ୍ରସଙ୍ଗରେ ମତାମତ ପାଇଁ…

ମଦ ନିଶାରେ ଛାତ୍ରଛାତ୍ରୀଙ୍କୁ ନିସ୍ତୁକ ମାଡ: କାର୍ଯ୍ୟାନୁଷ୍ଠାନ ପରେ ମଦ୍ୟପ ଶିକ୍ଷକ ନିଲମ୍ବନ

ମୋହନା: ଶିକ୍ଷକ ମଦ୍ୟପାନ କରି ଛାତ୍ରଛାତ୍ରୀଙ୍କୁ ମାଡ ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଯେଉଁଥିରେ ଅଭିଯୁକ୍ତ ଶିକ୍ଷକ ଜଗଦୀଶ୍ୱର ବେହେରାଙ୍କୁ ମୋହନା BEO ନିଲମ୍ବନ କରିଛନ୍ତି । ତେବେ ଶିକ୍ଷକ ଜଗଦୀଶ୍ୱର ମଦ୍ୟପାନ…

ଗଣପର୍ବ ନୂଆଖାଇରେ ୨ ଦିନ ସରକାରୀ ଛୁଟି ଘୋଷଣା କରିବାକୁ ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଜୟନାରାୟଣ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଗଣପର୍ବ ‘ନୂଆଖାଇ’ ଅବସରରେ ୨ ଦିନ ସରକାରୀ ଛୁଟି ଘୋଷଣା କରିବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଏହି ଦାବି ନେଇ ଶ୍ରୀ ମିଶ୍ର…

ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ମିଳିଲା ସର୍ତମୂଳକ ଜାମିନ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ବରିଷ୍ଠ ସାମ୍ବାଦିକ ତଥା ଘରୋଇ ନ୍ୟୁଜ ଚ୍ୟାନେଲ ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ହାଇକୋର୍ଟରୁ ସର୍ତମୂଳକ ଜାମିନ ମିଳିଛି । ଟଙ୍କା ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଇଓଡବ୍ଲୁ…

ବିବାହକୁ ସହକର୍ମୀ ନ ଆସିବାରୁ ଚାକିରିରୁ ଇସ୍ତଫା ଦେଲେ ମହିଳା, ୭୦ଜଣଙ୍କ ମଧ୍ୟରୁ ଆସିଥିଲେ ମାତ୍ର ଜଣେ ସହକର୍ମୀ

ନୂଆଦିଲ୍ଲୀ: ନିଜର ବିବାହ ଉତ୍ସବକୁ ନିମନ୍ତ୍ରଣ କରିଥିବା ସହକର୍ମୀମାନେ ନ ଆସିବାରୁ ଏଥିରେ କ୍ଷୁବ୍‌ଧ ହୋଇ ଜଣେ ଚିନି ମହିଳା ତାଙ୍କ ପାଞ୍ଚ ବର୍ଷର ଚାକିରି ତ୍ୟାଗ କରିବା କଥା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଚିନି…

ବଲିଉଡ ଡେବ୍ୟୁ ପୂର୍ବରୁ ରଶ୍ମୀକା ମନ୍ଦନାଙ୍କୁ ଲାଗିଛି ଝଟ୍‌କା, ଫିଲ୍ମ ରିଲିଜ ପୂର୍ବରୁ ଲାଗିଲା ବ୍ରେକ୍

ମୁମ୍ବାଇ: ଫ୍ଲପ୍‌ ହେବାକୁ ଲାଗିଛି ଗୋଟିଏ ପରେ ଗୋଟିଏ ହିନ୍ଦୀ ଫିଲ୍ମ । ସମଶେରା, ଲାଲ ସିଂହ ଚଡ୍ଡା ଓ ରକ୍ଷା ବନ୍ଧନ ଭଳି ବିଗ୍‌ ବଜେଟ୍‌ ଫିଲ୍ମ ବକ୍ସ ଅଫିସରେ ଧିମେଇ ଯାଇଛି । ଏହାକୁ ଦେଖି ଆଗକୁ ଆସିବାକୁ ଯାଉଥିବା…

ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଟିକା ଉଦ୍ଭାବନରେ ଓଡିଆ ବୈଜ୍ଞାନିକଙ୍କ କୃତିତ୍ୱ, ଡଃ.ତାରେଣୀ ଦାସଙ୍କୁ ସମ୍ମାନିତ କଲେ କୃଷି ଓ କୃଷକ କଲ୍ୟାଣ…

ନିମାପଡ଼ା, (ଭାସ୍କର ନ୍ୟୁଜ): ନିମାପଡା ଅଞ୍ଚଳର ବୋହୂ ଜାପାନିଜ ଏନ୍‌ସେଫାଲାଇଟସ୍‌ ଟୀକା ଉଦ୍‌ଭାବନରେ କୃତିତ୍ୱ ହାସଲ କରିଛନ୍ତି । ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଓଡିଆ ବୈଜ୍ଞାନିକଙ୍କୁ ସମ୍ମାନିତ…

ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ମୋଙ୍ଗୋଲିଆ ଓ ଜାପାନ ଗସ୍ତ, ଟିକିନିଖି ନଜର ରଖିବ ଚୀନ

ନୂଆଦିଲ୍ଲୀ : ସୀମାରେ ଉତ୍ତେଜନା ମଧ୍ୟରେ ଚୀନ୍‌ ଅନ୍ୟ ଦେଶ ସହ ଭାରତର ସମ୍ପର୍କ ଉପରେ ତୀକ୍ଷ୍ଣ ନଜର ରଖିଛି । ଏହି ପର୍ଯ୍ୟାୟରେ ସେ ମୋଙ୍ଗୋଲିଆ ଏବଂ ଜାପାନ ଗସ୍ତରେ ଯାଉଥିବା ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…