Browsing Category
ଖବର
ଅସହ୍ୟ ଗରମରୁ ମୁକ୍ତି ଦେବ କାକୁଡ଼ି… ଏହି ଉପାୟରେ ଖରା ତାତିରୁ ପାଆନ୍ତୁ ମୁକ୍ତି
ଓଡ଼ିଶା ଭାସ୍କର: ଦିନକୁ ଦିନ ତାପମାତ୍ରା ଉପରମୁହାଁ ହେଉଛି । ପ୍ରତିଦିନ ତାତି ଏବେ ନୂଆ ରେକର୍ଡ ସୃଷ୍ଟି କରୁଛି । ପ୍ରବଳ ଖରା ଏବଂ ଅସହ୍ୟ ଗରମରେ ଛଟପଟ ହେଉଛନ୍ତି ସାଧାରଣ ଲୋକେ । ଏଥିରୁ ମୁକ୍ତି ପାଇବା ପାଇଁ ସମସ୍ତେ…
ରାଜଧାନୀରେ ୯୪ ଟଙ୍କାରେ ମିଳୁଛି ପେଟ୍ରୋଲ: ଜାଣନ୍ତୁ କେଉଁ ସବୁ ସ୍ଥାନରେ ବଦଳିଲା ମୂଲ୍ୟ
ଭୁବନେଶ୍ୱର: ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ୧୦୦ ଉପରେ ରହିଥିବା ବେଳେ ଗ୍ରାହକ ଏଥିରେ ହ୍ରାସ କରିବାକୁ ଦାବି କରୁଛନ୍ତି ।ତେବେ ନିର୍ବାଚନ ଘଡ଼ି ଚାଲିଥିବା ବେଳେ ଏବେ ଗାଡ଼ିଚାଳକଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର…
ହିଞ୍ଜିଳିରୁ ଆରମ୍ଭ ହେଲା ବିଜେଡିର ଜୟ ଯାତ୍ରା; ‘ଆପଣଙ୍କ ସ୍ନେହ, ସମର୍ଥନ ପାଇଁ ଚିର ଋଣୀ’
ହିଞ୍ଜିଳି: (ଓଡ଼ିଶା ଭାସ୍କର) ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିଞ୍ଜିଳିରେ ପ୍ରଚାର ଆରମ୍ଭ କଲେ ନବୀନ ପଟ୍ଟନାୟକ । ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ…
(Video) ଧୋକା ଦେଲା ବିଜେଡି… ସାଥ୍ ଦେବ ତ ବିଜେପି? ରାଜନୀତିରେ ଏକା ରହିଗଲେ ଅରିନ୍ଦମ!
ଓଡ଼ିଶା ଭାସ୍କର: ୨୦୨୪ ନିର୍ବାଚନରେ ଭରି ରହିଛି ଟ୍ୱିଷ୍ଟ ପରେ ଟ୍ୱିଷ୍ଟ । କିନ୍ତୁ ସବୁଠୁ ବଡ଼ ଟ୍ୱିଷ୍ଟ ଦେଇଛି ଓଡ଼ିଶା ପଲିଟିକ୍ସ । ରାଜ୍ୟରେ ବିଜେଡି-ବିଜେପି ଲଢେଇକୁ ନେଇ ରାଜନୀତି ମାହୋଲ ସରଗରମ । ପୁରରୁ ପଲ୍ଲୀ…
ବଢ଼ିଲା ଚିନି ଦର; କ୍ବିଣ୍ଟାଲ ପିଛା ୨୦୦ରୁ ୩୦୦ ଟଙ୍କା ବଢ଼ି ୪୪୦୦ ଟଙ୍କାରେ ପହଞ୍ଚିଲା
ନୂଆଦିଲ୍ଲୀ: ଦେଶରେ ଗତ କିଛିଦିନ ହେଲା ଅନେକ ଖାଦ୍ୟ ସାମଗ୍ରୀର ଦର ବଢ଼ିବାରେ ଲାଗିଛି, ଏହାରି ଭିତରେ ଯଦି ଦେଖିବା ଚିନି ଦର ବି କ୍ବିଣ୍ଟାଲ ପିଛା ୨୦୦ରୁ ୩୦୦ ଟଙ୍କା ବଢ଼ିଯାଇଛି। ପୂର୍ବରୁ ସାଧାରଣ କିସମ ଚିନିର ଦାମ୍…
ବିଜେପି ଯେଉଁଠି ଶକ୍ତିଶାଳୀ ଥିଲା, ସେହିଠୁ ଭୋଟ୍ କମିଲା; ରାଜନୀତିରେ କିପରି ଆସିଲା ‘ମଙ୍ଗଳସୂତ୍ର’?
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ ୨୬ରେ ଅନୁଷ୍ଠିତ ହେବ। ପୂର୍ବରୁ ତାତି ବଢିଯାଇଛି । ୮୦ ବନାମ ୨୦ ଲଢ଼େଇ ଜୋରଦାର ହୋଇଛି। ବାସ୍ତବରେ ପ୍ରଧାନମନ୍ତ୍ରୀ ମୋଦି…
51* Not Out… ୫୧ ବର୍ଷରେ ପାଦ ଦେଲେ ‘God of Cricket’: ଜାଣନ୍ତୁ ସଚିନଙ୍କ 10 ଅଜଣା କଥା
ଓଡ଼ିଶା ଭାସ୍କର: କ୍ରିକେଟ ଦୁନିଆର ବେତାଜ୍ ବାଦଶାହ, ଯିଏ ପାଲଟି ଯାଇଛନ୍ତି କ୍ରିକେଟର ଭଗବାନ । ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ଆଜି ନିଜର ୫୧ତମ ଜନ୍ମଦିନ ପାଳନ କରୁଛନ୍ତି । କ୍ରିକେଟ ଦୁନିଆରେ ୨ ବର୍ଷ…
ଧାରା ୩୭୦କୁ ନେଇ କମଳନାଥଙ୍କ ଭାଇରାଲ ଭିଡିଓ ଏକ ଡିପ୍ ଫେକ୍; ଯୋଡାଯାଇଛି AI ଭଏସ୍
ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ମୁସଲମାନମାନଙ୍କୁ ମସଜିଦ୍ ଏବଂ ଜମ୍ମୁ-କଶ୍ମୀରରେ ଧାରା ୩୭୦ ପୁନରୁଦ୍ଧାର ପାଇଁ ପ୍ରତିଶ୍ରୁତି ଦେଇଥିବା ଦାବି କରୁଥିବା ର ଏକ ଭିଡିଓ…
ଜଳିଗଲା ଅବକାରୀ କାର୍ଯ୍ୟାଳୟ: ଭୟାବହ ଅଗ୍ନିକାଣ୍ଡରେ ଗାଡ଼ି-କାଗଜପତ୍ର ପୋଡ଼ି ପାଉଁଶ
ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ବଡ଼ବିଲ ଅବକାରୀ ବିଭାଗ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଭୟାବହ ଅଗ୍ନିକାଣ୍ଡ । ବଡ଼ବିଲ ଥାନା କିରିବୁରୁ ଛକରେ ଥିବା କାର୍ଯ୍ୟାଳୟରେ ଏହି ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ଏହି ଭୟାବହ…
ଆଜିଠୁ ଆରମ୍ଭ ବିଜୟ ଅଭିଯାନ! ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ, ହିଞ୍ଜିଳିରେ ଶଙ୍ଖନାଦ
ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ପ୍ରଚାର ମଇଦାନ କମ୍ପିଉଠିଛି । ବିଜୟ ଆଶାରେ ସାରା ଓଡ଼ିଶାରେ କମ୍ପଉଠିଛି ବିଜେଡି ବିଜେପି ଜୟ ଜୟକାର ଧ୍ୱନୀ । ତେବେ ଏହି ପ୍ରକ୍ରିୟାରେ ଆଜି ସାମିଲ ହେବେ ଖୋଦ୍ ମୁଖ୍ୟମନ୍ତ୍ରୀ…