Browsing Category
ଖବର
କେଉଁ କ୍ଷେତ୍ରରୁ କେତେ ଆୟ କରୁଛନ୍ତି ମୋଦୀ ସରକାର? କେଉଁଠି ହେବ ଖର୍ଚ୍ଚ? ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…
ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ ଉପସ୍ଥାପନ ହୋଇଯାଇଛି । ୨୦୨୪-୨୫ ଆର୍ଥିକବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନ୍ତରୀମ ବଜେଟ ଉପସ୍ଥାପନ କରିଥିବା ବେଳେ ଜୁଲାଇ ମାସରେ…
(Video) ଝାଡ଼ଖଣ୍ଡର ବିଧାୟକଙ୍କୁ ପଠାଯାଉଛି ହାଇଦ୍ରାବାଦ, ରାଞ୍ଚିରେ ସର୍କିଟ ହାଉସରୁ ବାହାରିଲା ବସ୍
ରାଞ୍ଚି: ଝାଡଖଣ୍ଡରେ ନୂତନ ସରକାର ଗଠନକୁ ନେଇ ସସପେନ୍ସ ଜାରି ରହିଛି। ଚମ୍ପଇଙ୍କ ଶପଥ ଗ୍ରହଣ କରିବାର ସମୟ ଏପର୍ଯ୍ୟନ୍ତ ମିଳିନାହିଁ। କିଛି ସମୟ ପୂର୍ବରୁ ନୂତନ ମୁଖ୍ୟମନ୍ତ୍ରୀ ଭାବରେ ପ୍ରସ୍ତାବିତ ଚମ୍ପଇ ସୋରେନ୍ ରାଜ…
୨୦୧୪ ପରେ ଭାରତକୁ ସ୍ୱାଧୀନତା ମିଳିଲା ବୋଲି ବିଜେପି ଭାବୁଛି; ମଲ୍ଲିକାର୍ଜୁନ ଖଡ଼ଗେ
ନୂଆଦିଲ୍ଲୀ: ମୋଦି ସରକାରଙ୍କ ଏହି କାର୍ଯ୍ୟକାଳର ଶେଷ ଅନ୍ତରୀଣ ବଜେଟ ଉପରେ କଂଗ୍ରେସ ନେତା ତଥା ବିରୋଧୀ ଭାରତ ମେଣ୍ଟର ଆବାହକ ମଲ୍ଲିକାର୍ଜୁନ ଖଡଗେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି। "ବିଜେପି ଅନୁଭବ କରୁଛନ୍ତି ଯେ…
ବିରାଟଙ୍କ ସ୍ଥାନ ନେବେ ଅଧିନାୟକ ରୋହିତ ଶର୍ମା! ଇଂଲଣ୍ଡ ବିପକ୍ଷରେ ଭାରତର ନୂଆ ପ୍ଲାନ
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ହାତରୁ ଖସିଯିବା ପରେ ଦ୍ୱିତୀୟ ଟେଷ୍ଟ ବିଜୟ ଉପରେ ନଜର ରଖିଛି ଟିମ ଇଣ୍ଡିଆ । ଫେବୃଆରୀ ୨ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ଟେଷ୍ଟରେ ଭାରତ ବିଜୟ ସହ କମବ୍ୟାକ କରିବାକୁ…
(Video)ମାଛ କିଣିବା ପାଇଁ ଟ୍ରେନକୁ ଅଟକାଇଦେଲେ ଲୋକୋପାଇଲଟ୍, ଭିଡିଓ ହେଉଛି ଭାଇରାଲ
ଓଡ଼ିଶା ଭାସ୍କର: ଭାରତରେ କିଛି ବି ସମ୍ଭବ ହୋଇପାରିବ । ଆପଣ କାହା ନା କାହା ମୁହଁରୁ ଏପରି କଥା ନିଶ୍ଚୟ ଶୁଣିଥିବେ । ତେବେ ଲୋକମାନେ ଏପରି କଥା ଖାଲିଟାରେ କହି ନଥାନ୍ତି । ଏଠାରେ ଏପରି କିଛି ଅଜବ ଘଟଣା ଦେଖିବାକୁ…
Big Breaking; ଜଗନ୍ନାଥ ରଥ ହେଲେ ନୂଆ ସୂଚନା କମିଶନର: ନିଯୁକ୍ତି ଦେଲେ ରାଜ୍ୟପାଳ
ଭୁବନେଶ୍ୱର: ରାଜ୍ୟର ସୂଚନା କମିଶନର ପଦରେ ହୋଇଛି ପରିବର୍ତ୍ତନ । ନୂଆ ସୂଚନା କମିଶନର ଭାବରେ ଜଗନ୍ନାୟଥ ରଥ ଦାୟିତ୍ୱ ନେଇଛନ୍ତି । ତେବେ ଜଗନ୍ନାଥଙ୍କୁ ଏହି ପଦରେ ନିଯୁକ୍ତି ଦେଇଛନ୍ତି ଓଡ଼ିଶାର ରାଜ୍ୟପାଳ ଶ୍ରୀ ରଘୁବର…
ମୋଦି ସରକାରଙ୍କ ଅନ୍ତରୀଣ ବଜେଟ ଉପରେ କ’ଣ କହୁଛନ୍ତି ଅର୍ଥନୈତିକ ବ୍ୟାପାର ବିଶେଷଜ୍ଞ
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାରଙ୍କ ଚଳିତ କାର୍ଯ୍ୟକାଳର ଶେଷ ବଜେଟ୍ ଉପସ୍ଥାପନ କରି କହିଛନ୍ତି ଯେ ସରକାର ୨୦୨୪-୨୫ରେ ବିତ୍ତୀୟ ନିଅଣ୍ଟକୁ ଜିଡିପିର ୫.୧% କୁ ହ୍ରାସ କରିବେ।…
ଏହି ନମ୍ବରରୁ କଲ୍ ଆସୁଛି କି? ରିସିଭ କଲେ ଖାଲି ହୋଇଯିବ ଆପଣଙ୍କ ଆକାଉଣ୍ଟ
ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶ ପାଇଁ ବିରାଟ ସମସ୍ୟା ହୋଇ ଠିଆ ହୋଇଛି ସାଇବର କ୍ରାଇମ । ଫୋନ୍ କଲ୍, ଏସଏମଏସ କିମ୍ବା ଅନ୍ୟ କୌଣସି ଉପାୟରେ ଲୋକମାନଙ୍କୁ ଲୁଟିବା ପାଇଁ ଯୋଜନା ଜାରି ରହିଛି । ଏବେ ସେହିଭଳି କିଛି…
ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ଜେଲ ଦଣ୍ଡାଦେଶ… ଜେଲରେ ରାତି କାଟିବେ ହେମନ୍ତ ସୋରେନ୍
ଓଡ଼ିଶା ଭାସ୍କର: ପଦରୁ ଇସ୍ତଫା ଦେବା ପରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ(ପୂର୍ବତନ)ଙ୍କ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି ହୋଇଛି । ପୂର୍ବ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯିବା ପରେ ତାଙ୍କ ଜେଲକୁ ପଠାଇଦେଇଛନ୍ତି ମାନ୍ୟବର କୋର୍ଟ…
(Video) ବଜାରରୁ ଉଭା ହୋଇଗଲାଣି ରସୁଣ; ଖାଇବା ତ ଦୂରର କଥା, ହାତ ମାରିବାକୁ ବି ଲାଗୁଛି ଭୟ…
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆଜିଠୁ ରସୁଣ କେହି ଖାଇବେନି । ସମସ୍ତଙ୍କୁ କନ୍ଦାଇଲାଣି ରସୁଣ । ଖାଉଟିଙ୍କୁ କଲବଲ କରୁଛି ରସୁଣ । ଆଉ ହାତ ମାରି ହେଉନି । ବଢି ଚାଲିଛି ହୁ ହୁ ରେଟ୍ । ସବୁ ପରିବାଠୁ ଅଧିକ ଦର ରହିଛି…