Browsing Category
ଖବର
ମହାନଦୀରେ ମଧ୍ୟମଧରଣ ବନ୍ୟା ଆଶଙ୍କା: ସୂଚନା ଦେଲେ ଏସଆରସି
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ସହ ରାଜ୍ୟରେ ବନ୍ୟା ଆଶଙ୍କା ମଧ୍ୟ ଦେଖାଦେଇଛି । ଏହାରି ମଧ୍ୟରେ ମହାନଦୀରେ ମଧ୍ୟମ ଧରଣର ବନ୍ୟା…
ସାପକୁ କାମୁଡି ଦୁଇ ଖଣ୍ଡ କଲା ଶିଶୁ: ଘଟଣା ଦେଖି ପଡୋଶୀ ହେଲେ ବେହୋସ
ତୁର୍କି: ସାପକୁ ଦେଖି ଅନେକ ଲୋକ ଭୟ କରିଥାନ୍ତି । ଏପରି କି ସାପ କାମୁଡାରେ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଇଥାଏ । ଯାହାଫଳରେ ସାପ ନିକଟକୁ ଯିବାକୁ ଲୋକେ ଭୟ କରିଥାନ୍ତି । କିନ୍ତୁ ଜଣେ ୨ ବର୍ଷର ବାଳକ ସାପର ଏପରି…
ବ୍ୟାଙ୍କ କର୍ମଚାରୀଙ୍କୁ ଟଏଲେଟ୍ରେ ବନ୍ଦ କରି ୩୨ କେଜି ସୁନା ଲୁଟିନେଲେ ଡକାୟତ
ଚେନ୍ନାଇ: ଆଜିକାଲି ଚୋରମାନେ ଭିନ୍ନ ଭିନ୍ନ ଉପାୟରେ ଚୋରି କରିବାର ଖବର ସାମ୍ନାକୁ ଆସୁଛି। ଗତକାଲି ଚେନ୍ନାଇରେ ଏମିତି କିଛି ନିଆରା ତରିକା ଆପଣାଇ ଚୋରମାନେ ଏକ ବ୍ୟାଙ୍କ୍ରୁ ୩୨ କେଜିର ସୁନା ଲୁଟିଛନ୍ତି। ଲୁଟେରାମାନେ…
ଲଗାଣ ବର୍ଷାରେ ବୁଡିଲା ରାଜ୍ୟର ଅଧା ସହର : ଏରସମାରେ ସର୍ବାଧିକ ବର୍ଷା ରେକର୍ଡ
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି । କଟକ ଭୁବନେଶ୍ୱର ସମେତ ଅନେକ ସ୍ଥାନରେ ବର୍ଷାର ପରିମାଣ ରେକର୍ଡ କରାଯାଇଛି । ତେବେ ଗତ ୨୪…
ନିଜ ସ୍ୱାମୀଙ୍କୁ ଖୁସି କରିବାକୁ ମହିଳା କରିଲେ ଏପରିି କାଣ୍ଡ: ଯାହା ସମସ୍ତଙ୍କୁ କରିଦେଲା ଆଶ୍ଚର୍ଯ୍ୟ
ନୂଆଦିଲ୍ଲ୍ଲୀ:ସ୍ୱାମୀଙ୍କୁ ଖୁସି ରଖିବାକୁ ପତ୍ନୀ ମାନେ ଅନେକ କିଛି କରିଥାନ୍ତି । କିଏ ମନ ପସନ୍ଦର ଖାଇବା ଦେଇ ନିଜ ସ୍ୱାମୀଙ୍କୁ ଖୁସି କରିଥାନ୍ତି ତ ଆଉ କିଏ ସ୍ୱମୀଙ୍କ ସହ ବିଭିନ୍ନ ସ୍ଥାନକୁ ବୁଲିବାକୁ ଯାଇ ନିଜ…
ସୁରଜ ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ଦୁଇ ପରିବାରକୁ ୫ଲକ୍ଷ ଲେଖାଏଁ ଅର୍ଥରାଶି ପ୍ରଦାନ
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଗଞ୍ଜାମର ଜଗନ୍ନାଥ ପ୍ରସାଦ ଅଂଚଳର ଆଲାଡ଼ି ଗ୍ରାମର ସ୍ୱର୍ଗତ ସୁଶୀଲ ସାହୁ ଓ ଗଞ୍ଜାମ ଜିଲ୍ଲା ଗୋପାଳପୁର ସ୍ଥିତ କନିଶି ବ୍ଲକ୍ନୀ ଳାଚଳ ନଗରର…
ଖୁବ୍ ଶୀଘ୍ର ଖୋଲିବ ରତ୍ନଭଣ୍ଡାର! ପରିଚାଳନା କମିଟି ନେବ ନିଷ୍ପତ୍ତି
ପୁରୀ,(ଭାସ୍କର ନ୍ୟୁଜ୍): ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ବିଭିନ୍ନ ମହଲରୁ ଦାବି ଜୋର୍ ଧରିଛି । ଖୋଦ୍ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସମେତ ଅଧିକାଂଶ ସେବାୟତ ରତ୍ନଭଣ୍ଡାର ଖୋଲିବା ପାଇଁ ସରକାରଙ୍କ…
ମଙ୍କିପକ୍ସ ନାମ ପରିବର୍ତ୍ତନକୁ ନେଇ ‘WHO’ ର ପ୍ରସ୍ତୁତି: ଜାଣନ୍ତୁ ଏହା ପଛର କାରଣ କଣ?
ନୂଆଦିଲ୍ଲୀ: ବିଶ୍ୱ ତଥା ଦେଶରେ ଦିନକୁ ଦିନ ମଙ୍କିପକ୍ସ ସଂକ୍ରମଣ ବଢିବାର ଲାଗିଛି । ଗତ ୩ ମାସ ମଧ୍ୟରେ ଏହି ରୋଗ ପାଖାପାଖି ୧୦୦ରୁ ଅଧିକ ଦେଶକୁ ବ୍ୟାପି ସାରିଛି । ଯେଉଁଥିରେ ପ୍ରାୟ ୩୧୦୦୦ରୁ ଅଧିକ ଲୋକ ସଂକ୍ରମିତ…
ପ୍ରତି ମାସରେ ବଦଳିବ ବିଦ୍ୟୁତ୍ ଦର, ଆସନ୍ତା ବର୍ଷ ଠାରୁ କାର୍ଯ୍ୟକାରୀ ହୋଇପାରେ ନୂତନ ବ୍ୟବସ୍ଥା
ନୂଆଦିଲ୍ଲୀ: ଏବେ ପେଟ୍ରୋଲ-ଡିଜେଲ ଭଳି ବିଦ୍ୟୁତ୍ ଦର ମଧ୍ୟ ରିତିମତ ବଦଳିବ। କେବଳ ପାର୍ଥକ୍ୟ ହେଉଛି ଡିଜେଲ-ପେଟ୍ରୋଲ ଦର ପ୍ରତିଦିନ ବଦଳୁଥିବାବେଳେ ବିଦ୍ୟୁତ ଦର ପ୍ରତି ମାସରେ ବଦଳିବ। ବାସ୍ତବରେ ବିଦ୍ୟୁତ୍ ଉତ୍ପାଦନରେ…
ଆଶ୍ଚର୍ଯ୍ୟ ! ଜୀବନ୍ତ ଜୀବଙ୍କୁ ବ୍ୟାଗରେ ପୂରାଇ ବିମାନରେ ନେଇ ଆସିଲେ ଯାତ୍ରୀ
ଅନେକ ସମୟରେ ଏୟାରପୋର୍ଟରେ ଯାତ୍ରୀଙ୍କ ଠାରୁ ଅବୈଧ ସାମଗ୍ରୀ ଜବତ ହୋଇଥିବାର ନଜିର ରହିଛି । ଏମାନେ ବିଭିନ୍ନ ଉପାୟରେ କୌଣସି ନା କୌଣସି ଅବୈଧ ସାମଗ୍ରୀ ନେଉଥିବାବେଳେ ଧରାପଡ଼ିଥାନ୍ତି । କିନ୍ତୁ ବର୍ତ୍ତମାନ ଏକ…