Browsing Category

ଖବର

ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ହେଲା ଜାଗମରା ସ୍ଥିତ ବିଦେଶୀ ମଦ ଦୋକାନ, ନିର୍ଦ୍ଦେଶନାମା ଜାରି କରିବାକୁ ବିଏମସି କମିଶନରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ହେଲା ଜାଗମରା ସ୍ଥିତ ବିଦେଶୀ ମଦ ଦୋକାନ । ବିଦେଶୀ ମଦ ଦୋକାନ ବନ୍ଦକଲା ବିଏମସି । ସ୍ୱଚ୍ଛତା ଅବଲମ୍ବନ କରୁନଥିବାରୁ ବିଏମସି ନିଆଗଲା କାର୍ଯ୍ୟାନୁଷ୍ଠାନ ।…

୩୫ ହଜାର ଫୁଟ୍ ରେ ଉଡ଼ୁଥିଲା ବିମାନ, ସନ୍ତାନ ଜନ୍ମ ଦେଲେ ମହିଳା

୩୫ ହଜାର ଫୁଟ୍ ଉପରେ ଉଡ଼ୁଥିଲା ବିମାନ, ଉଡ଼ନ୍ତା ବିମାନରେ ମହିଳା ଜନ୍ମଦେଲେ ସନ୍ତାନ । ଯାହାପରେ ବିମାନରେ ଖେଳିଯାଇଥିଲା ଖୁସିର ମାହୋଲ । ଫ୍ଲାଇଟରେ ଥିବା ନର୍ସ ପତି-ପତ୍ନୀ ମହିଳାଙ୍କ ଡେଲିଭରି ପାଇଁ ପୂରା ପ୍ରୟାସ…

ଏ କି ମାନବିକତା, ଗାଡ଼ିରେ ଟିକିଏ ଟଚ୍ ହୋଇଗଲା ବୋଲି ରିକ୍ସା ଚାଳକଙ୍କୁ ୧୭ ଚାପୁଡ଼ା ମାରିଲେ ମହିଳା

ନୂଆଦିଲ୍ଲୀ: ଆଜିକାଲିର ଲୋକମାନେ କାହାର ଟିକିଏ ତ୍ରୁଟି ଦେଖିଲେ ତା’ର ସୁଧମୂଳ ଆଦାୟ କରିବାରେ ଓସ୍ତାଦ । ଏହିସବୁ ଲୋକଙ୍କର କାରନାମା ରାତାରାତି ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଥାଏ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି…

weather update: ସମ୍ଭାବ୍ୟ ବର୍ଷା ସ୍ଥିତିର ମୁକାବିଲା ପାଇଁ ୬ ଯନ୍ତ୍ରୀଙ୍କୁ ଦିଆଗଲା ୮ ଜିଲ୍ଲା ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଆସନ୍ତା ୨୪ ଘଣ୍ଟାରେ ଅବପାତର ରୂପ ନେଇପାରେ । ଏହାର ପ୍ରଭାବରେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ…

ଦିଲ୍ଲୀରେ ପଞ୍ଚମ ମଙ୍କିପକ୍ସ ରୋଗୀ ଚିହ୍ନଟ:LNJP ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସମେତ ମଙ୍କିପକ୍ସର ଆତଙ୍କ ମଧ୍ୟ ଦେଖାଦେଇଛି । ଦେଶର ରାଜଧାନୀ ଦିଲ୍ଲୀରୁ ପଞ୍ଚମ ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇଛି । ତେବେ ଲୋକ ନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲରେ ଭର୍ତ୍ତି ହୋଇଥିବା…

(Video) ମିଠା ଖୁଆଇବାକୁ ନେଇ ବାହାବେଦୀରେ ମହାଭାରତ: ରାଗରେ ଆସି ବର-କନ୍ୟା କଲେ ଏପରି କାମ 

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ । କିଛି ଭିଡିଓ ଆପଣଙ୍କୁ ହସାଇ ଦିଏ ତ ଆଉ କିଛି ଭିଡିଓକୁ ଦେଖିଲେ ରାଗ ଲାଗିଥାଏ । ଏହାରି ମଧ୍ୟରେ ଏକ ଭିଡିଓ ସାମ୍ନାକୁ ଆସିଛି,…

‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନରେ ସାମିଲ ହେଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା: ନିଜ ବାସଭବନରେ ଉଡାଇଲେ ତ୍ରିରଙ୍ଗା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ଆୟୋଜିତ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନରେ ସମାଲ ହୋଇଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା । ସେ ଆଜି ନିଜ ପତ୍ନିଙ୍କ ସହ ମିଶି ନିଜ ବାସଭବନରେ ଦେଶର ଜାତୀୟ…

‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନରେ ସାମିଲ ହେଲେ ଅଭିନେତା ଅମୀର ଖାନ୍ : ନିଜ ଘରେ ଉଡାଇଲେ ଜାତୀୟପତାକା

ମୁମ୍ବାଇ: ବଲିଉଡ ଅଭିନେତା ଅମୀର ଖାନଙ୍କ ଫିଲ୍ମ 'ଲାଲ ସିଂହ ଚଡ୍ଡା'କୁ ନେଇ ବିବାଦ ଦେଖାଦେଇଛି । ବିଭିନ୍ନ ସ୍ଥାନରେ ଏହି ଚଳଚିତ୍ରକୁ ବୟ କଟ କରିବାକୁ ମଧ୍ୟ ଦାବି ହେଉଛି । ତେବେ ଏହାରି ମଧ୍ୟରେ ଅଭିନେତା ଅମୀର ଖାନ…

ଓଡ଼ିଶାକୁ ଦାଉ ସାଜିଲା ଛତିଶଗଡ଼: ଖରାଦିନେ ବୁନ୍ଦାଏ ପାଣି ଦେଲାନି, ବର୍ଷାଦିନେ ବୁଡାଇ ମାରିବ

ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଆଜି ଆଉ ଏକ ଲଘୁ ଚାପ ସୃଷ୍ଟି ହେବା ପରେ ଏହାର ପ୍ରଭାବରେ ଆଗକୁ ବର୍ଷାର ପରିମାଣ ଆହୁରି ବଢିବ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି । ଫଳରେ ରାଜ୍ୟର ବିଭୀନ୍ନ…

ହୀରାକୁଦ, ତାମ୍ପରା ଓ ଅଂଶୁପାକୁ ମିଳିଲା ‘ରାମସର ସାଇଟ୍‌’ ମାନ୍ୟତା

ନୂଆଦିଲ୍ଲୀ: ଦେଶର ଆଉ ୧୧ଟି ଆର୍ଦ୍ରଭୂମିକୁ ମିଳିଛି ରାମସର ସାଇଟ ମାନ୍ୟତା। ଯେଉଁଥିରେ ସାମିଲ ଅଛି ଓଡ଼ିଶାର ତାମ୍ପରା, ହୀରାକୁଦ ଓ ଅଂଶୁପା ହ୍ରଦ। ଗତ ମାସରେ ଭାରତର ୧୦ଟି ଆର୍ଦ୍ରଭୂମିକୁ ରାମସର ସାଇଟ ମାନ୍ୟତା…