Browsing Category
ଖବର
ବ୍ରିଟିଶ ପ୍ରତିପକ୍ଷ ଋଷି ସୁନକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରଣନୈତିକ ସମ୍ପର୍କ ମଜବୁତ୍ ଉପରେ ଗୁରୁତ୍ୱ
ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନ୍ର ନୂଆ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହିତ କଲ୍ ମାଧ୍ୟମରେ କଥା ହୋଇଛନ୍ତି। ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ବ୍ୟାପକ ରଣନୈତିକ ସମ୍ପର୍କକୁ ମଜବୁତ୍…
ବ୍ଲାକ୍ ଆଉଟ୍ ହୋଇଯିବ ବେଙ୍ଗାଲୁରୁ: ୨୭-୩୧ ଅକ୍ଟୋବର ସହରରେ ବିଦ୍ୟୁତ୍ କାଟ ଘୋଷଣା
ନୂଆଦିଲ୍ଲୀ: ପୁଣି ଥରେ ଅନ୍ଧାର ହେବାକୁ ଯାଉଛି ଦେଶର ଆଇଟି ସିଟି ବେଙ୍ଗାଲୁରୁ। ରାଜ୍ୟ ବିଦ୍ୟୁତ୍ ଯୋଗାଣ କମ୍ପାନୀ ଲିମିଟେଡ୍ (କେପିଟିସିଏଲ) ଦ୍ୱାରା ହେବାକୁ ଥିବା ମେଣ୍ଟେନାନ୍ସ କାର୍ଯ୍ୟ ପାଇଁ ବେଙ୍ଗାଲୁରୁର କିଛି…
ବୋହୂ ଘର କାମ କରିବା ନିଷ୍ଠୁରତା ନୁହେଁ, ଚାକର ସହିତ ତୁଳନା କାରପାରିବେ ନାହିଁ: ହାଇକୋର୍ଟ
ମୁମ୍ବାଇ: ବିବାହିତା ମହିଳାଙ୍କୁ ଘର କାମ କରିବାକୁ କହିବା ନିଷ୍ଠୁରତା ନୁହେଁ। ଏହାକୁ ଚାକରାଣୀଙ୍କ କାମ ସହିତ ତୁଳନା କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଏକ ଘରୋଇ ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟ…
ସାମରିକ ବିମାନ ନିର୍ମାଣ କରିବ ଘରୋଇ କମ୍ପାନୀ, ଟାଟା-ଏୟାରବସ୍ ମଧ୍ୟରେ ୨୧,୦୦୦ କୋଟି ଟଙ୍କାର ଚୁକ୍ତି
ନୂଆଦିଲ୍ଲୀ: ଟାଟା ସହଭାଗୀତାରେ ଗୁଜୁରାଟରେ ସି୨୯୫ ପରିବହନ ବିମାନ ନିର୍ମାଣ କରିବ ଏୟାରବସ୍। ୨୨,୦୦୦ କୋଟି ଡଲାର ମୂଲ୍ୟର ଏହି ପ୍ରକଳ୍ପରେ ପାଇଁ ଗୁଜୁରାଟରେ କାରଖାନା ସ୍ଥାପନ କରାଯିବ। ଏହା ଭାରତର ପ୍ରଥମ ଘରୋଇ…
Porn ଦେଖୁଥିବା ଲୋକଙ୍କୁ ଚେତାବନୀ: ପର୍ଣ୍ଣୋଗ୍ରାଫିକୁ ନେଇ ଏମିତି ବୟାନ ଦେଲେ ଧର୍ମଗୁରୁ…
ନୂଆଦିଲ୍ଲୀ: ଭାରତରେ ଏବେ ବିଭିନ୍ନ ପର୍ଣ୍ଣ ସାଇଟକୁ ବ୍ୟାନ କରାଯାଇଛି । ଏହାପରେ ବି ଅନେକ ଲୋକ ପର୍ଣ୍ଣ ପାଇଁ କିଛି ୱେବସାଇଟରେ ସର୍ଚ୍ଚ କରୁଥିବା ଜଣାଯାଇଛି । ତେବେ ଏହି ଅନଲାଇନ ପର୍ଣ୍ଣକୁ ନେଇ ଚେତାବନୀ ଦେଇଛନ୍ତି…
ଏଣିକି ଭିତରକନିକା ଏବଂ ଚିଲିକାକୁ ଜଗି ରହିବ ଡ୍ରୋନ: ପର୍ଯ୍ୟବେକ୍ଷଣ ପାଇଁ ହେବ ବ୍ୟବସ୍ଥା
ଓଡିଶାର ପର୍ଯ୍ୟଟନସ୍ଥଳୀ ଏବଂ ଏହାର ସୁରକ୍ଷାକୁ ନେଇ ସରକାର ନେଇଛନ୍ତି ଆଉ ଏକ ବଡ ପଦକ୍ଷେପ । ପଶୁପକ୍ଷୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି । ଫଳରେ ଏବେ ବେଆଇନ କାର୍ଯ୍ୟକଳାପରୁ ମୁକ୍ତ ରହିବ…
ବେଆଇନ ଟଙ୍କା କାରବାରର ପର୍ଦ୍ଧାଫାସ୍ କରିବ ଇଡି, FIR କପି ହସ୍ତାନ୍ତର କଲା କମିଶନରେଟ ପୋଲିସ
ଭୁବନେଶ୍ୱର: ବ୍ଲାକମେଲିଂ ଓ ହତ୍ୟା ଧମକ ମାମଲାରେ ଗତକାଲି ଭୁବନେଶ୍ୱର SDJM କୋର୍ଟରେ ହାଜର ହୋଇଥିଲେ ଅର୍ଚ୍ଚନା ନାଗ। ତେବେ ଆଜି ତାଙ୍କ ପାଇଁ ସମସ୍ୟା ଆହୁରି ବଢିଯାଇଛି। ଅର୍ଚ୍ଚନା ନାଗ ବେଆଇନ ଟଙ୍କା କାରବାରର ହେବ…
କାହିଁକି ବନ୍ଦ ରହିଲା Whatsapp? ମେଟା କମ୍ପାନୀକୁ ଘଟଣାର ଜବାବ ମାଗିଲେ ସରକାର,
ନୂଆଦିଲ୍ଲୀ: ହ୍ୱାଟ୍ସଆପ କାହିଁକି ବନ୍ଦ ହେଲା? କ’ଣ ଥିଲା ଏହାର କାରଣ? ଏମିତି କିଛି ପ୍ରଶ୍ନବାଣରେ ଏବେ ଫସି ଯାଇଛି ମେଟା କମ୍ପାନୀ । କୌଣସି କାରଣ ପାଇଁ ୨୫ ତାରିଖରେ ପ୍ରାୟ ୨ ଘଣ୍ଟା ପାଇଁ ବନ୍ଦ ହୋଇଯାଇଥିଲା…
ଫଙ୍ଗଲ୍ ସଂକ୍ରମଣ ନେଇ ଚେତାବନୀ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ବିଶ୍ୱପ୍ରତି ସୃଷ୍ଟିକରିପାରେ ବଡ଼ ବିପଦ
ନୂଆଦିଲ୍ଲୀ: ବିଶ୍ୱପ୍ରତି ବିପଦ ହୋଇପାରେ ଫଙ୍ଗଲ୍ ସଂକ୍ରମଣ। ଏନେଇ ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)। ଡବ୍ଲୁଏଚଓ ଚେତାବନୀ ଦେଇଛି ଯେ ସମଗ୍ର ବିଶ୍ୱରେ ଫଙ୍ଗଲ ସଂକ୍ରମଣର ଆଶଙ୍କା ବଢ଼ିବାରେ ଲାଗିଛି।…
ଭାରତରେ ଆଗାମୀ ବର୍ଷରେ ଏତିକି ହାରରେ ବଢିବ ଦରମା, ଜାଣନ୍ତୁ କ’ଣ କହୁଛି ସର୍ଭେ
ନୂଆଦିଲ୍ଲୀ: କରୋନା ମହାମାରୀ ଏବଂ ଋଷ-ୟୁକ୍ରେନ୍ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ପ୍ରଭାବରେ ବିଶ୍ୱ ବଜାରରେ ଅହେତୁକ ଭାବେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ୍ ଆକାଶଛୁଆଁ ରହିଛି। ଏହାରି ମଧ୍ୟରେ ଏକ ସଦ୍ୟତମ ସର୍ଭେରୁ…