CHARIDHAM
Browsing Category

ଖବର

ପାକିସ୍ତାନରେ ପ୍ରବଳ ତୁଷାରପାତ-ବର୍ଷା; ୩୫ ମୃତ, ଭାଙ୍ଗିଲା ଶହ ଶହ ଘର

ନୂଆଦିଲ୍ଲୀ : ପାକିସ୍ତାନରେ ହଠାତ୍ ତୁଷାରପାତ ଓ ବର୍ଷା ଯୋଗୁଁ ୩୫ ଜଣଙ୍କ ମୃତ୍ୟୁ ଘଟିଛି । ବହୁ ସଂଖ୍ୟକ ଲୋକ ଆହତ ମଧ୍ୟ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଶିଶୁ ମଧ୍ୟ ଅଛନ୍ତି । ଜମି ଖସିବା କାରଣରୁ ଅନେକ ଘର ମଧ୍ୟ…

Lockdownରେ ସ୍ପେଶାଲ ପାୱାର ସହ ଜନ୍ମ ନେଇଛନ୍ତି ଶିଶୁ! ଅନ୍ୟମାନଙ୍କ ଅପେକ୍ଷା କମ୍ ହେଉଛନ୍ତି ଅସୁସ୍ଥ

ଓଡ଼ିଶା ଭାସ୍କର: କରୋନା ସଂକ୍ରମଣ ସମୟରେ ଜନ୍ମ ନେଇଥିବା ଶିଶୁମାନଙ୍କୁ ନେଇ ଏକ ବଡ଼ ଖୁଲାସା ହୋଇଛି । ଲକଡାଉନ୍ ସମୟରେ ଜନ୍ମ ନେଇଥିବା ଶିଶୁମାନଙ୍କ ଦେହରେ ଏକ ସ୍ୱତନ୍ତ୍ର ଶକ୍ତି ଥିବା କୁହାଯାଉଛି । ଅନ୍ୟ ପିଲାମାନଙ୍କ…

ଇଡିରେ ହାଜର ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି, ଚାଲିଛି ଜେରା

ଓଡ଼ିଶା ଭାସ୍କର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ଆଜି ହାଜର ହୋଇଛନ୍ତି ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି। ବରପଦା ଇଂଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ସେ ଇଡିରେ ହାଜର…

ମେ’ ୧୦ ପରେ ସାଧା ପୋଷାକରେ ବି ଭାରତୀୟ ଯବାନଙ୍କୁ ଅନୁମତି ମିଳିବ ନାହିଁ; ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜ୍ଜୁ

ନୂଆଦିଲ୍ଲୀ: ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ କହିଛନ୍ତି ଯେ ମେ ୧୦ ପରେ କୌଣସି ଭାରତୀୟ ସୈନିକ ସାଦା ପୋଷାକ ପିନ୍ଧିଥିଲେ ମଧ୍ୟ ତାଙ୍କ ଦେଶ ଭିତରେ ଉପସ୍ଥିତ ରହିବେ ନାହିଁ। ଗତ ସପ୍ତାହରେ ଭାରତରୁ ଏକ…

ସନ୍ଦେଶଖାଲି ମାମଲାରେ ବଡ଼ ଆକ୍ସନ: CBI ଯାଞ୍ଚ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ସନ୍ଦେଶଖାଲି ହିଂସା ମାମଲାରେ କୋଲକାତା ହାଇକୋର୍ଟ ଏକ ବଡ଼ ନିଦ୍ଦେଶ ଜାରି କରିଛନ୍ତି । ମାମଲାରେ କଡ଼ା ଯାଞ୍ଚ କରିବା ପାଇଁ ସିବିଆଇ ଯାଞ୍ଚ ଆଦେଶ ଦେଇଛନ୍ତି ହାଇକୋର୍ଟ । ଏହି ମାମଲା ସହ ଅନ୍ୟ…

ବିଜେପିରେ ଯୋଗ ଦେବା ପାଇଁ ଇସ୍ତଫା ଦେଲେ କୋଲକାତା ହାଇକୋର୍ଟ ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟ

କୋଲକାତା: କଲିକତା ହାଇକୋର୍ଟରୁ ଇସ୍ତଫା ଦେଇଥିବା ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ବିଜେପିରେ ଯୋଗ ଦେବା ତାରିଖ ସମ୍ପର୍କରେ ଗଙ୍ଗୋପାଧ୍ୟାୟ କହିଛନ୍ତି ଯେ ସେ ସମ୍ଭବତଃ…

(Video) ‘ଜୟ ଜଗନ୍ନାଥ’ କହି ଚଣ୍ଡିଖୋଲରେ ଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଓଡ଼ିଶା ଭାସ୍କର: ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ପରିପ୍ରେକ୍ଷୀରେ ସେ ରାଜ୍ୟବାସୀଙ୍କୁ ଭେଟିଦେଇଛନ୍ତି ୧୯ ହଜାର ୬ଶହ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ।…

ଚଣ୍ଡିଖୋଲରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ: ୨୦ ହଜାର କୋଟି ପ୍ରକଳ୍ପ ଭେଟି

ଚଣ୍ଡିଖୋଲ: ଯାଜପୁର ଚଣ୍ଡିଖୋଲ ସଭାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଚଣ୍ଡିଖୋଲ ସଭାରେ ପହଞ୍ଚି ସ୍ଥାନୀୟ ଅଞ୍ଚଳରେ ପ୍ରାୟ ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହି…

(Video) ମୁଁ ପ୍ରତିଦିନ ପିଏ, ଫଟୋ ଉଠାଇଲେ ଉଠାଅ…ତମେ ମୋର କ’ଣ କରିବ କର: ମାତାଲ ଶିକ୍ଷକ

ଓଡ଼ିଶା ଭାସ୍କର: ଶିକ୍ଷାର ମନ୍ଦିରରେ ସ୍କୁଲରେ ମଦ ପିଇଛନ୍ତି ଖୋଦ ଶିକ୍ଷକ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ମଦ ନିଶାରେ ଶିକ୍ଷକ ଜଣଙ୍କ ଏତେ ବୁଡ଼ି ଯାଇଥିଲେ, ତାହା ବର୍ଣ୍ଣନା…

ବିଧାନସଭାରେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେବା ମାମଲା; ୩ ଜଣଙ୍କୁ ଗିରଫ କରିଲା ବେଙ୍ଗାଲୁରୁ ପୋଲିସ

ବେଙ୍ଗାଲୁରୁ: କଂଗ୍ରେସ ନେତା ନାସିର ହୁସେନ ରାଜ୍ୟସଭାକୁ ନିର୍ବାଚିତ ହେବା ସମୟରେ 'ପାକିସ୍ତାନ ଜିନ୍ଦାବାଦ' ସ୍ଲୋଗାନ ଦେଇଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ପୋଲିସ । ଫରେନସିକ୍ ସାଇନ୍ସ…