Browsing Category

ଖବର

ଉପାନ୍ତରୁ ଉପକୂଳ, ମିଳିବନି ନିସ୍ତାର: ୨୬ ଯାଏଁ ପ୍ରବଳ ଛେଚିବ ବର୍ଷା, ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଉପାନ୍ତରୁ ଉପକୂଳ, ମିଳିବନି ନିସ୍ତାର । ଆଜିଠୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ…

(Video) ଏତେବଡ଼ ଦୁର୍ଘଟଣା ପାଇଁ ଦାୟୀ କିଏ? ମୁହାଁମୁହିଁ ଧକ୍କା ହେଲେ ଦୁଇଟି ହେଲିକପ୍ଟର

ନୂଆଦିଲ୍ଲୀ: ଅନେକ ସମୟରେ ସୋସିଆଲ ମିଡ଼ିଆରେ ସଡ଼କ ଦୁର୍ଘଟଣା ଓ ଅନ୍ୟାନ୍ୟ ଘଟଣାର ଭିଡିଓ ଭାଇରାଲ ହେଉଥିବାର ଦେଖାଯାଇଥାଏ । ତେବେ ଆପଣମାନେ କେବେ ହେଲିକପ୍ଟର ଦୁର୍ଘଟଣା ଦେଖିଛନ୍ତି କି । ଦୁଇଟି ହେଲିକପ୍ଟର ପରସ୍ପର ସହ…

ସାମ୍ବାଦିକ ନଆସିବାରୁ ଭୁଲ ଖବର ପ୍ରସାରିତ ହେଉଛି, ସାମ୍ବାଦିକଙ୍କୁ ପ୍ରେସ୍ ଗ୍ୟାଲେରୀକୁ ଛାଡ଼ାଯାଉ: ମୋହନ ମାଝୀ

ଭୁବନେଶ୍ୱର: ସାମ୍ବାଦିକ ମାନଙ୍କୁ ପ୍ରେସ ଗ୍ୟାଲେରୀ ଛଡାଯାଉ ବିଧାୟକ ମାନଙ୍କୁ ଉଦ୍ଧିଷ୍ଟ ହୋଇଥିବା ଆସନ ରେ ବସିବାକୁ ଅନୁମତି ଦିଆଯାଉ। ପ୍ରଶ୍ନକାଳ ଓ ଶୂନ୍ୟକାଳ ରେ ଏହି ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ…

ଅଗଷ୍ଟ ୧୩-୧୫ ମଧ୍ୟରେ ଘରେ ଘରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୨ ଜୁଲାଇ ୨୦୨୨ ଶୁକ୍ରବାର ଦିନ ଅଗଷ୍ଟ ୧୩-୧୫ ମଧ୍ୟରେ ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କିମ୍ବା ପ୍ରଦର୍ଶନ କରି 'ହର ଘର ତିରଙ୍ଗା' ଆନ୍ଦୋଳନକୁ ମଜବୁତ କରିବାକୁ ଲୋକଙ୍କୁ…

ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ ପରେ ଉପକୃତ ଏତିକି ଲକ୍ଷ ଗରିବ ପରିବାର

ପୁରୀ: ଜିଲାର ପ୍ରାୟ ୪ ଲକ୍ଷ ଗରିବ ପରିବାରକୁ ବକେୟା ଦୁଇ ମାସର ଗହମ ମିଳିବ। ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ସେମାନଙ୍କୁ ଗତ ଫେବୃୟାରୀ ଓ ମାର୍ଚ୍ଚ ମାସର ଗହମ ଯୋଗାଇ…

ତାଳି ମାରନ୍ତୁ, ସୁସ୍ଥ ରୁହନ୍ତ..ନିରୋଗ ରହିବା ସହଜ ଉପାୟ, ଗବେଷଣାରୁ ହେଲା ସ୍ପଷ୍ଟ

ନୂଆଦିଲ୍ଲୀ: କୌଣସି ଇଭେଣ୍ଟଠାରୁ ଆରମ୍ଭ କରି ଖେଳ କୁଦ, ଧର୍ମ ସମ୍ମିଳନୀ ସବୁଠି ତାଳିବାର ଗୁରୁତ୍ୱ ରହିଛି । କିନ୍ତୁ ଆପଣ ଜାଣନ୍ତି କି ତାଳି ମାଣିଷର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଉପକାରୀ ହୋଇଥାଏ । ଅନେକ…

ଅବିବାହିତାଙ୍କର ରହିଛି ଗର୍ଭପାତ କରିବାର ଅଧିକାର, ଏତିକି ସପ୍ତାହର କଣ୍ଟ ରଖିଛନ୍ତି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅବିବାହିତ ଗର୍ଭବତୀମାନଙ୍କ ପାଇଁ ସଦୟ ହୋଇଛନ୍ତି ସୁପ୍ରିମକୋର୍ଟ । ଏକ ରାୟରେ ସୁପ୍ରିମକୋର୍ଟ ଅବିବାହିତା ମହିଳାଙ୍କୁ ତାଙ୍କ ଗର୍ଭ ନଷ୍ଟ କରିବାର କ୍ଷମତା ଦେଇଛନ୍ତି । ଅବଶ୍ୟ ଏଥିପାଇଁ କୋର୍ଟ ୨୪ ସପ୍ତାହର…

(Video) Wow, Mind Blowing, Thank You God, I Love It: ଭାରତରେ ସତରେ କ’ଣ ଏପରି ଆକର୍ଷଣୀୟ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିଛି

ନୂଆଦିଲ୍ଲୀ: ଅନେକ ସମୟରେ ପ୍ରକୃତି ଖୁବସୁରତ ନଜାରା ସୋସିଆଲ ମିଡ଼ିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ତେବେ ଗୋଆର ପର୍ଯ୍ୟଟନ କ୍ଷେତ୍ର ବିଷୟରେ କିଏ ବା ନ ଜାଣିଛି । ସେଠାରେ ଥିବା ସୁଧସାଗରର ସୌନ୍ଦର୍ଯ୍ୟ ବିଷୟରେ ଯେତେ ବି…

(Video) ‘ପାପା କୀ ପରୀ’, ରଙ୍ଗ ବହୁତ ହୋଇଗଲା, ଚିରାଫଟା ଜିନ୍ସ ଡ୍ୟାନ୍ସ ଆଉ ଦେଖାଅନି

ନୂଆଦିଲ୍ଲୀ: ଆଜିକାଲିର ଯୁବକ, ଯୁବତୀଙ୍କର ଅନେକ ଫେସନ ଭିଡିଓ ଅଧିକାଂଶ ସମୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ତେବେ ନିକଟରେ ଜଣେ ଯୁବତୀ ମେଟ୍ରୋ ଟ୍ରେନରେ ଡ୍ୟାନ୍ସ କରୁଥିବା ବେଳେ ଭିଡିଓ ଭାଇରାଲ ହୋଇଛି । ଏହି…

(Video) ମିଠା, ଲସି, ଦହି, ରୋଗୀ ଚିକିତ୍ସା ସବୁଥିରେ GST: ତେବେ ମରିବା ଉପରେ କେତେ GST ଲାଗିବ: ମମତା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ସରକାରଙ୍କ ଅହି-ନକୁଳ ସମ୍ପର୍କ ବିଷୟରେ କାହାକୁ ବା ଅଜଣା । ତେବେ ନିକଟରେ ଶହୀଦ ଦିବସ ରାଲି ଅବସରରେ ଦିଦି କେନ୍ଦ୍ର…