Browsing Category
ଖବର
ତୈଳଦର ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣରେ ରଖିବା ପାଇଁ କେନ୍ଦ୍ରର ବଡ ନିଷ୍ପତ୍ତି
ନୂଆଦିଲ୍ଲୀ :ଦେଶରେ ତୈଳଦର ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି। ଗୁରୁବାର ଦିନ ଡିଜେଲ ରପ୍ତାନିରେ ଅପ୍ରତ୍ୟାସିତ ଲାଭ ଟିକସକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଲିଟର ପିଛା ୭…
ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ:ଟୁଇଟ୍ କରି ନିଜେ ଦେଲେ ସୂଚନା
ନୂଆ ଦିଲ୍ଲୀ: ଦିଲ୍ଲୀ ଉପ- ମୁଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ ପକ୍ଷରୁ ଚଢାଉ ହୋଇଛି । ଏନ୍ ସି ଆର୍ ରେ ଆୟକର ବିଭାଗ ପକ୍ଷରୁ ୨୦ ଟି ସ୍ଥାନରେ ଏହି ଚଢାଉ ହୋଇଛି । ତେବେ ଏହି ଚଢାଉ ନେଇ ଦିଲ୍ଲୀ ଉପ- ମୁଖ୍ୟମନ୍ତ୍ରୀ ମନୀଷ…
ଆଖି ପାଇଁ ହାନିକାରକ ଡାଏଟ୍ ସୋଡ଼ା, ହରାଇପାରନ୍ତି ଦୃଷ୍ଟିଶକ୍ତି
ନୂଆଦିଲ୍ଲୀ: ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଆଖି ପାଇଁ ହାନିକାରକ ଡାଏଟ୍ ସୋଡ଼ା । ଅଧ୍ୟୟନ ଅନୁସାରେ, ଅତ୍ୟଧିକ ମାତ୍ରାରେ ଡାଏଟ୍ ସୋଡ଼ା ପିଇବା ଦ୍ୱାରା ‘ଡାଇବେଟିକ୍ ରେଟିନୋପାଥି’ ନାମକ ସ୍ଥିତି ଉପୁଜିଥାଏ, ଯାହା ଆଖି…
ଚନ୍ଦ୍ରରେ ବାୟୁମଣ୍ଡଳ ! ଆଇନୋସ୍ପିୟରରେ ପ୍ଲାଜମା ଡେନସିଟିର ମିଳିଲା ସନ୍ଧାନ
ନୂଆଦିଲ୍ଳୀ: ଇସ୍ରୋର ଛୋଟ ସାଟେଲାଇଟ୍ ଲଞ୍ଚ ଭେଇକିଲ୍ର ବିଫଳତା ପରେ ଏବେ ଚନ୍ଦ୍ରାୟନ-୨କୁ ନେଇ ଭଲ ଖବର ସାମନାକୁ ଆସିଛି । ଚନ୍ଦ୍ରାୟନ-୨କୁ ଚନ୍ଦ୍ରର ଆଇନୋସ୍ପିୟରରେ ପ୍ଲାଜମା ଡେନସିଟି ମିଳିଛି । ଏହା ସବୁଠାରୁ ବଡ…
ଜମି ଅଧିଗ୍ରହଣରେ ବିଳମ୍ବ, ମନ୍ଥର ଗତିରେ ଚାଲିଛି ବୁଲେଟ୍ ଟ୍ରେନ୍ ପ୍ରକଳ୍ପ କାର୍ଯ୍ୟ
ନୂଆଦିଲ୍ଲୀ : ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ସମ୍ପର୍କରେ ଭାରତୀୟ ରେଳବାଇ ଗୁରୁତ୍ୱପୂର୍ଣ୍ଣ ସୂଚନା ସେୟାର କରିଛି । ଯଦିଓ ବୁଲେଟ୍ ଟ୍ରେନ୍ ଆଗାମୀ ବର୍ଷରେ ଅର୍ଥାତ୍ ୨୦୨୩ ରେ ଚାଲିବାକୁ ଥିଲା,…
କର୍ଣ୍ଣାଟକର ସମସ୍ତ ବିଦ୍ୟାଳୟ ଓ କଲେଜରେ ଜାତୀୟ ସଂଗୀତ ଗାନ ବାଧ୍ୟତାମୂଳକ, ଅବହେଲା କଲେ କାର୍ଯ୍ୟନୁଷ୍ଠାନ
ବେଙ୍ଗାଲୁରୁ : କର୍ଣ୍ଣାଟକ ସରକାର ଏକ ନିର୍ଦ୍ଦେଶ ଜାରିକରି ରାଜ୍ୟର ସମସ୍ତ ବିଦ୍ୟାଳୟ ଏବଂ ପ୍ରି-ୟୁନିଭରସିଟି କଲେଜରେ ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ସକାଳେ ଜାତୀୟ ସଙ୍ଗୀତ ଗାନ କରିବା ବାଧ୍ୟତାମୂଳକ କରିଛନ୍ତି ।…
କାର୍ଯ୍ୟରେ ଅବହେଳା ଅଭିଯୋଗ, ଫାଣ୍ଡି ଅଧିକାରୀଙ୍କ ସହ ୪ କନେଷ୍ଟବଳ ନିଳମ୍ବିତ
ମାଲକାନଗିରି, (ଭାସ୍କର ନ୍ୟୁଜ୍): ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ଫାଣ୍ଡି ଅଧିକାରୀଙ୍କ ସହ ଅନ୍ୟ ଚାରି ଜଣ କନ ଷ୍ଟେବଲଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ନିଳମ୍ବିତ କରାଯାଇଛିା ଏ ସମ୍ବନ୍ଧରେ ଓର୍କେଳ ଥାନା…
ବିଲୀନ ହୋଇଯିବ କି ଜୀବଜଗତ ? କମୁଛି ପୃଥିବୀର ଗତି, ବଢ଼ୁଛି ବୈଜ୍ଞାନିକଙ୍କ ଚିନ୍ତା
ନୂଆଦିଲ୍ଲୀ: ବିଲୀନ ହୋଇଯିବ କି ଜୀବଜଗତ ? କାହିଁକି କମୁଛି ପୃଥିବୀର ଗତି? କାହିଁକି ବଢୁଛି ପୃଥିବୀରେ ଦିନର ଅବଧି ? କ’ଣ ହୋଇପାରେ ଏହା ପଛର ରହସ୍ୟ ? ଏପରି ରହସ୍ୟ ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବନି ତ ?…
ଘର ଭିତରୁ ଉଦ୍ଧାର ହେଲା ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ, ସ୍ୱାମୀ ଅଟକ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ରାଜଧାନୀର ଖାରବେଳନଗର ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ତାଙ୍କ ତାଙ୍କ ଘରୁ ଉଦ୍ଧାର ହୋଇଛି । ମହିଳା ଜଣଙ୍କ ହେଉଛନ୍ତି ବିଷ୍ଣୁ ମୋହନ ପ୍ରହରାଜଙ୍କ ସ୍ତ୍ରୀ…
୨୦୨୪ ସାଧାରଣ ନିର୍ବାଚନ: ରୋଡ୍ମ୍ୟାପ୍ ପ୍ରସ୍ତୁତ କରୁଛନ୍ତି ବିଜେଡି-ବିଜେପି, ୩୦ ଜିଲ୍ଲା ପାଇଁ ବିଜେଡିର ୬ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତ
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍) : ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏବେ ଠାରୁ ନିଜର ରଣନୀତି ଆରମ୍ଭ କରିଛନ୍ତି ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଓ ବିଜେଡି । ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ…