Browsing Category

ଖବର

ପ୍ରାଣ ନେଉଛି Heat Stroke: ପ୍ରଚଣ୍ଡ ଖରା ଯୋଗୁଁ ୩ ଦିନରେ ୯୮ ଜଣଙ୍କ ମୃତ୍ୟୁ, ରେଡ ଆଲର୍ଟ ଜାରି

ନୂଆଦିଲ୍ଲୀ: ପ୍ରଚଣ୍ଡ ଖରା ଏବଂ ଅସହ୍ୟ ତାତିରେ ଏବେ ଛଟପଟ ହେଉଛନ୍ତି ଦେଶବାସୀ । ସକାଳ ୮ଟା ରେ ମଧ୍ୟ ବାହାରକୁ ବାହାରିବା ପାଇଁ ଡରୁଛନ୍ତି ଲୋକେ । ଗତ କିଛି ଦିନରୁ ଦେଶର ବିଭିନ୍ନ ଅଞ୍ଚଳରେ ପ୍ରଚଣ୍ଡ ଖରା ଏବଂ…

ଲାଗୁ ହେଲା ଡ୍ରେସ୍ କୋର୍ଡ: ମିନି ସ୍କର୍ଟ, ହାପ୍ ପ୍ୟାଣ୍ଟ ଓ ଫ୍ରକ୍ ପିନ୍ଧି ଆସିପାରିବେନି ମନ୍ଦିର

ନୂଆଦିଲ୍ଲୀ:ହିମାଚଳ ପ୍ରଦେଶର ସିମଲାରେ ଥିବା ପ୍ରାଚୀନ ଜୈନ ମନ୍ଦିରରେ ଲାଗୁ ହେଲା ଡ୍ରେସ୍ କୋର୍ଡ । ମନ୍ଦିର ପ୍ରଶାସନ ଏ ସମ୍ବନ୍ଧରେ ମନ୍ଦିର ବାହାରେ ଏକ ନୋଟିସ୍ ଲଗାଇ ଦେଇଛି । ଏଥିରେ କୁହାଯାଇଛି ଯେ, ଛୋଟ ଡ୍ରେସ୍…

Video: ବ୍ରିଟେନରେ ମଦ୍ୟପ ମହିଳାଙ୍କୁ ଦୁଷ୍କର୍ମ କଲେ ଭାରତୀୟ ଛାତ୍ର; ସିସିଟିଭି ଫୁଟେଜରେ କଏଦ ହେଲା ଘଟଣା, ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ: ବ୍ରିଟେନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଏଠାରେ ଜଣେ ଭାରତୀୟ ଛାତ୍ର ଜଣେ ମଦ୍ୟପ ମହିଳାଙ୍କୁ ତାଙ୍କ ଘରକୁ ନେଇ ଦୁସ୍କର୍ମ କରିଛନ୍ତି । ଏହି ଘଟଣା ସିସିଟିଭି ଫୁଟେଜରେ କଏଦ ହୋଇଛି । ବିବିସି…

(Video) ସେ ଝିଅର ପ୍ଲାନ ଥିଲା ମୋ ପୁଅଠୁ ପଇସା ନେଇ ରଶ୍ମୀ ସାଙ୍ଗରେ ରହିଥାନ୍ତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ମାର୍ଚ୍ଚ ମାସ ୧୮ ତାରିଖରେ ରାଜଧାନୀ ଭୁବନେଶ୍ୱରର ବହୁଚର୍ଚ୍ଚିତ ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାରଙ୍କ ଅକାଳ ବିୟୋଗ ଘଟିଥିଲା । ଡିଜେ ଆଜେକ୍ସଙ୍କ ମୃତଦେହ ରାଜଧାନୀରେ ଥିବା ତାଙ୍କ…

ମହିଳା କେବେ ଜାଣି ପାରନ୍ତି ନାହିଁ ପୁରୁଷଙ୍କର ଏହି ସିକ୍ରେଟ: ବିଫଳ ହୁଏ ସବୁ ଚେଷ୍ଟା

ଆଚାର୍ଯ୍ୟ ଚାଣକ୍ୟ ଦୁନିଆର ମହାନତମ ବିଦ୍ୱାନଙ୍କ ମଧ୍ୟରେ ଜଣେ । ତାଙ୍କର ନୀତି ଆଜିର ସମୟରେ ମଧ୍ୟ ଉପାଦେୟ ହୋଇଥାଏ । ଚାଣକ୍ୟ ନୀତିରେ ସ୍ତ୍ରୀ-ପୁରୁଷଙ୍କ ବିଷୟରେ ବିସ୍ତାରରେ କୁହାଯାଇଛି । ବୈବାହିକ ଜୀବନ ହେଉ କିମ୍ବା…

ଆଉ ଏକ ଜୀବନ ନେଲା ବାହାନଗା ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

କଟକ: ବାହାନଗା ଦୁର୍ଘଟଣାରେ ଆଉ ଜଣେ ଆହତ ପ୍ରାଣ ହରାଇଛନ୍ତି । ଦୁର୍ଘଟଣାରେ ଆହତ ହୋଇ ସେ କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିଲେ ପଶ୍ଚିମବଙ୍ଗର ସାହିଲ ମନସୁର । ଦୁର୍ଘଟଣା ପରେ ୧୫ ଦିନ ପର୍ଯ୍ୟନ୍ତ ସର୍ଜରୀ…

ଛପା ହେଲା, କିନ୍ତୁ RBIକୁ ମିଳିଲାନି ୮୮ ହଜାର କୋଟି ଟଙ୍କାର ୫୦୦ ଟଙ୍କିଆ ନୋଟ୍: RTIର ମହାଖୁଲାସା!

ନୂଆଦିଲ୍ଲୀ: ୨୦୦୦ ଟଙ୍କିଆ ନୋଟ ଉପରେ ସରକାର ଅଚଳ କରିବା ପରେ ଏହାକୁ ନେଇ ଲଗାତାର ଚର୍ଚ୍ଚା ଲାଗି ରହିଛି । ଏହାପରେ ୫୦୦ ଟଙ୍କିଆ ନୋଟ ଅଚଳ ହୋଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ତେବେ ଏହା ମଧ୍ୟରେ ଭାରତୀୟ ରିଜର୍ଭ…

ବେଆଇନ୍ ଦରଘା ହଟାଇବା ନୋଟିସ ପରେ ଜୁନାଗଡରେ ହିଂସା: ଡିଏସପିଙ୍କ ସମେତ ୪ ପୋଲିସ ଆହତ

ଜୁନାଗଡ: ଗୁଜୁରାଟର ଜୁନାଗଡ ଜିଲ୍ଲାରେ ଜୋର ଧରିଛି ହିଂସା । ଜବରଦଖଲ ଜମିରେ ନିର୍ମିତ ଦରଘା ଭାଙ୍ଗିବା ପାଇଁ ନୋଟିସ ଦିଆଯିବା ପରେ ଏଠାରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି । ମାରପିଟ ଏବଂ ଗଣ୍ଡଗୋଳ ଭଳି…

(Video) ଲଙ୍କାରେ ହରି ନାମ…ବାହାନଗା ଦୁର୍ଘଟଣା ପୀଡିତଙ୍କୁ ୧୦ କୋଟି ଦେବ ମହାଠକ ସୁକେଶ, ଲେଖିଛି ଚିଠି

ନୂଆଦିଲ୍ଲୀ: ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣିଥରେ ଜେଲରୁ ପତ୍ର ଲେଖିଛି । କିନ୍ତୁ ଏଥର ଜନହିତ ପାଇଁ ଆଗେଇ ଆସିଛି ସୁକେଶ । ଜେଲ ଭିତରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖି ବାଲେଶ୍ୱର ଟ୍ରେନ ଦୁର୍ଘଟଣା…

ଗରମରେ ଝଲସୁଛି ରାଜଧାନୀ: ସକାଳ ୮.୩୦ଟା ସୁଦ୍ଧା ତାପମାତ୍ରା ୩୫ ଡିଗ୍ରୀ ପାର, ଝାରସୁଗୁଡା ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର: ପ୍ରବଳ ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ସାରା ରାଜ୍ୟକୁ କବଳିତ କରି ନେଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ପାରଦ ଖୁବ ଉପରେ ରହିଛି । ଆକାଶରୁ ଗରମ ନିଆଁ ବର୍ଷିଲା ଭଳି ବର୍ଷୁଛି ଖରା ।…