Browsing Category
ଖବର
(Video) ଅଚାନକ ଏକ ବିରାଟ ଖାଲ ମଧ୍ୟକୁ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍: ଚାଲିଗଲା ୧୦ ତୀର୍ଥଯାତ୍ରୀଙ୍କ ଜୀବନ
ନୂଆଦିଲ୍ଲୀ: ଦୁର୍ଘଟଣା କୌଣସି କାଳ ଠାରୁ କମ୍ ନୁହେଁ । ଅନେକ ସମୟରେ ଅଚାନକ ଦୁର୍ଘଟଣା ଘଟିବା ବହୁ ଲୋକଙ୍କ ଜୀବନ ଚାଲିଯାଇଥାଏ । ତେବେ ଏହା ମଧ୍ୟରେ ଦୁର୍ଘଟଣାରେ ୧୦ ଜଣଙ୍କର ଜୀବନ ଚାଲିଯାଇଛି । ତୀର୍ଥଯାତ୍ରୀଙ୍କୁ…
ଦେଶରୁ ମହୁମାଛି ଅପହରଣ କରାଯାଉଛି! ୧୨ ବର୍ଷରେ ଅପହରଣ ହେଲେଣି ୧୦ ଲକ୍ଷ, କାରଣ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ!
ନୂଆଦିଲ୍ଲୀ : ଆପଣ ନିଶ୍ଚିତ ଭାବରେ ଲୋକଙ୍କୁ ଅପହରଣ କରାଯିବା ବିଷୟରେ ଶୁଣିଥିବେ । ବେଳେବେଳେ ଶତ୍ରୁତା ପାଇଁ ତ ଅନ୍ୟ କେତେବେଳେ ଚାଲାଣ ପାଇଁ ଅପହରଣ କରାଯାଏ । ଅନେକ ସମୟରେ ପିଲାମାନଙ୍କ ଅପହରଣ ମାମଲା ସାମ୍ନାକୁ ଆସେ…
୨୦୦୦ଟଙ୍କିଆ ନୋଟକୁ ନେଇ ଅଦାଲତରେ ବଡ ନିଷ୍ପତ୍ତି: କ’ଣ ହେଲା ପରିବର୍ତ୍ତନ?
ନୂଆଦିଲ୍ଲୀ: ୨୦୦୦ ଟଙ୍କିଆ ନୋଟ ପ୍ରଚଳନ ଉପରେ ରୋକ ଲଗାଇବା ଦିନରୁ ଏହାକୁ ନେଇ ଚର୍ଚ୍ଚା ଲାଜି ରହିଛି । ବର୍ତ୍ତମାନ ଅଦାଲତ ଏହାକୁ ନେଇ ଆଉ ଏକ ବଡ ନିଷ୍ପତ୍ତି ନେଇଛନ୍ତି । କୌଣସି ବ୍ଲାଙ୍କ ସ୍ଲିପ କିମ୍ବା ପରିଚୟ ପତ୍ର…
(Video) ପିମ୍ପୁଡ଼ି ମଧ୍ୟ କ୍ଷୀର ଦିଏ: କ୍ଷୀରକୁ କେହି ନ ପିଇଲେ ପିମ୍ପୁଡ଼ିର ମୃତ୍ୟୁ ଘଟିବ, ସମ୍ପୂର୍ଣ୍ଣ ପ୍ରକ୍ରିୟା କ୍ୟାମେରାରେ ରେକର୍ଡ
ନୂଆଦିଲ୍ଲୀ: ଏ ଦୁନିଆରେ ଅନେକ ପ୍ରକାରର ଜୀବଜନ୍ତୁ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ କ୍ଷୀର ଦେଇଥାନ୍ତି । ଗାଈ, ମଇଁଷି, ଓଟ, ଛେଳି, ମେଣ୍ଢା, ଘୋଡ଼ା ସେମାନଙ୍କର ଛୁଆଙ୍କୁ କ୍ଷୀର ଦେଇଥାନ୍ତି । ତେବେ…
ଗ୍ରାମୀଣ ଲୋକଙ୍କୁ ଘର ତିଆରି ପାଇଁ ମିଳିବ ସହାୟତା: କ୍ୟାବିନେଟ ବୈଠକରେ ୧୮ଟି ନୂଆ ପ୍ରସ୍ତାବକୁ ମଞ୍ଜୁରୀ
ଭୁବନେଶ୍ୱର: ଆଜି ବିଜେଡି ନିଜର ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ପାଳନ କରୁଛି । ତେବେ ଏହି ଅବସରରେ ଲୋକସେବା ଭବନରେ କ୍ୟାବିନେଟ ବୈଠକ ଡକାଇଥିଲେ ରାଜ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ…
ପ୍ରଧାନମନ୍ତ୍ରୀ ସମ୍ମାନିତ କରିଥିବା ଏହି ୧୧ ଜଣ ଶ୍ରମିକ କିଏ? ନୂଆ ସଂସଦ ଉଦଘାଟନରେ ମିଳିଲା ଉପହାର
ନୂଆଦିଲ୍ଲୀ: ରବିବାର ନୂଆ ସଂସଦର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ସଂସଦ ଭବନର ନିର୍ମାଣ ଏବଂ ଏହାର ବିକାଶରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା ୧୧ ଜଣ ଶ୍ରମିକଙ୍କୁ ସମ୍ମାନିତ…
ବିବାହ ଭୋଜିରୁ ଫେରିବା ବେଳେ JEଙ୍କୁ ସଂଘବଦ୍ଧ ଆକ୍ରମଣ: ବିଦ୍ୟୁତକାଟକୁ ନେଇ ପିଟିଲେ ଲୋକେ
ନୀଳଗିରି: ବିଦ୍ୟୁତକାଟ ଘଟଣାକୁ ନେଇ ଜେଇଙ୍କ ଉପରେ ହୋଇଛି ଆକ୍ରମଣ । ଏକ ବିବାହ ଭୋଜିରୁ ଫେରିବା ବେଳେ ବିଦ୍ୟୁତକାଟ ସମସ୍ୟାକୁ କେନ୍ଦ୍ର କରି କିଛି ଲୋକ ତାଙ୍କୁ ଅଟକାଇବା ସହ ଆକ୍ରମଣ କରିଥିବା ସୂଚନା ମିଳିଛି ।…
ଆଜିଠୁ +୨ ନାମଲେଖା ପାଇଁ ଆବେଦନ ଆରମ୍ଭ: ଖୋଲିବ ସାମ୍ସ ପୋର୍ଟାଲ
ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି । ପିଲାମାନଙ୍କ ନାଲେଖା ଆବେଦନ କରିବା ପାଇଁ ସାମ୍ସ ପୋର୍ଟାଲ ଖୋଲାଯିବ । ପ୍ରଥମବର୍ଷ ନାମଲେଖା ପାଇଁ ଆଜିଠାରୁ ପିଲାମାନେ ଆବେଦନ…
୨ ସେମି ପ୍ରସ୍ଥର ସେଙ୍ଗୋଲ ପ୍ରସ୍ତୁତ କଲେ ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ
ଭୁବନେଶ୍ୱର: ଭାରତୀୟ ରାଜନୀତି ଇତିହାସରେ ସେଙ୍ଗୋଲର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ପାଞ୍ଚ ଫୁଟ ଲମ୍ବ ଏବଂ ଦୁଇ ଇଞ୍ଚ ପ୍ରସ୍ଥର ସୁନା ଲେପ ଦିଆ ରାଜଦଣ୍ଡ ପ୍ରଥମେ ୧୯୪୭ ମସିହାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ…
ଦୁଇ ମାସରେ କୁନୋ ଜାତୀୟ ଉଦ୍ୟାନରେ ୬ ଚିତା ମୃତ୍ୟୁ ; କାରଣ କ’ଣ? ପ୍ରଚଣ୍ଡ ଗରମ ନା ପୃଷ୍ଟିକର ଖାଦ୍ୟର ଅଭାବ…
ନୂଆଦିଲ୍ଲୀ : ଚିତା ବାଘମାନଙ୍କ ପାଇଁ ଭାରତ ସରକାରଙ୍କ ପ୍ରୋଜେକ୍ଟ ଅସଫଳ ପ୍ରମାଣ ହେବାକୁ ଯାଉଛି । ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଗୁରୁବାର (ମେ ୨୫) ରେ ଆଉ ଦୁଇଟି ଛୁଆଙ୍କର ମୃତ୍ୟୁ ଘଟିଛି। ଏହାପୂର୍ବରୁ କୁନୋ…