Browsing Category
ଖବର
ପୁଣି ଟ୍ରେନ ଦୁର୍ଘଟଣା! ଫାଟକ ଓ ଧାରଣା ଭିତରେ ଅଟକିଗଲା ଟ୍ରାକ୍ଟର, ଆଉ ତାପରେ…
ରାଞ୍ଚି: ବାଲେଶ୍ୱର ଦୁର୍ଘଟଣାର ଭୟଙ୍କର ଦୃଶ୍ୟକୁ ଭାବିଲେ ଏବେ ବି ଛାତି ଥରିଯାଉଛି । ଏହାପରେ ଟ୍ରେନରେ ଯାତାୟତ କରିବା ପାଇଁ ବି ଅନେକ ଲୋକ ଭୟ କରିଗଲେଣି । ୟା ଭିତରେ ଆଉ ଏକ ଟ୍ରେନ ଭୟାନକ ଦୁର୍ଘଟଣାର ଦ୍ୱାର ଦେଶରେ…
ଆପଣଙ୍କ ଝିଅକୁ ଦେଉଛି ୧୫ ଲକ୍ଷ ଟଙ୍କା: ପାଠପଢା ସହ ବିବାହରେ ଖର୍ଚ୍ଚ କରିପାରିବେ
ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ଦେଶର ମହିଳାମାନଙ୍କ ପାଇଁ ଏକ ବିଶେଷ ସୁବିଧା ଉପଲବ୍ଧ କରାଇଛନ୍ତି । ଏହି ସ୍କିମ ଅନୁଯାୟୀ ଝିଅମାନଙ୍କୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ । ତେବେ ଏଭଳି ଏକ…
ଭାଙ୍ଗିଗିଲା ବନ୍ଧ, ପାଣିର ସୁଅରେ ଭାସିଗଲା ୨୪ଟି ଗାଁ: ବିପଦରେ ୪୨,୦୦୦ ଲୋକଙ୍କ ଜୀବନ
ନୂଆଦିଲ୍ଲୀ: ପ୍ରକୃତି ଏବେ ବିଭିନ୍ନ ସ୍ଥାନରେ ପ୍ରଳୟର ତାଣ୍ଡବଲୀଳା ଦେଖାଉଛି । ଲଗାତାର ବାତ୍ୟା, ସୁନାମୀ ଯୋଗୁଁ ଅନେକ କ୍ଷୟକ୍ଷତି ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । ଏବେ ସେହିଭଳି ଏ ବିରାଟ ସୁନାମି ୟୁକ୍ରେନର…
ପୁଣି ଯବାନ-ମାଓବାଦୀ ମୁହାଁମୁହିଁ: ଗୁଳି ବିନିମୟରେ ମାଓବାଦୀ ଆହତ
ନୂଆଦିଲ୍ଲୀ: ଛତିଶଗଡ ବିଜାପୁରରେ ମୁହାଁମୁହିଁ ହୋଇଛନ୍ତି ଭାରତୀୟ ଯବାନ ଏବଂ ମାଓବାଦୀ ଗୋଷ୍ଠୀ । ବାସାଗୁଡା ଜଙ୍ଗଲ ଭିତରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଭାରତୀୟ ସେନାର କୋବ୍ରା କମାଣ୍ଡୋ ଏବଂ ଏସଟିଏଫର ମିଳିତ…
ଟ୍ରେନ ଟ୍ରାଜେଡିରେ ନୂଆ ଟ୍ୱିଷ୍ଟ: ସିଗନାଲ ଫେଲ ହେବାରୁ ଦୁର୍ଘଟଣା ଘଟିନି, ରହିଛି ଅଲଗା କାରଣ!
ବାଲେଶ୍ୱର: ବାହାନଗା କରମଣ୍ଡଳ ଦୁର୍ଘଟଣାକୁ ନେଇ ପୁଣି ଏକ ବଡ ବୟାନ ସାମନାକୁ ଆସିଛି । ଆଜି ପର୍ଯ୍ୟନ୍ତ ସିଗନାଲ ଫେଲ ଯୋଗୁଁ ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଛି ବୋଲି କୁହାଯାଉଥିବା ବେଳେ ଏବେ ଏହାକୁ ନେଇ ଆଉ ଏକ…
ମୃତାହତଙ୍କ ପରିବାରକୁ ୨୦୦୦ ଟଙ୍କିଆ ନୋଟ୍ ବାଣ୍ଟୁଛନ୍ତି ମମତା ବାନାର୍ଜୀ
ବାଲେଶ୍ୱର: ବାହାନଗା ଦୁର୍ଘଟଣାରେ ପୀଡିତଙ୍କୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦୁର୍ଘଟଣା ଘଟିବା ଦିନରୁ ଆଜି ମଧ୍ୟରେ ଦୁଇ ଥର ଓଡିଶା ଆସି ଦୁର୍ଘଟଣାସ୍ଥଳ ମଧ୍ୟ ପରିଦର୍ଶନ…
ସୋସିଆଲ ମିଡିଆରୁ ହଟିବ ‘Like’ ବଟନ୍! ଆସିବ ନୂଆ ବିକଳ୍ପ, ଦର୍ଶାଇବ ପୋଷ୍ଟର ସତ୍ୟତା
ନୂଆଦିଲ୍ଲୀ: ସୋସିଆଲ ମିଡିଆର ପ୍ରତିଟି ପ୍ଲାଟଫର୍ମରେ ‘ଲାଇକ’ ବଟନ୍ ବ୍ୟବହାର ତ ଆପଣମାନେ ଜାଣିଥିବେ । କୌଣସି ପୋଷ୍ଟ ପସନ୍ଦ ଆସିଲେ ପୋଷ୍ଟଟିକୁ ପ୍ରଶଂସା ରୂପକ ଏହାକୁ ଲାଇକ୍ କରାଯାଏ । କିନ୍ତୁ ଏବେ ଜାଣିବାକୁ ମିଳିଛି…
ହାଇକୋର୍ଟରେ ACF ସୌମ୍ୟ ମୃତ୍ୟୁ ମାମଲା: ଦ୍ୱାରସ୍ଥ ହେଲେ ପତ୍ନୀ ବିଦ୍ୟା, DFO ସଂଗ୍ରାମ
କଟକ: ପୁଣି ହାଇକୋର୍ଟରେ ପହଞ୍ଚିଛି ଏସିଏଫ ସୌମ୍ୟ ମର୍ଡର କେସ୍ । ନିମ୍ନ ଅଦାଲତଙ୍କ ଶୁଣାଣିକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପତ୍ନୀ ବିଦ୍ୟା ଭାରତୀ ଏବଂ ପାରଳାଖେମୁଣ୍ଡିର ତତ୍କାଳୀନ ଡିଏଫଓ…
କରମଣ୍ଡଳ ଦୁର୍ଘଟଣା: ଆଖିରେ ଲୁହ, ହାତରେ ଫଟୋ… କାନ୍ଦି କାନ୍ଦି ବାପାଙ୍କୁ ଖୋଜୁଛି ୪ ବର୍ଷର ଝିଅ
ବାଲେଶ୍ୱର: ବାଲେଶ୍ୱର ବାହାନଗା ଷ୍ଟେସନରେ ଶହ ଶହ ଜୀବନ ନେଇଛି କରମଣ୍ଡଳ ଦୁର୍ଘଟଣା । ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଅନେକ ଲୋକଙ୍କ ପରିବାର ଉଜାଡି ଦେଇଛି ଏହି…
(Video) ଚଳନ୍ତା ଟ୍ରେନ ଆଗକୁ ଫିଙ୍ଗିଦେଲେ LPG ଗ୍ୟାସ ସିଲିଣ୍ଡର, ଆଉ ତା’ ପରେ…
ନୂଆଦିଲ୍ଲୀ: ବାଲେଶ୍ୱର ଟ୍ରେନ ଦୁର୍ଘଟଣା ପରେ ବିଭିନ୍ନ ସ୍ଥାନରୁ ଟ୍ରେନ ଦୁର୍ଘଟଣା ଏବଂ ଟ୍ରେନ ସହ ଜଡିତ ବିଭିନ୍ନ ଘଟଣା ସାମନାକୁ ଆସୁଛି । ଏବେ ଉତ୍ତରାଖଣ୍ଡର ହଲ୍ଦୱାନୀ ସହରରୁ ମଧ୍ୟ ସେହିଭଳି ଏକ ଘଟଣା ସାମନାକୁ…