Browsing Category

ଖବର

Ind vs Pak ମ୍ୟାଚ ଦେଖିବାକୁ ଷ୍ଟାଡିୟମରେ ପହଞ୍ଚିଲେ ସ୍ୱୟଂ ‘ଭଗବାନ’: ବିରାଟଙ୍କୁ ଦେଲେ ସରପ୍ରାଇଜ

ଅହମ୍ମଦାବାଦ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଚିର ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ । ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତର…

ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଶୁଭମନ ଗିଲ୍ ୯୯ ପ୍ରତିଶତ ଫିଟ୍: ରୋହିତ ଶର୍ମା

ଓଡ଼ିଶା ଭାସ୍କର: ଭାରତ-ପାକ୍ ମ୍ୟାଚ୍ ପୂର୍ବରୁ ଏକ ପ୍ରେସ୍ ମିଟରେ ଶୁବମନ ଗିଲଙ୍କ ବିଷୟରେ ବଡ଼ ତଥ୍ୟ ଦେଇଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା । ଗିଲ୍ ମ୍ୟାଚ୍ ପାଇଁ ୯୯ ପ୍ରତିଶତ ଫିଟ୍ ଥିବା କଥା କହିଛନ୍ତି ରୋହିତ୍…

ଆସନ୍ତାକାଲି ରାଜ୍ୟର ସବୁ ସ୍କୁଲ ଛୁଟି; ମହାଳୟା ପାଇଁ ଛୁଟି ଘୋଷଣା କଲେ ରାଜ୍ୟ ଗଣଶିକ୍ଷା ବିଭାଗ

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ମହାଳୟା ପାଇଁ ଆସନ୍ତାକାଲି ରାଜ୍ୟର ସବୁ ସ୍କୁଲ ଛୁଟି । ଛୁଟି ଘୋଷଣା କଲେ ରାଜ୍ୟ ଗଣଶିକ୍ଷା ବିଭାଗ । ଦଶହରା ଛୁଟିକୁ ମଧ୍ୟ ନେଇ ଗଣଶିକ୍ଷା ବିଭାଗର ନୋଟିସ୍ । ଚଳିତ ବର୍ଷ ଦୁଇଟି…

(Video) ଦେଖନ୍ତୁ ବିଶ୍ୱର ସବୁଠାରୁ ବଡ଼ କଖାରୁ….ଯାହାକୁ ଟେକିବାକୁ ମଣିଷ ବଦଳରେ କ୍ରେନର ଆବଶ୍ୟକ ପଡୁଛି

ଓଡିଶା ଭାସ୍କର; କଖାରୁ ହେଉଛି ଏମିତି ଏକ ପରିବା ନାମ ଯାହାକୁ ପ୍ରାୟ ସମସ୍ତେ ଜାଣନ୍ତି । ଏହି ପରିବାଟି ସାଧାରଣତଃ ବିଭିନ୍ନ ଦେଶ ମାନଙ୍କରେ ଫଳିଥାଏ । ତେବେ ଏହାର ଓଜନ ଆପଣ ୧୦ ରୁ ୧୫ କେଜି ଭିତରେ ଦେଖିବାକୁ ପାଈଥିବେ…

ରାଜ୍ୟ ସରପଞ୍ଚ ମହାସଂଘ ଆନ୍ଦୋଳନ ସ୍ଥଗିତ; ସ୍ଥାୟୀ ସମାଧାନର ଆଶା ରଖିଛି ମହାସଂଘ

ଭୁବନେଶ୍ବର: ସ୍ଥଗିତ ହେଲା ରାଜ୍ୟ ସରପଞ୍ଚ ମହାସଂଘ ଆନ୍ଦୋଳନ । ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ଏକ ମାସର ମହଲତ ଦେଇଛି ମହାସଂଘ । ଅନ୍ତ ମନ୍ତ୍ରୀସ୍ତରୀୟ ବୈଠକରେ ମହାସଂଘର ସଦସ୍ୟଙ୍କ ସହ ଆଲୋଚନା କରିବେ…

ପୁଣି ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ, ୫ ମାସ ପୂର୍ବରୁ ହୋଇଥିଲା ବିବାହ

ନରସିଂହପୁର : ଏବେ ମଧ୍ୟ ଯୌତୁକ ନିର୍ଯ୍ୟାତନା ନାମକ କୁ ସଂସ୍କାର ସମାଜରେ ରହିଛି, ଏଥିପାଇଁ ଅନେକ ନିରୀହ ଝିଅଙ୍କ ଜୀବନ ଚାଲିଯାଉଛି । ଏବେ ପୁଣି ଯୌତୁକ ଜୁଇରେ ଜଳିଲା ଆଉ ଗୋଟିଏ ନିରୀହ ଜୀବନ । ମଣିଷ ଯେତେ ଆଧୁନିକ…

(Video) ମୁଣ୍ଡକୁ ୩୬୦ ଡିଗ୍ରୀ ବୁଲାଉଛନ୍ତି ଯୁବକ: ଏହାପରେ କରିଦେଲେ ଏମିତି କାମ, ଆଶ୍ଚର୍ଯ୍ୟ ହୋଇଗଲେ ଲୋକେ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ କେବେ କେଉଁ ଭିଡିଓ ଭାଇରାଲ ହୋଇଯିବ, ଏହାର ପୂର୍ବାନୁମାନ କରିବା କଷ୍ଟକର । ଏହାର ଭବିଷ୍ୟବାଣୀ କେହି କରିପାରିବେ ନାହିଁ । ୟୁଜର୍ସଙ୍କୁ ଏପରି ଭିଡିଓ ଖୁବ୍ ପସନ୍ଦ ଆସିଥାଏ, ଯେଉଁଥିରେ…

Whatsappରେ କରନ୍ତୁନି ଏହି ୫ଟି ଭୁଲ୍… ନଚେତ୍ ସବୁଦିନ ପାଇଁ ବ୍ୟାନ ହୋଇଯିବ

ନୂଆଦିଲ୍ଲୀ: ଆଜିକାଲି ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍ ହେଉଛି ହ୍ୱାଟ୍ସଆପ୍ । ତେବେ କମ୍ପାନୀ ବର୍ତ୍ତମାନ ନିଜ ପ୍ରାଇଭେସୀ ଏବଂ ସୁରକ୍ଷା ନୀତିରେ ପରିବର୍ତ୍ତନ କରିଛି । ଏହି ପରିବର୍ତ୍ତନ ପରେ ହ୍ୱାଟ୍ସଆପ୍…

(Video) ଏଇଟା ମାଛ ନା ବାଦୁଡ଼ି? ଦେଖାଗଲା ବିଶାଳକାୟ ଜୀବ, ଆକୃତି-ଓଜନରୁ ଚିହ୍ନାପଡ଼ୁନି ପ୍ରାଣୀ

ପୃଥିବୀରେ ଅନେକ ପ୍ରକାରର ଜୀବ ଦେଖିବାକୁ ମିଳିଥାନ୍ତି । କିଛି ଜୀବ ସହିତ ଆମେ ଅଧିକାଂଶ ସମୟରେ ଅତି ସହଜରେ ଦେଖିବାକୁ ପାଇଥାଉ । ସେମାନଙ୍କ ଗଠନ, ଜୀବନଯାପନ ପ୍ରଣାଳୀ ଏବଂ ଖାଦ୍ୟପେୟ ପ୍ରାୟତଃ ସାଧାରଣ ରହିଥାଏ ।…

୧୪ରେ ଆନ୍ତର୍ଜାତୀୟ ଅଲମ୍ପିକ୍ ସମିତି (IOC) ର ୧୪୧ତମ ଅଧିବେଶନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୪ ଅକ୍ଟୋବର ୨୦୨୩ ରେ ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ୧୪୧ ତମ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଅଧିବେଶନର ଉଦଘାଟନ କରିବେ। ଆଇଓସି ଅଧିବେଶନ…