Browsing Category

ଖବର

ବଢ଼ିଲା ବର୍ଷା ହେବାର ସମ୍ଭାବନା ତାରିଖ, ନୂଆ ଅପଡେଟ ସହ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର; ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ସେପଟେ ମୌସୁମୀ ନିମ୍ନଚାପ ରେଖାର ପଶ୍ଚିମ ଭାଗ ହିମାଳୟର ପାଦଦେଶରେ ଅବସ୍ଥାନ କରୁଥିବା ବେଳେ ଆଜି ପୂର୍ବ ଭାଗ ଉତ୍ତରପ୍ରଦେଶର ଗୋରଖପୁରରୁ ବାହାରି ପାଟନା,…

(Video) ବଡ଼ ଖବର, ମରିଗଲା କୁମ୍ଭୀର… ଲୋକଙ୍କ ମନରେ ଆଶ୍ୱସ୍ତି: ଜାଣନ୍ତୁ ସତ୍ୟତା

ଏବେ କୁମ୍ଭୀରକୁ ନେଇ ସବୁଠି ଚର୍ଚ୍ଚା ଲାଗିରହିଥିବା ବେଳେ, ସବୁଦିନ କୁମ୍ଭୀରକୁ ନେଇ ନୂଆ ନୂଆ କଥା ସାମ୍ନାକୁ ଆସୁଛି । କେଉଁଠି କୁମ୍ଭୀର ସମସ୍ତଙ୍କ ଆଗରେ ମଣିଷଙ୍କୁ ଟାଣି ନେଇ ଖାଇଗଲାଣି ତ, ଆଉ କେଉଁଠି କିଏ କୁମ୍ଭୀର…

ଟ୍ୱିଷ୍ଟ ଆଣିଲା CBI ରିପୋର୍ଟ: ସିଗନାଲ ସିଷ୍ଟମ ନୁହେଁ, ବାହାନଗା ଦୁର୍ଘଟଣାରେ ଲୁଚିଛି ଅନେକ ରହସ୍ୟ

ବାଲେଶ୍ୱର: ଜୁନ୍ ୨ ତାରିଖ ବାହାନଗା ଟ୍ରେନ ଦୁର୍ଘଟଣାକୁ ନେଇ ଏବେ ଏକ ବଡ଼ ଅପଡେଟ ସାମନାକୁ ଆସିଛି । ଏହି ଘଟଣାର ତଦନ୍ତ କରୁଥିବା ସିବିଆଇ ଟିମ୍ ସ୍ୱତନ୍ତ୍ର ଅଦାଲତରେ ଦାଖଲ କରିଛି ପ୍ରାଥମିକ ରିପୋର୍ଟ । ଏହି…

ସାବଧାନ୍! AI ଦ୍ୱାରା ଆପଣଙ୍କ ଚେହେରାରେ ହୋଇପାରେ ଅଶ୍ଳୀଳ ଭିଡିଓ: ଜାଣନ୍ତୁ କ’ଣ ରହିଛି ଦଣ୍ଡବିଧାନ

ବର୍ତ୍ତମାନ ସମୟରେ ଆଟିଫିସିଆଲ ଇଣ୍ଟେଲିଜେନ୍ସି ବ୍ୟବହାରରେ ଅନେକ କିଛି କାର୍ଯ୍ୟ ସମ୍ଭବ ହୋଇପାରୁଛି । ମଣିଷର ରୂପ ପରିବର୍ତ୍ତନ କରି ଦେବା ସହ ଆହୁରି ଅନେକ ଚେହେରା ଯୋଡ଼ିବାରେ ସଫଳ ହେଉଛି ନୂଆ ଟେକ୍ନୋଲୋଜି ଏଆଇ ।…

(Video) ଚନ୍ଦ୍ରରୁ ଆସିଲା ‘ପ୍ରଜ୍ଞାନ’ର ପ୍ରଥମ ଭିଡିଓ: ଦେଖନ୍ତୁ କେମିତି ଲାଣ୍ଡରରୁ ଓହ୍ଲାଇଲା ରୋଭର ‘ପ୍ରଜ୍ଞାନ’

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ଏବେ ଲାଣ୍ଡର ବିକ୍ରମ ଏବଂ ରୋଭର ‘ପ୍ରଜ୍ଞାନ’ ଜହ୍ନ ରାଇଜର ତଥ୍ୟ ସଂଗ୍ରହ କରୁଛନ୍ତି । ବର୍ତ୍ତମାନ ଚନ୍ଦ୍ରମାରେ ପ୍ରଜ୍ଞାନର ପ୍ରତ୍ୟେକ ଗତିବିଧିର ଫଟୋ ଏବଂ ଭିଡିଓ କରି…

ପତିଙ୍କ ପ୍ରେମିକା ଉପରେ କ’ଣ ଚାଲିପାରିବ ଆଇପିସିର ଏହି ଧାରାରେ ମୋକଦ୍ଦମା, ହାଇକୋର୍ଟଙ୍କ କ’ଣ ରାୟ ରହିଛି ଆସନ୍ତୁ ଜାଣିନେବା

କୋଚି: କେରଳ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି ପତିଙ୍କ ପ୍ରେମିକା କିମ୍ବା ବିବାହ ବାହାରେ ଯୌନ ସମ୍ବନ୍ଧ ରଖୁଥିବା ମହିଳାଙ୍କ ଉପରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୪୯୮ ଏ…

ଇଶାନ ନା ଶୁଭମନ… ରୋହିତଙ୍କ ସହ କିଏ କରିବେ ଓପନିଙ୍ଗ? ଅଧିନାୟକଙ୍କ ପାଇଁ ବଡ଼ ପ୍ରଶ୍ନ

ନୂଆଦିଲ୍ଲୀ: ଏସିଆ କପ-୨୦୨୩ ପାଇଁ ଭାରତୀୟ ଦଳ ଘୋଷଣା ହୋଇ ସାରିଛି । ଏହପୂର୍ବରୁ ବିସିସିଆଇ ଦ୍ୱାରା ଆୟୋଜିତ ହୋଇଥିବା ୟୋ-ୟୋ ଟେଷ୍ଟରେ ସମସ୍ତ ଖେଳାଳି ପାସ୍ ମଧ୍ୟ କରିଛନ୍ତି । ଏହାପରେ ବି ଟିମ୍ ଇଣ୍ଡିଆ ଚୂଡ଼ାନ୍ତ…

୭ ମିନିଟ୍ ଲାଗି ମୃତ୍ୟୁବରଣ କରିବା ପରେ ପୁଣି ଜୀଇଁ ଉଠିଲେ ବ୍ୟକ୍ତି, ଏବେ ପେଣ୍ଟିଂ ଜରିଆରେ ସେୟାର କରିଛନ୍ତି ମୃତ୍ୟୁ ସମୟର ଅନୁଭବ

ନୂଆଦିଲ୍ଲୀ: ମୃତ୍ୟୁ ପରେ କ’ଣ ଘଟିଥାଏ ଏହା ଜାଣିବାକୁ ସମସ୍ତଙ୍କ ମନ ମଧ୍ୟରେ ଏକ ଉତ୍ସୁକତା ଭରି ରହିଥାଏ । ଏହି କ୍ରମରେ ବ୍ରିଟେନର ଜଣେ ଷ୍ଟେଜ୍ ଆକ୍ଟର ମୃତ୍ୟୁ ପରେ କ’ଣ ଘଟିଥାଏ ସେ ସଂପର୍କରେ ନିଜର ଅନୁଭବ ସେୟାର…

(Video) ଚନ୍ଦ୍ରପୃଷ୍ଠରେ ଜାଗା କିଣିଥିଲେ ସୁଶାନ୍ତ-ଶାହରୁଖ: ଏବେ ‘ପ୍ରଜ୍ଞାନ’ ପଠାଇଲା ଫଟୋ, ଜାଣନ୍ତୁ ଏହାର ମୂଲ୍ୟ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶର ସବୁଠୁ ଚର୍ଚ୍ଚାର ବିଷୟ ହେଉଛି ଚନ୍ଦ୍ରଯାନ-୩ର ସଫଳତା । ଚନ୍ଦ୍ରରେ ପହଞ୍ଚି ସାରା ବିଶ୍ୱ ପାଇଁ ଏକ ଭିନ୍ନ ଉଦାହରଣ ପାଲଟିଛି ଭାରତ । ଚାନ୍ଦ ମାମୁ କୋଳରେ ପହଞ୍ଚିବା ପରେ ରୋଭର…

BCCIର ନିୟମ ଭାଙ୍ଗିଦେଲେ କିଙ୍ଗ କୋହଲି: ମହଙ୍ଗା ପଡ଼ିବ କି Social Media ପୋଷ୍ଟ?

ନୂଆଦିଲ୍ଲୀ: ଏସିଆ କପ୍ ଟୁର୍ଣ୍ଣାମେଣ୍ଟକୁ ନେଇ ଜୋରଦାର ପ୍ରସ୍ତୁତି ଜାରି ରଖିଛି ଭାରତୀୟ କ୍ରିକେଟ ଟିମ୍ । ତେବେ ଏହା ଭିତରେ ବିଶ୍ୱକପ ପୂର୍ବରୁ ବୋର୍ଡ ତରଫରୁ ସମସ୍ତ ଖେଳାଳିଙ୍କ ୟୋ-ୟୋ ଟେଷ୍ଟ କରାଯାଇଛି । ତେବେ…