Browsing Category

ଖବର

ଭାରତୀୟ ପର୍ବତାରୋହୀ ଅନୁରାଗ ମାଲୁ କେମିତି ହୋଇଥିଲେ ଉଦ୍ଧାର ? ସାମ୍ନାକୁ ଆସିଲା ରେସ୍କ୍ୟୁ ସମୟର ଭିଡିଓ

ନୂଆଦିଲ୍ଲୀ: ଗତ ସପ୍ତାହରେ ନେପାଳର ଅନ୍ନପୂର୍ଣ୍ଣା ପର୍ବତରୁ ନିଖୋଜ ହୋଇଯାଇଥିବା ଭାରତୀୟ ପର୍ବତାରୋହୀ ଅନୁରାଗ ମାଲୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏବେ ତାଙ୍କ ଉଦ୍ଧାର କାର୍ଯ୍ୟର ଏକ ଭିଡିଓ ସୋସିଆଲ ମିଡିଆରେ…

Bourn Vita ଶିଶୁଙ୍କ ପାଇଁ ହାନୀକାରକ: ଡାଇବେଟିସ, କ୍ୟାନସର ସମସ୍ୟା ବଢ଼ୁଛି, ଭିଡିଓ ଭାଇରାଲ ପରେ କମ୍ପାନୀ ପଠାଇଲା ନୋଟିସ

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହେଉଛି । ତେବେ ଏହିସବୁ ଭାଇରାଲ ଭିଡିଓ ମଧ୍ୟରୁ କିଛି ସଚେତନତାର ବାର୍ତ୍ତା ପ୍ରଦାନ କରୁଥିବା ବେଳେ ଆଉ କିଛି ଆମ ସମାଜ ତଥା ଯୁବବର୍ଗଙ୍କ…

ସାଂଘାତିକ ରୂପ ନେଉଛି କରୋନା: ଦିନକରେ ୨୮ ଜଣଙ୍କ ମୃତ୍ୟୁ, ୧୧ ହଜାରରୁ ଅଧିକ ପଜିଟିଭ

ନୂଆଦିଲ୍ଲୀ: ସାରା ଦେଶରେ କରୋନା ମହାମାରୀ ପୁଣିଥରେ ଆତଙ୍କ ଖେଳାଇବା ଆରମ୍ଭ କରିଛି । ବିଭିନ୍ନ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବା ସହ ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ…

ପିଏମ କିସାନର ନୂଆ କିସ୍ତି ପୂର୍ବରୁ ବଡ ଘୋଷଣା: ୧୪ କୋଟି ଚାଷୀ ଉଠାଇବେ ଫାଇଦା

ନୂଆଦିଲ୍ଲୀ: ଦେଶର ଲକ୍ଷ ଲକ୍ଷ କୃଷକ ବର୍ତ୍ତମାନ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୧୪ତମ କିସ୍ତିକୁ ଅପେକ୍ଷା କରିଛନ୍ତି । ତେବେ ଏହି ଟଙ୍କା ଆସନ୍ତା ମେ' ଶେଷ ସପ୍ତାହ କିମ୍ବା ଜୁନ ପ୍ରଥମ ସପ୍ତାହ ସୁଦ୍ଧା…

କୋରାପୁଟରେ ୭ ମିନିଟରେ ୫୩୯୫ ବଜ୍ରପାତ: ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପ୍ରଶାସନ

କୋରାପୁଟ: କୋରାପୁଟ ଜିଲ୍ଲାରେ ଭୟଙ୍କର ରୂପ ନେଇଛି ବଜ୍ରପାତ । ଝଡ ତୋଫାନ ସହ ଭୀଷଣ ବଜ୍ରପାତ ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଛି । ମାତ୍ର ୭ ମିନିଟ ଭିତରେ ୫୩୯୫ରୁ ଅଧିକ ଥର ବଜ୍ରପାତ ହୋଇଥିବା ରେକର୍ଡ ହୋଇଛି । ଏହାସହ…

ବଡ ଖବର, ଆଖି ବୁଜିଲେ ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋ: ୮୩ ବର୍ଷ ବୟସରେ ପରଲୋକ

ଭୁବନେଶ୍ୱର: ଆଜି ସକାଳେ ଜଗତସିଂହପୁରର ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋଙ୍କ ପରଲୋକ ଘଟିଛି । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ଜାଣିବାକୁ ମିଳିଛି ।…

ଆଜିଠାରୁ ସବୁ ସ୍କୁଲ, ଅଙ୍ଗନୱାଡି କେନ୍ଦ୍ର ଛୁଟି: ଗ୍ରୀଷ୍ମପ୍ରବାହ ଯୋଗୁଁ ଆଗୁଆ ଘୋଷଣା

ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରଚଣ୍ଡ ଖରା ଏବଂ ଏହାର ପ୍ରଭାବକୁ ନଜରରେ ରଖି ଆଜିଠାରୁ ସବୁ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ହୋଇଛି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ସମୟ ପୂର୍ବରୁ ଘୋଷଣା…

ଓଡିଶାରେ ଆଜିଠାରୁ ତଳମୁହାଁ ହେବ ତାପମାତ୍ରା: ତାତିରୁ ମିଳିବ ରକ୍ଷା

ଭୁବନେଶ୍ୱର: : ଆଜିଠାରୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଲଗାତାର ପ୍ରଚଣ୍ଡ ତାତିରେ ହନ୍ତସନ୍ତ ହେବା ପରେ ଆଜିଠାରୁ ଏହି ତାତିରୁ ମୁକ୍ତି ମିଳିପାରେ । ଗୁରୁଚାପ ବଳୟ…

(Video) ହେ ଈଶ୍ୱର ଦୁଃଖ ବୁଝନ୍ତୁ: ବୟସ ୭୦, ଦେହରେ ବଳ ନାହିଁ, ତଥାପି ଡହ ଡହ ଖରାରେ ଖାଲିପାଦରେ ପେନସନ ପାଇଁ ଯାଉଛନ୍ତି ବୁଢ଼ୀ ମାଉସୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମ ସମାଜରେ କିଛି ଲୋକ ଭଗବାନଙ୍କ ଉପରେ ବିଶ୍ୱାସ କରୁଥିବା ବେଳେ ଆଉ କିଛି ଜମାରୁ କରିନଥାନ୍ତି । ତେବେ ଏହା ମଧ୍ୟରେ ଏକ ଦୁଃଖଦାୟକ ତଥା ବେଦନାସିକ୍ତ ଖବର ଆସିଛି । ଏହି ଘଟଣାର ଭିଡିଓ…

Video: “ନବ ଦାସ ପ୍ରେତ ହେଇକି ଘୁରି ବୁଲୁଛନ୍ତି, ତାଙ୍କ ଆତ୍ମା ତାଙ୍କ ଝିଅକୁ ରକ୍ଷା କରୁଛି..ନବ ଦାସ ନିଜେ ମୋତେ କହିଛନ୍ତି “

ଭୁବନେଶ୍ୱର: ଝାରସୁଗୁଡ଼ା ଉପ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ଉଷ୍ମତା ମଧ୍ୟ ସେତିକି ବଢି ଚାଲିଛି । ଏହାରି ମଧ୍ୟରେ ଜଣେ ଆଧ୍ୟତ୍ମିକ ବାବା ସ୍ୱର୍ଗତ ନବ ଦାସଙ୍କ ଉପରେ ଦେଇଥିବା ଏକ ମନ୍ତବ୍ୟ ଚର୍ଚ୍ଚା…