CHARIDHAM
Browsing Category

ଖବର

ଭାରତ ଯୋଡ଼ ଯାତ୍ରାରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ରାହୁଲଗାନ୍ଧୀ ଏବଂ ପୋଲିସ ମୁହାଁମୁହିଁ

ଶ୍ରୀନଗର: ସୁରକ୍ଷାକୁ ନେଇ କଂଗ୍ରେସ ଏବଂ ଜାମ୍ମୁ-କାଶ୍ମୀର ପୋଲିସ ମୁହାଁମୁହିଁ ହୋଇଛନ୍ତି । କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ଦିନ କହିଛନ୍ତି ଯେ, ଜାମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଭାରତ…

କୁକୁରକୁ ଖାଇବା ଦେବା ପାଇଁ ଯାଇଥିଲେ, ହଠାତ କାର ଆସି ପହଁଚିଲା, ତା’ପରେ..

ଗାଜିଆବାଦ: ୟୁପିର ଗଜିଆବାଦରେ ଜଣେ ମହିଳା କୁକୁରକୁ ଖାଇବା ଦେବାକୁ ଯାଇ ଯୌନ ନିର୍ଯାତନାର ଶିକାର ହୋଇଥିବା କଥା ସାମ୍ନାକୁ ଆସିଛି । ମହିଳାଙ୍କ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି ।…

ସିନ୍ଧୁ ଜଳ ରାଜିନାମା ସଂକ୍ରାନ୍ତରେ ଭାରତ ଏବଂ ପାକିସ୍ତାନକୁ ଏକ ନୋଟିସ୍ ଜାରି

ନୂଆଦିଲ୍ଲୀ: ସିନ୍ଧୁ ଜଳ ରାଜିନାମା ଲାଗୁ କରିବାରେ ମତ ପରିବର୍ତ୍ତନ ନାହିଁ ବୋଲି ଦାୟୀ ଭାବେ ଭାରତ ଏବଂ ପାକିସ୍ତାନକୁ ଏକ ନୋଟିସ୍ ଜାରି କରାଯାଇଛି । ସୂଚନା ଅନୁସାରେ, ନଅ ବର୍ଷ ଆଲୋଚନା ପରେ ୧୯୬୦ ମସିହା ସେପ୍ଟେମ୍ବର…

ଭିଜିଲାନ୍ସ ଜାଲରେ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ଧରାପଡ଼ିଲେ ଏପରି

କେନ୍ଦୁଝର: ବର୍ତ୍ତମାନ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀ ମହେନ୍ଦ୍ର କୁମାର ସେଠୀ ଭିଜିଲାନ୍ସ ଜାଲରେ ଧରା ପଡିଥିବା କଥା ସାମ୍ନାକୁ ଆସିଛି, ସେ ଛୁଟି ଦରମା କରାଇଦେବା ପାଇଁ…

ଆଜି ଭାରତ-ନ୍ୟୁଜିଲ୍ୟାଣ୍ଡ ଟି -୨୦ ସିରିଜର ପ୍ରଥମ ମ୍ୟାଚ୍: ପୃଥ୍ୱୀଙ୍କୁ ମିଳିବ କି ସୁଯୋଗ ?

ରାଞ୍ଚି: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ଆନ୍ତର୍ଜାତୀୟ କ୍ରିକେଟ୍ ସିରିଜର ପ୍ରଥମ ମ୍ୟାଚ୍ ଆଜି ରାଞ୍ଚିରେ ଖେଳାଯିବ। ଏହି ମ୍ୟାଚ୍ ସନ୍ଧ୍ୟା ୭ ଟାରୁ ଆରମ୍ଭ ହେବ। ନ୍ୟୁଜିଲାଣ୍ଡ…

ଶ୍ରୀମନ୍ଦିର ନୀତିରେ ମହାବିଳମ୍ବ, ଗତକାଲିର ନୀତି ଆଜି ହେଲା ସମ୍ପନ

ପୁରୀ: ଶ୍ରୀମନ୍ଦିରରେ ନୀତିରେ ମହାବିଳମ୍ବ। ଗତକାଲିର ନୀତି ଆଜି ସମାପନ ହେବାରୁ ଆଜି ଭୋର ୫ଟା ସମୟରେ ହୋଇଛି ପହୁଡ। ସ୍ୱାଭାବିକ ଭାବେ ପହୁଡ଼ ଦୈନିକ ରାତିରେ ହୋଇଥାଏ। କିନ୍ତୁ ଗତକାଲି ସରସ୍ୱତି ପୂଜା ଏବଂ ଚାଚେରି ପାଇଁ…

ରାଜ୍ୟରେ ବଦଳୁଛି ପାଣିପାଗ, କମିଛି ଶୀତ ବଢୁଛି ତାତି

ଭୁବନେଶ୍ୱର: ରାଜ୍ୟରେ ବଦଳୁଛି ପାଣିପାଗ, କମିଛି ଶୀତ। ମାଘ ମାସରେ ବାଘୁଆ ଶୀତ ହେବା କଥା କିନ୍ତୁ ରାଜ୍ୟରୁ ଶୀତ ଏବେ ଗାଏବ ହେଉଛି। ଏହି ସମୟରେ ଖରା ମାଡ଼ି ଆସିଲାଣି। କିଛି ସ୍ଥାନରେ ସ୍ୱାଭାବିକ ତାପମାତ୍ରାଠାରୁ ୩ ରୁ୪…

ଦୁନିଆକୁ ଚୀନ ଉପରେ ବିଶ୍ୱାସ ନାହିଁ; ସନ୍ଦେହ ନଜରରେ ଦେଖୁଛନ୍ତି ଏକ୍ସପର୍ଟ

ଚୀନ: କରୋନା ମହାମାରୀ ସର୍ବପ୍ରଥମେ ଚୀନର ଉହାନ ସହରରେ ସୃଷ୍ଟି ହୋଇଥିଲା । ମଝିରେ କିଛିଦିନ ହେବ ଏହାର ପ୍ରଭାବ କମିଥିବା ବେଳେ ବର୍ତ୍ତମାନ ପୂନର୍ବାର ରୋଗୀଙ୍କ ସଂଖ୍ୟା ଚୀନରେ ବଢିବାରେ ଲାଗିଛି । ସବୁଥର ଭଳି ଏଥର…

ଦେଶର ସରକାରୀ ମାନସିକ ସ୍ୱାସ୍ଥ୍ୟ ଚିକିତ୍ସାଳୟର ଅବସ୍ଥା ଅତ୍ୟନ୍ତ ଖରାପ: NHRC

ନୂଆଦିଲ୍ଲୀ: ଭାରତରେ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ କାର୍ଯ୍ୟ କରୁଥିବା ସରକାରୀ ମେଡିକାଲ ଗୁଡ଼ିକ ଗମ୍ଭୀର ସ୍ଥିତିରେ ରହିଛନ୍ତି। ଜାତୀୟ ମାନବଧିକାର ଆୟୋଗର ଏକ ରିପୋର୍ଟରୁ ଏହି ଖୁଲାସା ହୋଇଛି। ଜାତୀୟ…

ପାକିସ୍ତାନରେ କେବେ କମିବ ଦୁଃଖର ଭାର, ଗହମ ପରେ ଦେଖାଦେଲା ପାଣି ସମସ୍ୟା

ନୂଆଦିଲ୍ଲୀ: ପାକିସ୍ତାନର ସ୍ଥିତି ଖରାପ ହେବାରେ ଲାଗିଛି। ସେଠାରେ ଏବେ ଏକ ପ୍ରକାର ହାହାକାର ଦେଖାଗଲାଣି। ପୂର୍ବରୁ ସେଠାରେ ରୁଟି ପାଇଁ ଗହମର ସମସ୍ୟା ଦେଖାଯାଉଥିବା ବେଳେ ବର୍ତ୍ତମାନ ପାଣିର ସମସ୍ୟା ବଢ଼ିବାରେ…